Shuru
Apke Nagar Ki App…
ତିରୋଧାନ ଦିବସରେ ବିଜୁ ବାବୁଙ୍କୁ ମନେ ପକାଉଛି ଓଡ଼ିଶା,ପ୍ରଣବ ବଳବନ୍ତରାୟ ଦେଲେ ଶ୍ରଦ୍ଧାଞ୍ଜଳି ଗତକାଲି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ ଥିଲା। ଯାହାକି କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ମନେ ପକାଇ ଥିଲେ ରାଜ୍ୟବାସୀ ।ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜାରକା ଠାରେ ବିଜୁ ବାବୁଙ୍କୁ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ,ଯୁବ ଛାତ୍ର,ମହିଳା ଶାଖା ତଥା ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଯୋଗଦାନ ହୋଇଥିଲା।ସେହିଭଳି ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସ୍ଥାନୀୟ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ।
ସୁଧାଂଶୁ ଶେଖର ନାୟକ

More news from Cuttack and nearby areas
- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ୱର ପଞ୍ଚାୟତ ର ଦୀକ୍ଷିତପଡା ଗ୍ରାମରେ ଥିବା କର୍ମବୀର ଗୌରୀଶଙ୍କର ସରକାରୀ ବିଦ୍ୟାଳୟରେ କିଛି ଏଭଳି ଦେଖିବାକୁ ମିଳିଛି ନା ଆସିଛନ୍ତି ପିଲାମାନେ ନା ଆସିଛନ୍ତି ସ୍କୁଲ ଶିକ୍ଷୟତ୍ରୀ ବନ୍ଦ ରହିଛି ସ୍କୁଲ1
- ଆମ ମେଡିକାଲରେ ରୋଗ ଦେଖାଯାଏ, କାହା ପକେଟ୍ ଦେଖା ଯାଏନାହିଁ | ଓଡ଼ିଆ ଫିଲ୍ମ ଆଫା' ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- ଶ୍ରୀମନ୍ଦିର ଭିତରକୁ ଫୋନ୍ ନେଲେ । ମନ ଇଚ୍ଛା ଭିଡ଼ିଓ ରେକର୍ଡ କଲେ ଯୁବତୀ । ଶ୍ରୀ ମନ୍ଦିର ଭିତରର ଭିଡ଼ିଓ ଭାଇରାଲ୍ । ପୋଲିସ୍ ଓ ଲୋକେ ଦେଖି କାବା। ଏତେ କଡ଼ା କଡ଼ି ଯାଞ୍ଚ ଭିତରେ କେମିତି ଭିତରକୁ ଗଲା ଫୋନ୍ ?1
- ଶୀର୍ଷକ: #୪୨ମୌଜା_ମୁଖ୍ୟ_ସେତୁରେ_ବାରମ୍ବାର_ଅନ୍ଧାର #ପ୍ରଶାସନ_କେବେ_ନେବ_ସ୍ଥାୟୀ_ପଦକ୍ଷେପ? କଟକ ସଦର ଅଞ୍ଚଳର ୪୨ମୌଜା ମୁଖ୍ୟ ସେତୁ ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ସଦୃଶ। ଦିନକୁ ହଜାର ହଜାର ଲୋକ ଏହି ସେତୁ ଦ୍ୱାରା ଯାତାୟାତ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ, ପ୍ରତି ସପ୍ତାହରେ ବ୍ରିଜ ଲାଇଟ ଖରାପ ହେବାରୁ ସମଗ୍ର ସେତୁ ଅନ୍ଧାରରେ ଡୁବିଯାଉଛି। ଏହା ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଗଭୀର ଆଶଙ୍କା ସୃଷ୍ଟି କରୁଛି। ଅନେକ ଥର ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଏହି ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ, କେବଳ ତତ୍କାଳିକ ମରାମତି ହେଉଛି, କିନ୍ତୁ ସ୍ଥାୟୀ ସମାଧାନ ମିଳୁନାହିଁ। ଏପରି ଅବସ୍ଥା ଦିନକୁ ଦିନ ଅସହ୍ୟ ହେଉଛି ଓ ଯାତାୟାତ ସମୟରେ ଦୁର୍ଘଟଣା ଆଶଙ୍କା ବଢ଼ି ଚାଲିଛି। ଏହି ପରିସ୍ଥିତିରେ ଆମେ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଜୋରଦାର ଭାବରେ ତାଗିଦ୍ କରୁଛୁ ଯେ— ସେତୁରେ ଉଚ୍ଚ ଗୁଣସ୍ତରର ସ୍ଥାୟୀ ଲାଇଟ ବ୍ୟବସ୍ଥା କରାଯାଉ ନିୟମିତ ମେଣ୍ଟେନାନ୍ସ ପାଇଁ ଦାୟୀ ଅଧିକାରୀ ନିଯୁକ୍ତ ହେଉ ଶୀଘ୍ର ସମୟ ମଧ୍ୟରେ ସମସ୍ୟାର ଦୀର୍ଘମିୟାଦୀ ସମାଧାନ କରାଯାଉ ସେତୁର ଆଲୋକ ବ୍ୟବସ୍ଥା କେବଳ ସୁବିଧା ନୁହେଁ, ଏହା ଲୋକମାନଙ୍କ ସୁରକ୍ଷା ସହ ଜଡିତ ଏକ ମୌଳିକ ଆବଶ୍ୟକତା। ତେଣୁ ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇ ତତ୍କାଳ ଓ ସ୍ଥାୟୀ ପଦକ୍ଷେପ ନେବାକୁ ସମସ୍ତ ୪୨ମୌଜା ବାସୀଙ୍କ ଦାବି।1
- Post by Dipak Kumar Nayak1
- Post by Dhenkanal News1
- ଶ୍ରୀମନ୍ଦିର ଭିତରକୁ ଫୋନ୍ ନେଲେ । ମନ ଇଚ୍ଛା ଭିଡ଼ିଓ ରେକର୍ଡ କଲେ ଯୁବତୀ । ଶ୍ରୀ ମନ୍ଦିର ଭିତରର ଭିଡ଼ିଓ ଭାଇରାଲ୍ । ପୋଲିସ୍ ଓ ଲୋକେ ଦେଖି କାବା। ଏତେ କଡ଼ା କଡ଼ି ଯାଞ୍ଚ ଭିତରେ କେମିତି ଭିତରକୁ ଗଲା ଫୋନ୍ ?1
- Post by Dipak Kumar Nayak1
- Post by AT News1