logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ଆର୍ଥିକ ସହାୟତା ‘ସଶକ୍ତ ନାରୀ, ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଆଉ ଏକ ପଦକ୍ଷେପ.. ============= କେନ୍ଦ୍ରାପଡ଼ା, ୨୮/୦୮/୨୦୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ସ୍ୱାଭିମାନ, ସ୍ୱାବଲମ୍ବନ ଓ ଆର୍ଥିକ ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଛନ୍ତି। ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହା ସହ ସମନ୍ୱୟ ରଖି କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ,କେନ୍ଦ୍ରାପଡ଼ା ପକ୍ଷରୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ପରିବାରର ଆର୍ଥିକ ପ୍ରଗତିରେ ସେମାନଙ୍କ ଅଧିକ ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶ୍ରୀ ବିଚିତ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଡିପିସି (ମମତା) ମନୋରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ନିଜ ପାଦରେ ଠିଆ ହେବା, ନିଜ ଆବଶ୍ୟକତା ପୂରଣ କରିବା ସହ ପରିବାରର ଆର୍ଥିକ ଉନ୍ନତିରେ ଅଧିକ ସକ୍ରିୟ ଭୂମିକା ନେବା ପାଇଁ ସଶକ୍ତ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ନିକଟରେ ଏହି ସହାୟତା ପହଞ୍ଚିବା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସୁରକ୍ଷା, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧିର ନୂଆ ଆଶା ସୃଷ୍ଟି କରିଛି। ସଶକ୍ତ ନାରୀ ହିଁ ସମୃଦ୍ଧ ପରିବାର ଓ ସମୃଦ୍ଧ ଓଡ଼ିଶାର ଆଧାର—ଏହି ଲକ୍ଷ୍ୟକୁ ଆଗେଇ ନେବାରେ ‘ସୁଭଦ୍ରା’ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀର ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ମାନ୍ୟବର ବିଧାୟକ, ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଇଚାରା, ସ୍ନେହ ଓ ସାମାଜିକ ସମ୍ପର୍କର ଏକ ନିଆରା ଭାବନା ସୃଷ୍ଟି କରିଥିଲା।

4 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
4 hrs ago
45251c99-2f50-4af3-9858-f418c3ea9825

ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ର ପଞ୍ଚମ କିସ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ଆର୍ଥିକ ସହାୟତା ‘ସଶକ୍ତ ନାରୀ, ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଆଉ ଏକ ପଦକ୍ଷେପ.. ============= କେନ୍ଦ୍ରାପଡ଼ା, ୨୮/୦୮/୨୦୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ସ୍ୱାଭିମାନ, ସ୍ୱାବଲମ୍ବନ ଓ ଆର୍ଥିକ ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଛନ୍ତି। ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନର

308dafa5-a9ca-4de7-a336-79f4f2d9e834

ଶୁଭାରମ୍ଭ କରିଥିଲେ। ଏହା ସହ ସମନ୍ୱୟ ରଖି କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ,କେନ୍ଦ୍ରାପଡ଼ା ପକ୍ଷରୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ପରିବାରର ଆର୍ଥିକ ପ୍ରଗତିରେ ସେମାନଙ୍କ ଅଧିକ ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶ୍ରୀ ବିଚିତ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ସମାଜ

e35b8c03-cfc5-406b-be4e-f6303a8f12b9

ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଡିପିସି (ମମତା) ମନୋରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ନିଜ ପାଦରେ ଠିଆ ହେବା, ନିଜ ଆବଶ୍ୟକତା ପୂରଣ କରିବା ସହ ପରିବାରର ଆର୍ଥିକ ଉନ୍ନତିରେ ଅଧିକ ସକ୍ରିୟ ଭୂମିକା ନେବା ପାଇଁ ସଶକ୍ତ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ନିକଟରେ ଏହି ସହାୟତା ପହଞ୍ଚିବା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ‘ସୁଭଦ୍ରା’ର ପଞ୍ଚମ

cebe8d52-52e6-4a9d-b95a-7cced3176e3b

କିସ୍ତି ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସୁରକ୍ଷା, ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସ ବୃଦ୍ଧିର ନୂଆ ଆଶା ସୃଷ୍ଟି କରିଛି। ସଶକ୍ତ ନାରୀ ହିଁ ସମୃଦ୍ଧ ପରିବାର ଓ ସମୃଦ୍ଧ ଓଡ଼ିଶାର ଆଧାର—ଏହି ଲକ୍ଷ୍ୟକୁ ଆଗେଇ ନେବାରେ ‘ସୁଭଦ୍ରା’ ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ-ଭଉଣୀର ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ମାନ୍ୟବର ବିଧାୟକ, ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କୁ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଇଚାରା, ସ୍ନେହ ଓ ସାମାଜିକ ସମ୍ପର୍କର ଏକ ନିଆରା ଭାବନା ସୃଷ୍ଟି କରିଥିଲା।

More news from ଓଡ଼ିଶା and nearby areas
  • ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା. ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା . ଘଟଣା ପଛରେ ଥ‌ିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ . ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା
    2
    ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା.
ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା
. ଘଟଣା ପଛରେ ଥ‌ିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର
ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା
ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ
. ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି
ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା
ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା
    user_Sunil Samal
    Sunil Samal
    Local News Reporter ବଡ଼ଚଣା, ଯାଜପୁର, ଓଡ଼ିଶା•
    2 hrs ago
  • ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    1
    ଜଗସିଂହପୁର ଜିଲ୍ଲା ସଂସକୃତି ଭବନରେ ସୁଭଦ୍ରା ଯୋଜନାର କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    3 hrs ago
  • ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।
    1
    ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    3 hrs ago
  • *आज की बड़ी खबरें*,. . .... ..... ...... ...
    1
    *आज की बड़ी खबरें*,.




.




....



.....


......


...
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।
    1
    ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ
ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ ।
ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    4 hrs ago
  • ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ
    1
    ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ
    user_Manash Rout
    Manash Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    13 hrs ago
  • ଗଞ୍ଜାମରୁ ପଠାଇଲେ ସୁଭଦ୍ରା ଭଉଣି ଙ୍କ ପାଖକୁ ଟଙ୍କା ମୋହନ ସରକାର
    1
    ଗଞ୍ଜାମରୁ ପଠାଇଲେ ସୁଭଦ୍ରା ଭଉଣି ଙ୍କ ପାଖକୁ ଟଙ୍କା ମୋହନ ସରକାର
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    5 hrs ago
  • ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll breaking news ll ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll
    1
    ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll breaking news ll 
ଭାସୁଛନ୍ତି ଶହ ଶହ ଭାରତୀୟ ll ମାଡିଆସିଲା ଭୟଙ୍କର ବନ୍ୟା ll
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.