Like SHARE.ବହୁତ ମାତ୍ରାରେ କର ମୋର ଭାଇ ଓ ଭଉଣୀ ଏବଂ. Facebok. ଯେତକ ଭାଇ ଭଉଣୀ ମାନଙ୍କୁ ଅନୁରୋଧ.🙏🙏🙏 ବିଷୟ...କଟକ ମହାନଗର ନିଗମ ୱାର୍ଡ ୫୪ ର ସଫେଇ କର୍ମଚାରୀ ମାନଙ୍କ ସମସ୍ୟା ଗୋଡ଼ିକ ଉପରେ ସମାଧାନ ପାଇଁ, ମହାଶୟା /ମହାଶୟ ଉକ୍ତ.. କଟକ ମହାନଗର ନିଗମ ୱାର୍ଡ ୫୪ ରେ ୨୦ବର୍ଷରୁ ଅଧିକ ସମୟ ଧରି କାମ କରିଆସିଛୁ ଏବଂ ପ୍ରତ୍ୟୁଷ ନାମକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ପ୍ରତ୍ୟୁଷ ନାମକ ଏକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ରେ ଝାଡୁଦାର ଏବଂ ଡ୍ରେନେଜ୍ କିମ୍ଵା ନାଳିକାମ କରୁଥିବା ଏକ ୱାର୍ଡ ରେ ୨୦ବର୍ଷ ଧରି କାମ କରି ଆସିଛୁ ୱାର୍ଡ ର ବିଜେଡି ର କର୍ପୋରେଟର ବିଜେଡି ଶାସନ ଚାଲିଛି ସାର ବିଜେଡି କର୍ପୋରେଟର ୱାର୍ଡ ରେ ରୁଖିବାକୁ ଚାହୁନାହିଁନ୍ତି କାରଣ ବିଜେଡ଼ି ରାଜ ୱାର୍ଡ ରେ ଚାଲିଚି ଏହା ଏକ ଶାସନ, ଏବଂ ଆମେ ମାନେ ନିୟା ଚାହୁଛୁ ସାର /ମାଡାମ ଆମ୍ଭେ ମାନେ ଆପଣଙ୍କୁ ବିନତି ଅନୁରୋଧ କରେ ସାର ମାଡାମ ଏହି ୱାର୍ଡରେ ତଦନ୍ତ ହେଉ ସାର ଆଉ ଇନିକାରା ହେଉ କାରଣ ୱାର୍ଡ କର୍ପୋରେଟରକୁ ଯାଇ କହିଲୁ ସାର ୱାର୍ଡରେ ଆମମାନଙ୍କୁ ରଖିବା ପାଇଁ ୱାର୍ଡର କର୍ପୋରେଟର କହିଲେ ଯେ ତମ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ କହିଛନ୍ତି ଯେ ତମକୁ ୱାର୍ଡରେ ନ ରୁଖିବା ପାଇଁ ଏହି କଥା କେବଳ ୱାର୍ଡର କର୍ପୋରେଟର ଆମକୁ କହିଲେ ତାପରେ ଆମେ ସାର ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ ପାଖକୁ ଗଲୁ ଯାଇକି କହିଲୁ ଯେ ଆମକୁ ୱାର୍ଡର କର୍ପୋରେଟର ପଠେଇଛନ୍ତି ଆପଣଙ୍କ ପାଖକୁ, ୱାର୍ଡର ରଖିବାକୁ ସେ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ କହିଲେ ତମର ୱାର୍ଡର କର୍ପୋରେଟର ମତେ କହିଛନ୍ତି ଯେ ତମ ମାନକୁ ୱାର୍ଡର ନ ରଖିବାକୁ ମନା କରିଛନ୍ତି, ତମ କର୍ପୋରେଟର. ସାର ଆମେ ୨୦ବର୍ଷ ହେଲା ଏହି ୱାର୍ଡରେ କାମ କରିଆସିଛ ଆଜି ଯାଏ କପ୍ରେଲନ୍ ଆସିନାହିଁ ସାର ଠିକ୍ ଠାକ କାମ ଚାଲିଥିଲା ଆମକୁ କମ୍ ଦରମା ଦେଲେ ବୋଲି ଆମେ ପାଟି ଖୋଲିଲୁ ବୋଲି ଆମକୁ ଚାକିରିରୀ ବାହାର କରିଦେଲେ ୧୪/୦୨/୨୦୨୨ ରେ ଆମମାନକୁ ଛଟେଇ କରାଗଲା ତାପରେ ଆସିକି ଆମେମାନେ କହିବାରୁ ସେ ମାନେ ନିଜନିଜ ଆଡକୁ ଦୁଷ ଦେଲେ ଆଉ କହିଲେ ଦେଖିବା ଦେଖିବା କହି ଆଉ ଶୁଣିଲେ ନାହିଁ ତାପରେ ଆମେ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ ଯାଇକି କହିବାରୁ ସେ କିଛି ଝାଡୁ ଦାର ଓ ସଫେଇ କର୍ମଚାରୀ ମାନଙ୍କୁ ଅଲଗା ୱାର୍ଡର ରଖାଗଲା ଆଉ କିଛି ବାକିରହିଗଲେ ଏବଂ ୱାର୍ଡର କର୍ପୋରେଟର ଏବଂ ନୂଆ ପିଲା ମାନଙ୍କୁ ରଖାଗଲା ଗୋଟେ ପିଲା ପିଛା ୫୦୦୦/ ଲେଖା ଲାଚ ନେଇଛନ୍ତି ସେମାନେ କାମରେ ୱାର୍ଡର କର୍ପୋରେଟର ଏବଂ ୱାର୍ଡର ଜମାଦାର ମାନେ ସାମିଲି ଅଛନ୍ତି, ଏପଯନ୍ତ୍ୟ କିଛି ପୁରୁଣା ପିଲାମାନେ କାମ ପାଇଁ ନାହାନ୍ତି ସାର ଆପଣଙ୍କୁ ବିନତି ଓ ଅନୁରୋଧ କରେ ସାର ଏହାର ସମାଧାନ କରାଯାଉ, ତରନ୍ତ ଏହାର କାର୍ଯ୍ୟ ଅନୁଷ୍ଟାନ୍ କରାଯାଉ, ସାର [ଇତି] [ଆପଣଙ୍କ ବିଶ୍ୱତ] (1) ଅଜୟ ନାଏକ (2) ପ୍ରଭାତ କୁମାର ନାଏକ (3) ବିଜୟ ନାଏକ (4) ସୁକାନ୍ତ ନାଏକ (5) ସୁଷମା ନାଏକ (6) ଶଶି ନାଏକ (7) ସେବନ୍ତି ନାଏକ (8) ସୁକାନ୍ତ. ନାଏକ (9) ଚନ୍ଦନ ନାଏକ (10) ବିକ୍ରମ ନାଏକ (11) ପ୍ରଶାନ୍ତ ନାଏକ (12) ପଶାନ୍ତ ନାଏକ
Like SHARE.ବହୁତ ମାତ୍ରାରେ କର ମୋର ଭାଇ ଓ ଭଉଣୀ ଏବଂ. Facebok. ଯେତକ ଭାଇ ଭଉଣୀ ମାନଙ୍କୁ ଅନୁରୋଧ.🙏🙏🙏 ବିଷୟ...କଟକ ମହାନଗର ନିଗମ ୱାର୍ଡ ୫୪ ର ସଫେଇ କର୍ମଚାରୀ ମାନଙ୍କ ସମସ୍ୟା ଗୋଡ଼ିକ ଉପରେ ସମାଧାନ ପାଇଁ, ମହାଶୟା /ମହାଶୟ ଉକ୍ତ.. କଟକ ମହାନଗର ନିଗମ ୱାର୍ଡ ୫୪ ରେ ୨୦ବର୍ଷରୁ ଅଧିକ ସମୟ ଧରି କାମ କରିଆସିଛୁ ଏବଂ ପ୍ରତ୍ୟୁଷ ନାମକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ପ୍ରତ୍ୟୁଷ ନାମକ ଏକ ଘରୋଇ ଚୁକ୍ତିଭିତ୍ତିକ ସଂସ୍ଥା ରେ ଝାଡୁଦାର ଏବଂ ଡ୍ରେନେଜ୍ କିମ୍ଵା ନାଳିକାମ କରୁଥିବା ଏକ ୱାର୍ଡ ରେ ୨୦ବର୍ଷ ଧରି କାମ କରି ଆସିଛୁ ୱାର୍ଡ ର ବିଜେଡି ର କର୍ପୋରେଟର ବିଜେଡି ଶାସନ ଚାଲିଛି ସାର ବିଜେଡି କର୍ପୋରେଟର ୱାର୍ଡ ରେ ରୁଖିବାକୁ ଚାହୁନାହିଁନ୍ତି କାରଣ ବିଜେଡ଼ି ରାଜ ୱାର୍ଡ ରେ ଚାଲିଚି ଏହା ଏକ ଶାସନ, ଏବଂ ଆମେ ମାନେ ନିୟା ଚାହୁଛୁ ସାର /ମାଡାମ ଆମ୍ଭେ ମାନେ ଆପଣଙ୍କୁ ବିନତି ଅନୁରୋଧ କରେ ସାର ମାଡାମ ଏହି ୱାର୍ଡରେ ତଦନ୍ତ ହେଉ ସାର ଆଉ ଇନିକାରା ହେଉ କାରଣ ୱାର୍ଡ କର୍ପୋରେଟରକୁ ଯାଇ କହିଲୁ ସାର ୱାର୍ଡରେ ଆମମାନଙ୍କୁ ରଖିବା ପାଇଁ ୱାର୍ଡର କର୍ପୋରେଟର କହିଲେ ଯେ ତମ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ କହିଛନ୍ତି ଯେ ତମକୁ ୱାର୍ଡରେ ନ ରୁଖିବା ପାଇଁ ଏହି କଥା କେବଳ ୱାର୍ଡର କର୍ପୋରେଟର ଆମକୁ କହିଲେ ତାପରେ ଆମେ ସାର ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ ପାଖକୁ ଗଲୁ ଯାଇକି କହିଲୁ ଯେ ଆମକୁ ୱାର୍ଡର କର୍ପୋରେଟର ପଠେଇଛନ୍ତି ଆପଣଙ୍କ ପାଖକୁ, ୱାର୍ଡର ରଖିବାକୁ ସେ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ
ବଳରାମ ସାହୁ କହିଲେ ତମର ୱାର୍ଡର କର୍ପୋରେଟର ମତେ କହିଛନ୍ତି ଯେ ତମ ମାନକୁ ୱାର୍ଡର ନ ରଖିବାକୁ ମନା କରିଛନ୍ତି, ତମ କର୍ପୋରେଟର. ସାର ଆମେ ୨୦ବର୍ଷ ହେଲା ଏହି ୱାର୍ଡରେ କାମ କରିଆସିଛ ଆଜି ଯାଏ କପ୍ରେଲନ୍ ଆସିନାହିଁ ସାର ଠିକ୍ ଠାକ କାମ ଚାଲିଥିଲା ଆମକୁ କମ୍ ଦରମା ଦେଲେ ବୋଲି ଆମେ ପାଟି ଖୋଲିଲୁ ବୋଲି ଆମକୁ ଚାକିରିରୀ ବାହାର କରିଦେଲେ ୧୪/୦୨/୨୦୨୨ ରେ ଆମମାନକୁ ଛଟେଇ କରାଗଲା ତାପରେ ଆସିକି ଆମେମାନେ କହିବାରୁ ସେ ମାନେ ନିଜନିଜ ଆଡକୁ ଦୁଷ ଦେଲେ ଆଉ କହିଲେ ଦେଖିବା ଦେଖିବା କହି ଆଉ ଶୁଣିଲେ ନାହିଁ ତାପରେ ଆମେ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥାର ମାଲିକ ବଳରାମ ସାହୁ ଯାଇକି କହିବାରୁ ସେ କିଛି ଝାଡୁ ଦାର ଓ ସଫେଇ କର୍ମଚାରୀ ମାନଙ୍କୁ ଅଲଗା ୱାର୍ଡର ରଖାଗଲା ଆଉ କିଛି ବାକିରହିଗଲେ ଏବଂ ୱାର୍ଡର କର୍ପୋରେଟର ଏବଂ ନୂଆ ପିଲା ମାନଙ୍କୁ ରଖାଗଲା ଗୋଟେ ପିଲା ପିଛା ୫୦୦୦/ ଲେଖା ଲାଚ ନେଇଛନ୍ତି ସେମାନେ କାମରେ ୱାର୍ଡର କର୍ପୋରେଟର ଏବଂ ୱାର୍ଡର ଜମାଦାର ମାନେ ସାମିଲି ଅଛନ୍ତି, ଏପଯନ୍ତ୍ୟ କିଛି ପୁରୁଣା ପିଲାମାନେ କାମ ପାଇଁ ନାହାନ୍ତି ସାର ଆପଣଙ୍କୁ ବିନତି ଓ ଅନୁରୋଧ କରେ ସାର ଏହାର ସମାଧାନ କରାଯାଉ, ତରନ୍ତ ଏହାର କାର୍ଯ୍ୟ ଅନୁଷ୍ଟାନ୍ କରାଯାଉ, ସାର [ଇତି] [ଆପଣଙ୍କ ବିଶ୍ୱତ] (1) ଅଜୟ ନାଏକ (2) ପ୍ରଭାତ କୁମାର ନାଏକ (3) ବିଜୟ ନାଏକ (4) ସୁକାନ୍ତ ନାଏକ (5) ସୁଷମା ନାଏକ (6) ଶଶି ନାଏକ (7) ସେବନ୍ତି ନାଏକ (8) ସୁକାନ୍ତ. ନାଏକ (9) ଚନ୍ଦନ ନାଏକ (10) ବିକ୍ରମ ନାଏକ (11) ପ୍ରଶାନ୍ତ ନାଏକ (12) ପଶାନ୍ତ ନାଏକ
- ଆଜି ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ମୁଖ୍ୟ ଦୁଇ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ1
- MGNREGA ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଉପିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମୁଖରେ ଧର୍ଣ୍ଣ ଓ ବିକ୍ଷୋଭ ପ୍ରଦର୍ଶନ,1
- ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୯୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଅଭିଯୋଗ ପତ୍ର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ସପ୍ତାହ ୧୯-୨୫ ଡିସେମ୍ବର ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ସୁଶାସନ ସମ୍ପର୍କୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସୁଶାସନ କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ଉପରେ ଆଲୋଚନା କରାଯାଇଥିଲା।1
- #ଜୟ ଜଗ ନାଥ1
- Mid_Night_Mashup_26_Organize_By_Mehfiil_Restaurant_Full_Details_video_Food_Fun_Masti1
- Post by Sandeep Barla1
- Post by MOR KHABAR4
- kantananji କଣ୍ଟାବାଞ୍ଜି ୭ ତମ ଲୋକ ମହୋତ୍ସବ1
- Post by ଓମ୍ ସାଇ ରାମ୍1