Shuru
Apke Nagar Ki App…
ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କୁ କୋର୍ଟରେ ହାଜର କରାଯାଇଛି ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କୁ ଅସମାନୁପାତିକ ସମ୍ପତ୍ତି ରଖିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ଜୟପୁର ସ୍ଥିତ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ରବିନ୍ଦ୍ର କୁମାର ପଣ୍ଡା ( ଜୟପୁର ଭିଜିଲାନ୍ସ ଏସପି ) ଅଙ୍କ ସମ୍ପୂର୍ଣ୍ଣ ପ୍ରତିକ୍ରିୟା
The Malkangiri news
ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କୁ କୋର୍ଟରେ ହାଜର କରାଯାଇଛି ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ସରକାରଙ୍କୁ ଅସମାନୁପାତିକ ସମ୍ପତ୍ତି ରଖିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ଜୟପୁର ସ୍ଥିତ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ରବିନ୍ଦ୍ର କୁମାର ପଣ୍ଡା ( ଜୟପୁର ଭିଜିଲାନ୍ସ ଏସପି ) ଅଙ୍କ ସମ୍ପୂର୍ଣ୍ଣ ପ୍ରତିକ୍ରିୟା
More news from Odisha and nearby areas
- Post by ମକୁନ୍ଦ ନାଏକ4
- Post by AK14TV1
- ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।1
- ନଗ ବାଚ ଉଲବା1
- Post by KOSAL TIMES1
- ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।2
- ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର । ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦେଇ ଡାକ୍ତର ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଅନେକ ରୋଗୀ ହେଉଛନ୍ତି ହନ୍ତସନ୍ତ । ହଁ ଆଜ୍ଞା ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ୧୦ଟା ରୁ ୧୧ଟା ଯାଏଁ ବହୀରବିହାଗ ରେ ଡାକ୍ତର ସେବା ବନ୍ଦ ପାଇଁ ଓମ୍ସା ପକ୍ଷରୁ ଏହି ଡାକରା ଦିଆଯାଇଛି। ଏହି ଡାକରା ରେ ମାଲକାନଗିରି ଜିଲ୍ଲା ର ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ମାନେ ବିକ୍ଷୋଭ କରିଛନ୍ତି। ତେବେ ଡାକ୍ତର ମାନଙ୍କ ଦାବି ମଧ୍ୟରେ ରହିଛି, କେ.ବି.କେ ଏକ୍ସଜିଟ ପଲିସି, ସେଣ୍ଟ୍ରାଲ ଡିଏ ସିପି ଅର୍ଥାତ କେନ୍ଦ୍ରୀୟ ନିୟମ ଅନୁଯାୟୀ ଚାକିରୀ କାଳୀନ ସୁବିଧା, ଡାକ୍ତର ଏବଂ ତାଙ୍କ ପରିବାର କୁ ସ୍ୱାସ୍ଥ୍ୟ ବୀମା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, କ୍ୟାଡର ରି ଷ୍ଟ୍ରକ୍ଚର ଭଳି ମୋଟ ଅଠର ଟି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି। ମାଲକାନଗିରି ଓମ୍ସା ସଭାପତି ସଚିକାନ୍ତ ଲେଙ୍କା ଙ୍କ ସହ ଅନ୍ୟ ଡାକ୍ତର ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଛନ୍ତି।1
- Post by AK14TV1
- ବେଳପଡା ବ୍ଲକ ପର୍ଳିମାଲ ଗାଁ ରେ ଥିବା କାନାରା ବ୍ୟାଙ୍କ ଚୋରି ଘଟଣା କୁ ନେଇ ଗ୍ରାମ ବାସୀ ଅସନ୍ତୋଷ।1