logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଣାଇ ଆଇଟିଡିଏ ସଭା ଗୃହ ରେ ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ସୁନ୍ଦର ଗଡ଼ ଜ଼ିଲ୍ଲା ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ଲୋକ ସଭା ପ୍ରଭାରୀ ବିନୟ ତିୱାରୀ ଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ପାଢ଼ୀ, ବଣାଇ ନିର୍ବାଚନ ମଣ୍ଡଳୀ ସଭାପତି କୁନି ମୁଣ୍ଡା, ବଣାଇ ବ୍ଲକ ସଭାପତି ଟିକେଶ୍ୱର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଏହି ବୈଠକରେ ବଣାଇ, ଗୁରୁଣ୍ଡିଆ ଓ ଲହୁଣୀପଡ଼ାର ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ l ବିଶେଷ କରି ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ, ରୋଜଗାର, ଶିକ୍ଷା, ନାରୀ ସୁରକ୍ଷା ଉପରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ l କେନ୍ଦ୍ରର ମନମୁଖୀ କାର୍ଯ୍ୟ ଏମଏମଡିଆର ଆକ୍ଟ କୁ ବିରୋଧ କରିଥିଲେ l ଓଡିଶା ରାଜ୍ୟର ଜମି ଗୁଡିକ କେନ୍ଦ୍ର ହାତକୁ ଚାଲିଯିବା, ଜ଼ିଲ୍ଲା ଖଣିଜ ପାଣ୍ଠିକୁ ରାଜ୍ୟରେ ବିନିଯୋଗ କରିବାକୁ ହେଲେ କେନ୍ଦ୍ରର ଅନୁମତି ନେବା, 2005 ମସିହାରୁ ରାଜ୍ୟ ଖଣି ମାଲିକ ମାନଙ୍କ ପାଖରେ ଏକ ଲକ୍ଷ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେବା ବଦଳରେ କେନ୍ଦ୍ର ସହିତ ସଲାସୁତୁରାରେ ଖଣି ମାଲିକ ମାନଙ୍କୁ ମାଫ କରି ଦିଆ ଯାଇଥିବା ଉପରେ ଆଲୋକପାତ କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବ୍ୟକ୍ତବ୍ୟ ରଖିଥିଲେ l ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରୁ ପଞ୍ଚାୟତ ସ୍ତରକୁ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l

9 hrs ago
user_ପ୍ରଦୀପ କୁମାର ସାହୁ
ପ୍ରଦୀପ କୁମାର ସାହୁ
Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
9 hrs ago
97a32a7f-b221-4706-b71c-e51d6512b0d3

ବଣାଇ ଆଇଟିଡିଏ ସଭା ଗୃହ ରେ ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ସୁନ୍ଦର ଗଡ଼ ଜ଼ିଲ୍ଲା ଆମ ଅଦମୀ ପାର୍ଟିର ସାଙ୍ଗଠନିକ ସମ୍ମିଳନୀ ସୁନ୍ଦର ଗଡ଼ ଜ଼ିଲ୍ଲା ଲୋକ ସଭା ପ୍ରଭାରୀ ବିନୟ ତିୱାରୀ ଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ପାଢ଼ୀ, ବଣାଇ ନିର୍ବାଚନ ମଣ୍ଡଳୀ ସଭାପତି କୁନି ମୁଣ୍ଡା, ବଣାଇ ବ୍ଲକ ସଭାପତି ଟିକେଶ୍ୱର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଏହି ବୈଠକରେ ବଣାଇ, ଗୁରୁଣ୍ଡିଆ ଓ ଲହୁଣୀପଡ଼ାର ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦେଇଥିଲେ l ବିଶେଷ କରି ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ, ରୋଜଗାର, ଶିକ୍ଷା, ନାରୀ ସୁରକ୍ଷା ଉପରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ

ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ l କେନ୍ଦ୍ରର ମନମୁଖୀ କାର୍ଯ୍ୟ ଏମଏମଡିଆର ଆକ୍ଟ କୁ ବିରୋଧ କରିଥିଲେ l ଓଡିଶା ରାଜ୍ୟର ଜମି ଗୁଡିକ କେନ୍ଦ୍ର ହାତକୁ ଚାଲିଯିବା, ଜ଼ିଲ୍ଲା ଖଣିଜ ପାଣ୍ଠିକୁ ରାଜ୍ୟରେ ବିନିଯୋଗ କରିବାକୁ ହେଲେ କେନ୍ଦ୍ରର ଅନୁମତି ନେବା, 2005 ମସିହାରୁ ରାଜ୍ୟ ଖଣି ମାଲିକ ମାନଙ୍କ ପାଖରେ ଏକ ଲକ୍ଷ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେବା ବଦଳରେ କେନ୍ଦ୍ର ସହିତ ସଲାସୁତୁରାରେ ଖଣି ମାଲିକ ମାନଙ୍କୁ ମାଫ କରି ଦିଆ ଯାଇଥିବା ଉପରେ ଆଲୋକପାତ କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବ୍ୟକ୍ତବ୍ୟ ରଖିଥିଲେ l ବର୍ତ୍ତମାନ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରୁ ପଞ୍ଚାୟତ ସ୍ତରକୁ ସଂଗଠନକୁ ସୁଦୃଢ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ l

View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.