Shuru
Apke Nagar Ki App…
ମହିଳାଙ୍କ ଆତଙ୍କରାଜ୍ ! ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ମାରଣାସ୍ତ୍ର ଦେଖାଇ ହାଣି ଦେବାକୁ ଧମକ ଦେଲେ ମହିଳା। ଭିଡିଓ କରିବା ବନ୍ଦ କର,ଏଇ ଚୁପ, ଅଳିଆ ଗୋଟାଳି, ଉଚ୍ଚ ସ୍ବରରେ ଧମକ ଦେଇ ମାରଣାସ୍ତ୍ର ଦେଖାଇ ଧମକାଇଲେ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ। ଜଣେ ଅଣ ଓଡ଼ିଆ ମହିଳା ଅନ୍ୟ ଜଣେ ଯୁବକଙ୍କୁ ପରିବା କଟା ଛୁରୀ ଦେଖାଇ ଧମକାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣଙ୍କ ପ୍ରଥମେ ଯୁବକଙ୍କୁ ଗାଳିଦେବା ପରେ ତାଙ୍କ ଭ୍ୟାନିଟି ବ୍ୟାଗରୁ ବଡ଼ ପରିବା କଟା ଛୁୁରୀ ଖୋଲି ଧମକାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ସେହି ସମୟରେ ପୁଲିସର ସହାୟତା ନେବାକୁ ମଧ୍ୟ କଲ କରିବା ପାଇଁ ଆଲୋଚନା କରୁଥିବା ଭିଡିଓରୁ ଜଣାପଡ଼ିଛି। ଏନେଇ ଟାଉନଥାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳା ଜଣକ ମସ୍ତିଷ୍କ ବିକୃତ ବୋଲି ପୁଲିସ କହିଛି।
Amrit Prasad Das

More news from ଓଡ଼ିଶା and nearby areas
- ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।1
- Post by Gagan Bhoi1
- Post by Sibanava Panda2
- Post by NEWS MANORANJAN1
- ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ1
- ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ ଜଣେ ଗିରଫ । *ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ । *ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ। *ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା । * ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା *ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା ବହୁଦିନ ର ଲୁଚକାଳି ଖେକ ପରେ ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ କଂପାନୀରେ କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। #public#newsodiaodisha1
- Post by Dipak Kumar Nayak1
- କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1