logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ୨୦୨୬ ପ୍ରଥମ ସ୍ଥାନରେ କଇରାଝୁଲି ବିଦ୍ୟାଳୟର ସୁନା ଝିଅ ସୁବର୍ଣ୍ଣପୁର (୦୭/୦୧/୨୬) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ୨୦୨୫-୨୬ କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱତନ୍ତ୍ର ପରିଚୟ କଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନା ଝିଅ କରିସ୍ମା ବେହେରା। ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କଇରାଝୁଲି ବିଦ୍ୟାଳୟର ସୁନା ଝିଅ କରିସ୍ମା ପୂର୍ବରୁ ଉଲୁଣ୍ଡା ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ସାରିଛନ୍ତି। ବର୍ତ୍ତମାନ କରିସ୍ମା ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଛି। ଏହି ପବିତ୍ର ଅବସରରେ ସୁନା ଝିଅ କରିସ୍ମା କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନ ମାନପତ୍ର ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବିଦ୍ୟାଳୟ ନିରାପତ୍ତା କମିଟି ସଭାପତି ଶ୍ରୀଯୁକ୍ତ ଲେଖରାଜ ସାଗର ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ। କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ବିଦ୍ୟାଳୟ କୋମଳମତି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରି ବ୍ଲକ, ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୁଣିଥରେ ସୁନା ଝିଅ କରିସ୍ମା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା କୋମଳମତି ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଯାହାଫଳରେ ସମସ୍ତେ ଏକତ୍ରିତ ହୋଇ ସୁନା ଝିଅ କରିସ୍ମା ବେହେରାକୁ ଅନେକ ପ୍ରଶଂସା କରିଥିଲେ।

3 days ago
user_Premananda Naik
Premananda Naik
ବୀରମହାରାଜପୁର, ସୋନପୁର, ଓଡ଼ିଶା•
3 days ago
248fd4bf-3813-4905-9105-a5568091be92

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    15 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
  • ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।
    1
    ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ  ତରଫରୁ ଏତଲା ଦିଆଗଲା।
    user_Ajira Samachar
    Ajira Samachar
    Journalist Sonepur, Odisha•
    16 hrs ago
  • ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    1
    ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    9 hrs ago
  • बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    1
    बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
  • लड़की को इंप्रेस करने के लिए कराया उसका एक्सिडेंट
    1
    लड़की को इंप्रेस करने के लिए कराया उसका एक्सिडेंट
    user_Badal
    Badal
    Bargarh, Odisha•
    18 hrs ago
  • ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    1
    ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    user_ODISHA NEWS
    ODISHA NEWS
    Reporter Balangir, Odisha•
    19 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ଏହା ଉପରେ କନକ ବର୍ଦ୍ଧନ ପରେ ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.