୫ ଦିନ ପରେମହିଳା ଙ୍କ ଗଳିତ ଶବ ଡାକୁଲୁଗୁଡା ନଦୀରୁ ଉଦ୍ଧାର। ରିପୋର୍ଟର ନରୋତ୍ତମ ପାଢ଼ୀ ମୁନିଗୁଡା/ ୧୧.୧୦.୦୨୫ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାକୁଲୁଗୁଡା ନଦୀରେ ଗତକାଲି ଜଣେ ମହିଳାର ଗଳିତ ଶବ ଦେଖିବାକୁ ମିଳିଥିଲା।ଏହାକୁ ଗ୍ରାମବାସୀ ଦେଖି ମୁନିଗୁଡା ପୋଲିସକୁ ଖବର ଦେଇଥିଲେ।ଖବର ପାଇ ମୁନିଗୁଡା ଥାନା ଆଇଆଇସି ଙ୍କ ନିର୍ଦ୍ଦେଶରେ ଏଏସ ଆଇ ଫକିର ମୋହମଦ ଏହମ୍ମଦ ଙ୍କ ନେତୃତ୍ବରେ ମହିଳା କନେଷ୍ଟବଳ ସୁଵାସୀନୀ ରାଏଙ୍କ ସମେତ ଏକ ପୋଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜଵତ କରିଥିଲେ।ଥାନା କେଶ୍ ନଂ ୧୨/୦୨୫ ପ୍ରକାରେ ମାମଲା ରୁଜୁକରି ଶଵ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାଟି ଘଟିଛି ବିଷମକଟକ ଥାନା ଅନ୍ତର୍ଗତ ଥୁଆପାଡି ପଞ୍ଚାୟତ ଭେଜିପଦର ଗ୍ରାମରେ।ଏହି ଗ୍ରାମର ବିଶ୍ବନାଥ କାଡ୍ରାକାଙ୍କ ସ୍ତ୍ରୀ ତିଲେ କାଡ୍ରାକା (60 ବର୍ଷ) ତା ୫.୧୦.୦୨୫ ରିଖ ଦିନ ସକାଳୁ ଘର ଲୋକଙ୍କ ଅଜାଣତରେ କେଉଁ ଆଡେ ଚାଲିଯାଇଥିଲେ।ତିଲେ ର ଫେରିବା ବିଳମ୍ବ ହେବାରୁ ଘର ଲୋକ ବିଭିନ୍ନ ଆଡେ ଖୋଜା ଖୋଜି କରିବା ସହ ସମ୍ପର୍କୀୟ ମାନଙ୍କୁ ପଚାରି ନିରାଶ ହୋଇ ଶେଷରେ ସେହି ଦିନ ସନ୍ଧ୍ୟାରେ ବିଷମ କଟକ ଥାନାରେ ବିଶ୍ଵନାଥ ସ୍ତ୍ରୀ ର ନିଖୋଜ ରିପୋର୍ଟ ଦେଇଥିଲେ। ସେବେଠାରୁ ସ୍ତ୍ରୀ କୁ ନପାଇ ମନବିସ୍ତାପ ରେ ସ୍ବାମୀ ଓ ପରିବାର ଲୋକ ରହିଥିଲେ । ଗତକାଲି ହଠାତ ମୁନିଗୁଡା ଥାନା ଅନ୍ତର୍ଗତ ଡାକୁଲୁଗୁଡା ନଦୀରେ ମୃତ ତିଲେର ଶବ ଦେଖି ବାକୁ ମିଳିଥିଲା। ପୋଲିସ୍ କେଶ ରୁଜୁ ପରେ ତଦନ୍ତ ଜାରି ରଖିଛି।ଵୃଦ୍ଧା ଜଣଙ୍କ କେଉଁ ପରିସ୍ଥିତିରେ ଘରୁ ଆସିଲା ଏବଂ ପାଞ୍ଚ ଦିନ ପରେ ଅର୍ଥାତ୍ ୧୦.୧୦.୦୨୫ରିଖରେ ବିଷମକଟକ ଥାନା ଅଞ୍ଚଳରୁ ଯାଇ ମୁନିଗୁଡା ଥାନା ଅଞ୍ଚଳରେ ଶବ ମିଳିବା ତାହା ପୋଲିସର ଖୋଳତାଡ ରେ ସତ୍ୟାସତ୍ୟ ପଦାକୁ ଆସିବ
୫ ଦିନ ପରେମହିଳା ଙ୍କ ଗଳିତ ଶବ ଡାକୁଲୁଗୁଡା ନଦୀରୁ ଉଦ୍ଧାର। ରିପୋର୍ଟର ନରୋତ୍ତମ ପାଢ଼ୀ ମୁନିଗୁଡା/ ୧୧.୧୦.୦୨୫ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାକୁଲୁଗୁଡା ନଦୀରେ ଗତକାଲି ଜଣେ ମହିଳାର ଗଳିତ ଶବ ଦେଖିବାକୁ ମିଳିଥିଲା।ଏହାକୁ ଗ୍ରାମବାସୀ ଦେଖି ମୁନିଗୁଡା ପୋଲିସକୁ ଖବର ଦେଇଥିଲେ।ଖବର ପାଇ ମୁନିଗୁଡା ଥାନା ଆଇଆଇସି ଙ୍କ ନିର୍ଦ୍ଦେଶରେ ଏଏସ ଆଇ ଫକିର ମୋହମଦ ଏହମ୍ମଦ ଙ୍କ ନେତୃତ୍ବରେ ମହିଳା କନେଷ୍ଟବଳ
