Shuru
Apke Nagar Ki App…
Dil Jaan Jigar Tujpe Nisar kiya hai#Kedar Shorts reels
Kedar Naik
Dil Jaan Jigar Tujpe Nisar kiya hai#Kedar Shorts reels
More news from Baleshwar and nearby areas
- ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ।1
- ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଦେବାଳୟ ଓ ଐତିହ୍ୟ ସ୍ଥଳୀରେ ସ୍ୱଛତା କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଧୁପୁରା ପଞ୍ଚାୟତ ଅଧୀନରେ ଥିବା ଖଗଡାପାଳ ସ୍ଥିତ ଶ୍ରଦ୍ଧାକ୍ଷେତ୍ର ପରିସରରେ ବିଡିଓ ରାଧା ରଞ୍ଜନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୋମବାର ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।1
- ବାଲେଶ୍ବର ରେ ଅନୁଷ୍ଠିତ ହେବ ବୈଶାଖୀ ମହୋତ୍ସବ, ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ କର୍ମକର୍ତ୍ତା।1
- ଆଜି ଦିଲ୍ଲୀରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମନମୋହନ ସାମଲ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାର ଲକ୍ଷ ଲକ୍ଷ ଭ୍ରାତା-ଭଗିନୀଙ୍କ ଆଶୀର୍ବାଦ ଓ ବିଜେପି ପରିବାରର ଭରସା ତାଙ୍କୁ ଏହି ଦାୟିତ୍ୱ ପାଇଁ ପ୍ରେରିତ କରିଛି1
- budhia Singh baunsadiha reported kamarda baleswar karihanda chandneswar bhograi bagda dahunda kachuadi mohagana chaka baramail sahu chaka baramail me to get it done by me or call us 9601508830.9998508830.756035 pin. gggggggggggggggggggggggggggggggggggggggggggggggggggggggghhhhhhhhgggggggggggggggggggggggggggbjfgfkuuutteznnnuopngdf n1
- Post by AT News1
- Post by Uttam@97773344221
- ବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ।1
- Post by AT News1