ଭୁଡୁରବଣି ପୋଲ ଠାରୁ ବଡ଼ମାମୁଡ଼ିଆ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ। ମୟୁରଭଞ୍ଜ ଜିଲ୍ଲା, ଖୁଣ୍ଟାବ୍ଲକ ଅଧୀନରେ ଥିବା କରକଚିଆ ଗ୍ରାମପଞ୍ଚାୟତ ର ଭୁଡୁରବଣି ଗାଁ ର ରାସ୍ତା ସମସ୍ୟା। ଆଜିକୁ ୧୮ବର୍ଷ ହେଲାଣି ଏହି ରାସ୍ତା ମାଟି ରାସ୍ତା ହିଁ ଅଛି। ବର୍ଷା ହେଲେ ପଚ ପଚ କାଦ ହୁଏ। ନା କଂକ୍ରିଟ ଅଛି, ନା ମୋରମ ଅଛି। ଏହା ହେଉଛି ସ୍କୁଲ ଯିବା ରାସ୍ତା। ଅନେକ ଥର ଗ୍ରାମବାସୀ ମାନେ ପଲ୍ଲିସଭା ରେ ଆଉ ସରପଞ୍ଚ ପାଖରେ ଅଭିଯୋଗ ଦେଇଛନ୍ତି। ତଥାପି ଫଳ ଶୂନ। ଏଠିକାର କାମ ଅନ୍ୟ ଜାଗାରେ ଠିକାଦାର କରିଛନ୍ତି, ନଚେତ ପ୍ରଜେକଟ ହିଁ ଦେଇନାହାନ୍ତି। ଶିକ୍ଷକ, ପିଲାମାନେ, ଜନସାଧାରଣ ଏହି ରାସ୍ତା ଦେଇ ନୀତି ଦିନ ଯିବା ଆସିବା କରନ୍ତି,। ଗାଁ ଦାଣ୍ଡ, ସ୍କୁଲ ପାଖରେ, ପୋଲ ପାଖରେ କଂକ୍ରିଟ ନାହିଁ। ଭୋଳାଗଡ଼ିଆ ପଂଚାୟତ ବାସୀ ମଧ୍ୟ ସେହି ରାସ୍ତା ଦେଇ ନିଜର ଗନ୍ତବ୍ୟ ସ୍ଥଳ କୁ ଯାଆନ୍ତି। ଏଥିପାଇଁ ଦାୟୀ କିଏ? ଆଦିବାସୀ ଗ୍ରାମ ବୋଲି ଏତେ ହୀନସ୍ତା। କରକଚିଆ ପଂଚାୟତ ପ୍ରଶାସନ ଏଠି ବେଈମାନ କାମ କରୁଛି। ପ୍ରଶାସନ ର ନିଘା ନାହିଁ। ବିଦ୍ୟାଳୟ ରାସ୍ତା କୁ ଚିହ୍ନି ପାରିଲା ନାହିଁ। ଠିକାଦାର ମାନଙ୍କର ପାତର ଅନ୍ତର, ରାଜନୀତି କରଣ oneside ବିକାଶ ଏକ ଅପରାଧ କାମ। ସରକାର ଗ୍ରାମ କୁ ଉନ୍ନତି କରିବା ପାଇଁ ଯୋଜନା ଆଣୁଛନ୍ତି, ହେଲେ ଏଠି ଗ୍ରାମକୁ ବିନାଶ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଖୁଣ୍ଟାବ୍ଲକ ପ୍ରଶାସନ କୁ ବିଶେଷ ଅନୁରୋଧ ଏହାର ତଦନ୍ତ କରାଯାଉ।ସର୍ବସାଧାରଣ ରାସ୍ତା ର ଉନ୍ନତି କରଣ କରାଯାଉ।
ଭୁଡୁରବଣି ପୋଲ ଠାରୁ ବଡ଼ମାମୁଡ଼ିଆ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ। ମୟୁରଭଞ୍ଜ ଜିଲ୍ଲା, ଖୁଣ୍ଟାବ୍ଲକ ଅଧୀନରେ ଥିବା କରକଚିଆ ଗ୍ରାମପଞ୍ଚାୟତ ର ଭୁଡୁରବଣି ଗାଁ ର ରାସ୍ତା ସମସ୍ୟା। ଆଜିକୁ ୧୮ବର୍ଷ ହେଲାଣି ଏହି ରାସ୍ତା ମାଟି ରାସ୍ତା ହିଁ ଅଛି। ବର୍ଷା ହେଲେ ପଚ ପଚ କାଦ ହୁଏ। ନା କଂକ୍ରିଟ ଅଛି, ନା ମୋରମ ଅଛି। ଏହା ହେଉଛି ସ୍କୁଲ ଯିବା ରାସ୍ତା। ଅନେକ ଥର ଗ୍ରାମବାସୀ ମାନେ ପଲ୍ଲିସଭା ରେ ଆଉ ସରପଞ୍ଚ ପାଖରେ ଅଭିଯୋଗ ଦେଇଛନ୍ତି। ତଥାପି ଫଳ ଶୂନ। ଏଠିକାର କାମ ଅନ୍ୟ ଜାଗାରେ ଠିକାଦାର କରିଛନ୍ତି, ନଚେତ ପ୍ରଜେକଟ ହିଁ ଦେଇନାହାନ୍ତି। ଶିକ୍ଷକ, ପିଲାମାନେ, ଜନସାଧାରଣ ଏହି ରାସ୍ତା ଦେଇ ନୀତି ଦିନ ଯିବା ଆସିବା କରନ୍ତି,। ଗାଁ ଦାଣ୍ଡ,
ସ୍କୁଲ ପାଖରେ, ପୋଲ ପାଖରେ କଂକ୍ରିଟ ନାହିଁ। ଭୋଳାଗଡ଼ିଆ ପଂଚାୟତ ବାସୀ ମଧ୍ୟ ସେହି ରାସ୍ତା ଦେଇ ନିଜର ଗନ୍ତବ୍ୟ ସ୍ଥଳ କୁ ଯାଆନ୍ତି। ଏଥିପାଇଁ ଦାୟୀ କିଏ? ଆଦିବାସୀ ଗ୍ରାମ ବୋଲି ଏତେ ହୀନସ୍ତା। କରକଚିଆ ପଂଚାୟତ ପ୍ରଶାସନ ଏଠି ବେଈମାନ କାମ କରୁଛି। ପ୍ରଶାସନ ର ନିଘା ନାହିଁ। ବିଦ୍ୟାଳୟ ରାସ୍ତା କୁ ଚିହ୍ନି ପାରିଲା ନାହିଁ। ଠିକାଦାର ମାନଙ୍କର ପାତର ଅନ୍ତର, ରାଜନୀତି କରଣ oneside ବିକାଶ ଏକ ଅପରାଧ କାମ। ସରକାର ଗ୍ରାମ କୁ ଉନ୍ନତି କରିବା ପାଇଁ ଯୋଜନା ଆଣୁଛନ୍ତି, ହେଲେ ଏଠି ଗ୍ରାମକୁ ବିନାଶ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଖୁଣ୍ଟାବ୍ଲକ ପ୍ରଶାସନ କୁ ବିଶେଷ ଅନୁରୋଧ ଏହାର ତଦନ୍ତ କରାଯାଉ।ସର୍ବସାଧାରଣ ରାସ୍ତା ର ଉନ୍ନତି କରଣ କରାଯାଉ।
- ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର4
- ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।1
- ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ1
- Post by Khabar1
- ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବେଆଇନ ଇଟା ଭାଟି ଏବଂ ବିଲରେ ପଡ଼ିଥିବା କୁଟା ରେ ନିଆଁ ଲଗାଇ ବା ଫଳରେ ବଢୁଛି ବାୟୁ ପ୍ରଦୂଷଣ, ପ୍ରଶାସନ ନିରବ ଦ୍ରଷ୍ଟା..1
- ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।1
- ବାରିପଦା ସିଦ୍ଧିବିନାୟକ ମନ୍ଦିର କଳସ ଯାତ୍ରା ବିଷୟରେ ଭଉଣୀ ଶୋଭାବତୀ ଅତା କଣ କହିଲେ?1