Shuru
Apke Nagar Ki App…
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ାମାରି ଗ୍ରାମରେ ମାଁ ବ୍ରହ୍ମଦେବୀ ଜି ମାର୍ଟର ଶୁଭ ଉଦ୍ଘାଟନ କଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଗଞ୍ଜାମ କଂଗ୍ରେସ ସଭାପତି ଗଣେଶ ପାଣିଗ୍ରାହୀ / ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl
ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ାମାରି ଗ୍ରାମରେ ମାଁ ବ୍ରହ୍ମଦେବୀ ଜି ମାର୍ଟର ଶୁଭ ଉଦ୍ଘାଟନ କଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଗଞ୍ଜାମ କଂଗ୍ରେସ ସଭାପତି ଗଣେଶ ପାଣିଗ୍ରାହୀ / ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from ଓଡ଼ିଶା and nearby areas
- ରାଉରକେଲା ପ୍ଲେନ୍ କ୍ରାସ୍ ରେ ମୁହଁ ଖୋଲିଲେ ପାଇଲଟ୍.. ଗୋଟିଏ ନିଷ୍ପତ୍ତିରେ ସମସ୍ତଙ୍କ ଜୀବନ ବଞ୍ଚାଇଦେଲେ ... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ ଏକର ଧାନ ପୋଡ଼ି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ବର୍ଷକର ଖାଦ୍ୟ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ଦାବି।1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- Post by Chocolate boy Kumar2
- Post by Swadhin kumar behera1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଆସିକା କାର୍ଯ୍ୟାଳୟ ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ତଥ୍ୟ ରଖିଲେ ଆସିକା କଂଗ୍ରେସ ସାଂସଦ ପାର୍ଥି ଦେବକାନ୍ତ ଶର୍ମା ଗଣେଶ ପାଣିଗ୍ରାହୀ ରିପୋର୍ଟ1