logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଶଫାଲ୍ ଲୋକକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ବନ୍ୟା ଆଶ୍ରୟସ୍ଥଳୀ ଠାରେ ସପ୍ତମ ଦେଶ୍‌ଫାଲ୍ ଲୋକକଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହୃଷିକେଶ ଚାନ୍ଦ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ କିଭଳି ଭାବରେ ଚଳିତ ବର୍ଷ ମହୋତ୍ସବ କୁ ଆହୁରି ଆକର୍ଷଣୀୟ କରାଯିବ ସେ ସମ୍ପର୍କରେ ସମସ୍ତଙ୍କର ମତାମତ ଲୋଡ଼ିଥିଲେ । ଆଲୋଚନା ରେ ଦ୍ବିତୀକୃଷ୍ଣ ପଣ୍ଡା ଅଂଶଗ୍ରହଣ କରି ସ୍ମରଣିକା କୁ ଯେପରି ମହୋତ୍ସବ ର ପ୍ରଥମ ଦିନ ଉନ୍ମୋଚନ କରାଯିବ ସେ ସମ୍ପର୍କରେ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଏହି ମହୋତ୍ସବ ଫେବୃଆରୀ ୨୭ ତାରିଖ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଯୁଗଳ କିଶୋର ମିଶ୍ର ଅତିଥି ନିମନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ। କେଶନ୍ ଜଗଦଲା, ସଂପାଦକ ଶ୍ରୀନିବାସ ଚାନ୍ଦ, ମିତ୍ରଭାନୁ ନନ୍ଦ, ଅବିନାଶ ବାବୁ, ଘନଶ୍ୟାମ ଭାଟି ,ଗିରିଶ କୁମାର ଦାଶ,ଶିବ ପ୍ରସାଦ ପ୍ରଧାନ,ଅମିୟ ରଞ୍ଜନ ଦାଶ, ଶୁଭେନ୍ଦୁ ମେହେର,ଜୀତେନ୍ଦ୍ର ମହାପାତ୍ର, ପୀତାମ୍ବର ପଧାନ,ଦାଶରଥୀ ମହାନନ୍ଦିଆ,ଦିପକ୍ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ହରିହର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।

13 hrs ago
user_Pitambar Sahu
Pitambar Sahu
Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
13 hrs ago
c588962c-cc01-47e6-aca5-38f7d35466db

ଦେଶଫାଲ୍ ଲୋକକଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ବନ୍ୟା ଆଶ୍ରୟସ୍ଥଳୀ ଠାରେ ସପ୍ତମ ଦେଶ୍‌ଫାଲ୍ ଲୋକକଳା ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହୃଷିକେଶ ଚାନ୍ଦ ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ କିଭଳି ଭାବରେ ଚଳିତ ବର୍ଷ ମହୋତ୍ସବ କୁ ଆହୁରି ଆକର୍ଷଣୀୟ କରାଯିବ ସେ ସମ୍ପର୍କରେ ସମସ୍ତଙ୍କର ମତାମତ ଲୋଡ଼ିଥିଲେ । ଆଲୋଚନା ରେ ଦ୍ବିତୀକୃଷ୍ଣ ପଣ୍ଡା ଅଂଶଗ୍ରହଣ କରି ସ୍ମରଣିକା କୁ ଯେପରି ମହୋତ୍ସବ ର ପ୍ରଥମ ଦିନ ଉନ୍ମୋଚନ କରାଯିବ ସେ ସମ୍ପର୍କରେ

e7382ab1-9995-43cb-b24d-b1f43ae856a8

ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ଏହି ମହୋତ୍ସବ ଫେବୃଆରୀ ୨୭ ତାରିଖ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଯୁଗଳ କିଶୋର ମିଶ୍ର ଅତିଥି ନିମନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ। କେଶନ୍ ଜଗଦଲା, ସଂପାଦକ ଶ୍ରୀନିବାସ ଚାନ୍ଦ, ମିତ୍ରଭାନୁ ନନ୍ଦ, ଅବିନାଶ ବାବୁ, ଘନଶ୍ୟାମ ଭାଟି ,ଗିରିଶ କୁମାର ଦାଶ,ଶିବ ପ୍ରସାଦ ପ୍ରଧାନ,ଅମିୟ ରଞ୍ଜନ ଦାଶ, ଶୁଭେନ୍ଦୁ ମେହେର,ଜୀତେନ୍ଦ୍ର ମହାପାତ୍ର, ପୀତାମ୍ବର ପଧାନ,ଦାଶରଥୀ ମହାନନ୍ଦିଆ,ଦିପକ୍ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ହରିହର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।
    1
    ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ  ତରଫରୁ ଏତଲା ଦିଆଗଲା।
    user_Ajira Samachar
    Ajira Samachar
    Journalist Sonepur, Odisha•
    1 hr ago
  • ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।
    1
    ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    13 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    13 hrs ago
  • Post by OTV SONEPUR
    1
    Post by OTV SONEPUR
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    1
    बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • लड़की को इंप्रेस करने के लिए कराया उसका एक्सिडेंट
    1
    लड़की को इंप्रेस करने के लिए कराया उसका एक्सिडेंट
    user_Badal
    Badal
    Bargarh, Odisha•
    3 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.