ସୁଵାସୀନୀ ରାଏଙ୍କ ସମେତ ଏକ ପୋଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜଵତ କରିଥିଲେ।ଥାନା କେଶ୍ ନଂ ୧୨/୦୨୫ ପ୍ରକାରେ ମାମଲା ରୁଜୁକରି ଶଵ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାଟି ଘଟିଛି ବିଷମକଟକ ଥାନା ଅନ୍ତର୍ଗତ ଥୁଆପାଡି ପଞ୍ଚାୟତ ଭେଜିପଦର ଗ୍ରାମରେ।ଏହି ଗ୍ରାମର ବିଶ୍ବନାଥ କାଡ୍ରାକାଙ୍କ ସ୍ତ୍ରୀ ତିଲେ କାଡ୍ରାକା (60 ବର୍ଷ) ତା ୫.୧୦.୦୨୫ ରିଖ ଦିନ ସକାଳୁ
ଘର ଲୋକଙ୍କ ଅଜାଣତରେ କେଉଁ ଆଡେ ଚାଲିଯାଇଥିଲେ।ତିଲେ ର ଫେରିବା ବିଳମ୍ବ ହେବାରୁ ଘର ଲୋକ ବିଭିନ୍ନ ଆଡେ ଖୋଜା ଖୋଜି କରିବା ସହ ସମ୍ପର୍କୀୟ ମାନଙ୍କୁ ପଚାରି ନିରାଶ ହୋଇ ଶେଷରେ ସେହି ଦିନ ସନ୍ଧ୍ୟାରେ ବିଷମ କଟକ ଥାନାରେ ବିଶ୍ଵନାଥ ସ୍ତ୍ରୀ ର ନିଖୋଜ ରିପୋର୍ଟ ଦେଇଥିଲେ। ସେବେଠାରୁ ସ୍ତ୍ରୀ କୁ ନପାଇ ମନବିସ୍ତାପ ରେ ସ୍ବାମୀ ଓ ପରିବାର ଲୋକ ରହିଥିଲେ
। ଗତକାଲି ହଠାତ ମୁନିଗୁଡା ଥାନା ଅନ୍ତର୍ଗତ ଡାକୁଲୁଗୁଡା ନଦୀରେ ମୃତ ତିଲେର ଶବ ଦେଖି ବାକୁ ମିଳିଥିଲା। ପୋଲିସ୍ କେଶ ରୁଜୁ ପରେ ତଦନ୍ତ ଜାରି ରଖିଛି।ଵୃଦ୍ଧା ଜଣଙ୍କ କେଉଁ ପରିସ୍ଥିତିରେ ଘରୁ ଆସିଲା ଏବଂ ପାଞ୍ଚ ଦିନ ପରେ ଅର୍ଥାତ୍ ୧୦.୧୦.୦୨୫ରିଖରେ ବିଷମକଟକ ଥାନା ଅଞ୍ଚଳରୁ ଯାଇ ମୁନିଗୁଡା ଥାନା ଅଞ୍ଚଳରେ ଶବ ମିଳିବା ତାହା ପୋଲିସର ଖୋଳତାଡ ରେ ସତ୍ୟାସତ୍ୟ ପଦାକୁ ଆସିବ
- TKTarun KumarRayagada, Odisha🤝on 11 November
- KISS SCHOOL, UNIVERSITY COLLEGE BHUBANESWAR1
- #mass tara chakiri karantu# bohut dukha1
- #bhlpaeduriaa#🌹🇹🇯🇹🇯🇹🇯💋💋💋🇹🇯♥️🇹🇯🌹🇹🇯🌹1
- Post by ଓମ୍ ସାଇ ରାମ୍1
- ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate1
- ଏ ଭିଡ଼ିଓ ଭାଇରଲ ହଉଚି ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- गणित की दुनिया में 0 से अनंत तक की यात्रा कभी समाप्त नहीं होती। हर संख्या के बाद एक और बड़ी संख्या मौजूद होती है। यही कारण है कि गणित में “आख़िरी नंबर” जैसा कोई सिद्धांत नहीं है। संख्या रेखा सकारात्मक और नकारात्मक दोनों दिशाओं में अनंत तक फैली होती है। यह अवधारणा हमें सिखाती है कि संख्याएँ बिना किसी सीमा के बढ़ती और घटती रह सकती हैं। #Infinity #MindBlowingFacts #MathFacts #DidYouKnow #KnowledgeReels #ExploreMore1
- Jay Jagannath 🙏1