Shuru
Apke Nagar Ki App…
ଟ୍ରେନ ଲାଇନ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର... ବରଗଡ଼ ଜିଲ୍ଲା ବରପାଲି ରେଳ ଫାଟକ ନିକଟ ରେଳ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଟ୍ରେନ ଲାଇନ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର... ବରଗଡ଼ ଜିଲ୍ଲା ବରପାଲି ରେଳ ଫାଟକ ନିକଟ ରେଳ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ବରପାଲି ଥାନା ରେମତା ଗାଁର ଅରୁଣ ବାଗ ବୋଲି ଜଣାପଡିଛି। ବରପାଲି ଥାନା ପୋଲିସ ଓ ରେଲୱେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ରେଳ ଲାଇନ କଡରେ କ୍ଷତାକ୍ତ ଅବସ୍ଥାରେ ମୃତ ଦେହ ପଡିଥିବାରୁ କୌଣସି ଟ୍ରେନ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ମୃତ ଅରୁଣ ଙ୍କ ପ୍ୟାଣ୍ଟ ପକେଟ ରୁ ତାଙ୍କ ଘର ମୋବାଇଲ ନମ୍ବର ଲେଖା ହୋଇଥିବା ଏକ କାଗଜ ପାଇ ତାଙ୍କ ପରିବାର କୁ ଯୋଗାଯୋଗ କରିଥିଲେ। ଗତ ରାତିରୁ ଅରୁଣ ଘରୁ କୁଆଡେ ଚାଲି ଯାଇଥିଲେ ବୋଲି ତାଙ୍କ ପରିବାର ଲୋକେ ପୋଲିସ କୁ ସୂଚନା ଦେଇଛନ୍ତି।
BARPALI SAMBAD

More news from ଓଡ଼ିଶା and nearby areas
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- Post by Jay kala _ jay Kalinga1
- ଗର୍ଭବତୀ ବୋହୁକୁ ଶାଶୁଘର ଲୋକ ହତ୍ୟା କରିବା ଘଟଣାରେ କଣ ମନ୍ତବ୍ୟ ରଖିଲେ ମହିଳା ଆଇନଜୀବୀ ଶୁଣନ୍ତୁ1