Slug ପୁଣି ଦେଖା ଦେଇଛି ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିଛା ଅବହେଳା ଲାଗି କିନର ଙ୍କ ମୃତ ଅଭିଯୋଗ ଆଣିଲେ ରାୟଗଡା ମା ମଝିଘରିଆଣୀ କିନର ମହାସଂଘ ରିପୋର୍ଟର ନରୋତ୍ତମ ପାଢ଼ୀ Anchor ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନାନିରୀଗୁଡା ଗ୍ରାମର ଜଣେ ସମାଜ ସେବୀ କିନର ଲିଜା ଙ୍କ ଆକସ୍ମିକଭାବେ ମୃତ ହୋଇଥିବା ଜଣାପଡିଛି। ମୃତ ଅଭିଯୋଗ ଆଣିଲେ କିନର ମହାସଂଘ ର ସଭାପତି କାଜଲ ,ରେଶ୍ମା,ଜୁଲି,ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ କିନର ଅଭିେଯାଗ କରିଥିଲେ ଗତ କିଛି ଦିନ ହେବ ଲିଜା ଙ୍କ ଦେହ ଅସୁସ୍ଥ ଥିବା ବେଳେ ରାୟଗଡା ମୁଖ୍ୟଚିକିତ୍ସାଳୟ ରେ ୫ଦିନ ହେବ ଲିଜା ଚିକିତ୍ସା ହେଉଥିବା ବେଳେ ଡାକ୍ତର ମାନଙ୍କ ଅବହେଳା ଯୋଗୁ ସେ ମୃତଗ୍ରହଣ କରିଥିଲେ ଜାହାଫଳରେ କିନର ମହାସଂଘ ସଭାପତି କାଜଲ କହିଛନ୍ତି ଜେ ଡାକ୍ତର ମାନଙ୍କ ଅଣ ଦେଖା ଲାଗି କିନର ଙ୍କ ମୃତ ହୋଇଥିବା ଜଣାପଡିଛି। ସେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ ଆମ ପ୍ରତି ଏତେ ଅଣ ଦେଖା କାହିଁକି ଆମ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜଣାଇଛନ୍ତି ଏବଂ ବିଷମ କଟକ ସରପଞ୍ଚ ନମିତା କୁଲସିକା ସମେତ ଗ୍ରାମର ପ୍ରାୟ ୨୦୦ସହ ରୁ ଉର୍ଦ୍ଧ ଲୋକ ମାନଙ୍କ ଉପସ୍ତିତରେ ନିଜ ଗାଁ ମାଟିରେ ସବ ସଂସକାର କରିଥିଲେ
Slug ପୁଣି ଦେଖା ଦେଇଛି ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିଛା ଅବହେଳା ଲାଗି କିନର ଙ୍କ ମୃତ ଅଭିଯୋଗ ଆଣିଲେ ରାୟଗଡା ମା ମଝିଘରିଆଣୀ କିନର ମହାସଂଘ ରିପୋର୍ଟର ନରୋତ୍ତମ ପାଢ଼ୀ Anchor ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନାନିରୀଗୁଡା ଗ୍ରାମର ଜଣେ ସମାଜ ସେବୀ କିନର ଲିଜା ଙ୍କ ଆକସ୍ମିକଭାବେ
ମୃତ ହୋଇଥିବା ଜଣାପଡିଛି। ମୃତ ଅଭିଯୋଗ ଆଣିଲେ କିନର ମହାସଂଘ ର ସଭାପତି କାଜଲ ,ରେଶ୍ମା,ଜୁଲି,ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ କିନର ଅଭିେଯାଗ କରିଥିଲେ ଗତ କିଛି ଦିନ ହେବ ଲିଜା ଙ୍କ ଦେହ ଅସୁସ୍ଥ ଥିବା ବେଳେ ରାୟଗଡା ମୁଖ୍ୟଚିକିତ୍ସାଳୟ ରେ ୫ଦିନ ହେବ
ଲିଜା ଚିକିତ୍ସା ହେଉଥିବା ବେଳେ ଡାକ୍ତର ମାନଙ୍କ ଅବହେଳା ଯୋଗୁ ସେ ମୃତଗ୍ରହଣ କରିଥିଲେ ଜାହାଫଳରେ କିନର ମହାସଂଘ ସଭାପତି କାଜଲ କହିଛନ୍ତି ଜେ ଡାକ୍ତର ମାନଙ୍କ ଅଣ ଦେଖା ଲାଗି କିନର ଙ୍କ ମୃତ ହୋଇଥିବା ଜଣାପଡିଛି। ସେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ
ଆମ ପ୍ରତି ଏତେ ଅଣ ଦେଖା କାହିଁକି ଆମ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜଣାଇଛନ୍ତି ଏବଂ ବିଷମ କଟକ ସରପଞ୍ଚ ନମିତା କୁଲସିକା ସମେତ ଗ୍ରାମର ପ୍ରାୟ ୨୦୦ସହ ରୁ ଉର୍ଦ୍ଧ ଲୋକ ମାନଙ୍କ ଉପସ୍ତିତରେ ନିଜ ଗାଁ ମାଟିରେ ସବ ସଂସକାର କରିଥିଲେ
- 5bRayagada, Odisha😤on 24 September
- ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭1
- bajar ne1
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia1
- सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow1
- उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh1
- Post by Banshidhar Bemal1
- ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 70910778981