Shuru
Apke Nagar Ki App…
#ଜମଟାଙ୍ଗୀ_ରେ_ଦୁର୍ଘଟଣା_ଜଣେ_ଗୁରୁତର_ଜଣେଆହତ। #ଜମଟାଙ୍ଗୀ_ରେ_ଦୁର୍ଘଟଣା_ଜଣେ_ଗୁରୁତର_ଜଣେଆହତ ବୌଦ୍ଧ ମନମୁଣ୍ଡା ଥାନା ଜାମଟାଙ୍ଗୀ ନିକଟରେ କାର ପଛରେ ପିଟି ଦୁର୍ଘଟଣା ଗ୍ରସ୍ତ ବାଇକ ବାଇରେ ଥିବା ଜଣେ ଗୁରୁତର ଜଣେ ଆହତ I ଉଭୟ ଙ୍କୁ ଉଦ୍ଧାର ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି ଏପଟେ ପରିଚୟ. ମିଳିପାରି ନାହଁ।
Sarat Muduli
#ଜମଟାଙ୍ଗୀ_ରେ_ଦୁର୍ଘଟଣା_ଜଣେ_ଗୁରୁତର_ଜଣେଆହତ। #ଜମଟାଙ୍ଗୀ_ରେ_ଦୁର୍ଘଟଣା_ଜଣେ_ଗୁରୁତର_ଜଣେଆହତ ବୌଦ୍ଧ ମନମୁଣ୍ଡା ଥାନା ଜାମଟାଙ୍ଗୀ ନିକଟରେ କାର ପଛରେ ପିଟି ଦୁର୍ଘଟଣା ଗ୍ରସ୍ତ ବାଇକ ବାଇରେ ଥିବା ଜଣେ ଗୁରୁତର ଜଣେ ଆହତ I ଉଭୟ ଙ୍କୁ ଉଦ୍ଧାର ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି ଏପଟେ ପରିଚୟ. ମିଳିପାରି ନାହଁ।
More news from Sonepur and nearby areas
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- #ଦିନେଦେଖେଇଦେଲୁରେ ratipunijn1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।1