Shuru
Apke Nagar Ki App…
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧାନକ୍ରୟ ବୈଠକ,ଯୋଗଦେଲେ ୨ବିଧାୟକ #boudhnews
Ranjan Kumar Dash
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧାନକ୍ରୟ ବୈଠକ,ଯୋଗଦେଲେ ୨ବିଧାୟକ #boudhnews
- GBGokul BagAthmallik, Anugul👏on 29 November
- SPSilu PradhanAthmallik, Anugul👏on 24 November
- SPSilu PradhanAthmallik, Anugul😂on 24 November
- SPSilu PradhanAthmallik, Anugul🙏on 24 November
More news from Boudh and nearby areas
- I ♥️ BOUDH1
- MACHO🐟💔🥰1
- ବିଲୁପ୍ତ ହେଲାଣି ଘୁମୁରା ନାଚ, ବୁଡ଼ିଯିବ ପାରମ୍ପରିକ ଶବର ସଂସ୍କୃତି ।@AMAR BOUDH#JAJPUR1
- Customise makeup kit Cake 💄 pinkaesthetic #pinkygirl #makeupcake🎂👛💄💍🎀🎆 instareel1
- ଟିକିରାପଡାର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମନ୍ଦିର ପ୍ରବେଶ କଲେ ଚତୁର୍ଦ୍ଧାମୂର୍ତ୍ତୀ ତା-୧୦/୦୩/୨୦୨୫ରିଖ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଟିକିରାପଡାରେ ଦୀର୍ଘ ନଅଦିନ ଧରି ଅନୁଷ୍ଠିତ ହେଉଥିବା ନବନିର୍ମିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଖୁବ୍ ଧୁମଧାମରେ ସମାପ୍ତ ହୋଇଛି। ଗତ ୨ ତାରିଖରେ ଏକୋଇଶ ଶହ ମହିଳାଙ୍କୁ ନେଇ ଏକ ବିଶାଳ କଳସ ଶୋଭାଯାତ୍ରା ମହାନଦୀରୁ ବାହାରି ସୁବଳୟା ଓ ଟିକିରାପଡା ପରିକ୍ରମା ପୂର୍ବକ ଯଜ୍ଞମଣ୍ଡପ ଓ ନାମମଣ୍ଡପରେ ସ୍ଥାପନ କରିଥିଲେ। ୩ ତାରିଖ ଦିନ ସକାଳରୁ ଛପନ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୩୦ଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ହରେକୃଷ୍ଣ ମହାମନ୍ତ୍ର ସଂକୀର୍ତ୍ତନ କରିଥିଲେ। ସେହିଦିନଠାରୁ ସାପ୍ତାହିକ ଭାଗବତ ପାରାୟଣ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗିରର ଶ୍ରୀମାନ ଗଗନ ମିଶ୍ର ବ୍ୟାସାସନେ ଉପବେଶନ କରି ପ୍ରତ୍ୟହ ହଜାର ହଜାର ଭକ୍ତଙ୍କୁ ହରି କଥାମୃତ ପାନ କରାଇଥିଲେ। ନାମମଣ୍ଡପରେ ରମାକାନ୍ତ ମେହେର ସପତ୍ନିକ, ଯଜ୍ଞମଣ୍ଡପରେ ହରି ମେହେର ସପତ୍ନିକ ଓ ପାରାୟଣରେ ସନ୍ୟାସୀ ମେହେର ସପତ୍ନିକ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ। ସପ୍ତମ ଦିବସରେ ମନ୍ଦିର ଚୁଳରେ କୁମ୍ଭ କଳସ, ପାର୍ଶ୍ବରେ ପାର୍ଶ୍ବ ଦେବଦେବୀ ସ୍ଥାପନ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ପ୍ରବେଶ କରିଥିଲେ। ସେଦିନ ଗ୍ରାମର ଝିଅଜୋଇଁମାନେ ଏକ ବିଶାଳ ଶୋଭାଯାତ୍ରାରେ ଭୋଗଥାଳମାନ ନେଇ ପ୍ରଭୁଙ୍କୁ ଅର୍ପଣ କରିଥିଲେ। ମନ୍ଦିରରେ ସୀତାରାମ ପାଢୀ, ନାମ ମଣ୍ଡପରେ ଆନନ୍ଦ ଷଡଙ୍ଗୀ ଓ ପାରାୟଣରେ ପ୍ରମୋଦ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରୁଥିଲେ। ଏହି ଅବସରରେ ସାତଦିନ ଧରି କଂସ ଦରବାର ଓ ମୀନାବଜାର ଆଦି ଅନୁଷ୍ଠିତ ହୋଇଥିଲା। ମହାରାଜ କଂସ ଭୂମିକାରେ ବିନିକା ଅରିଗାଁର ଗୋପାଳ ଦାଶ ଓ ସାଥୀ କଳାକାରଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମଣ୍ଡଳୀଙ୍କୁ ବାନ୍ଧି ରଖୁଥିଲା। ଏଥିରେ ପ୍ରତ୍ୟହ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରୁଥିଲେ। ପ୍ରତ୍ୟହ ହଜାର ହଜାର ଦର୍ଶକ ତଥା ଭକ୍ତ ଯୋଗଦାନ କରି ପ୍ରଭୁକୃପା ଲାଭ କରିବା ସହ ହରିହାଟରେ ଅନ୍ନପ୍ରସାଦ ସେବନ କରୁଥିଲେ। ଆଜି ଅନ୍ତିମ ଦିନରେ ସୁବଳୟା ଧୀବରପଡାର ଅବଧୁତ କ୍ଳବ୍ ଓ ଡୁମୁରୀ ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ସହ ଶହସ୍ରାଧିକ ଭକ୍ତ ନଗର ପରିକ୍ରମା ପୂର୍ବକ ଦଧିଭାଣ୍ଡ ଭାଙ୍ଗି ମହୋତ୍ସବର ପରିସମାପ୍ତି କରିଥିଲେ। ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତ ଯୋଗଦାନ କରି ସାହାଯ୍ଯ ସହଯୋଗ ପୂର୍ବକ ଦୀର୍ଘ ନଅଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ମହୋତ୍ସବକୁ ସଫଳ କରିଥିଲେ।3
- ମୁଁ ଫୁଲବାଣୀ ଜଗନ୍ନାଥ ନର୍ସରୀ ରୁ ମଞ୍ଜି ଆଣିବକୁ ଯାଉଅଛି1
- ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ll1
- JAJPUR, BREAKING NEWS ଯାଜପୁର-10/03-ଯାଜପୁର ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ 16 ନ ଜାତିୟ ରାଜପଥ ର ପୁରୁଣା ଟୋଲଗେଟ ନିକଟରେ ବାଇକରେ ନିଆଁ ଲାଗି ଯୁବକ ଗୁରୁତର। ବାଇକ ଆରୋହୀ ଗୋଳେଇପୁର ପଂଚାୟତର କୁଶିଆ ରଣାଙ୍କ ପୁଅ ଭରତ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ। ବାଇକ ରେ କିପରି ନିଆଁ ଲାଗିଲା କାରଣ ଜଣା ପଡ଼ିନାହିଁ ।3