ଅଦ୍ୟ ତା ୦୨/୦୮/୨୦୨୬ ରବିବାର ଦିନ ଦିବା ୯ ଘଣ୍ଟା ସମୟରେ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ , ତରଫରୁ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଗଣନାଥ ଧରୁଆ ଙ୍କ ସଭାପତିତ୍ବରେ।ସ୍ବର୍ଗତ ମୁରଲୀଧର ମଲ୍ଲିକ ପୂର୍ବତନ ଷଡବଂଶୀ ଗଣ୍ଡ ସମାଜ ଜିଲ୍ଲା ସଭାପତି।ଗତ ତା ୨୮/୦୭/୨୦୨୬ ମଙ୍ଗଳବାର ଦିନ ଇହଧାମ ତ୍ୟାଗ କରି ସ୍ଵର୍ଗାରୋହଣ କରିଥିବା ରୁ । ସ୍ବର୍ଗତ ଆତ୍ମାର ସତଗତି ନିମନ୍ତେ। ହର୍ଡ଼ାଟାଲ ଗଣ୍ଡ ଭବନ ରେ ଜିଲ୍ଲା ତରଫରୁ।ଏକ ଶୋକ ସଭା କରା ଯାଇଥିଲା ମୂଖ୍ୟ ଅତିଥି ଭାବେ ହର୍ଡ଼ାଟାଲ ଗଉଁତିଆ ଶ୍ରୀ ଯୁକ୍ତ ଗୋପିନାଥ ଭୋଇ, ଶ୍ରୀ ଯୁକ୍ତ ଭୁରିଶ୍ରବା ପ୍ରଧାନ, ଏବଂ ଗଣ୍ଡ ସମାଜ ର କର୍ମ କର୍ତ୍ତା ଯୋଗ ଦେଇ , ସ୍ବର୍ଗତ ମୂରଲୀଧର ମଲ୍ଲିକ ଙ୍କ ସ୍କୃତି ଚାରଣ କରିଥିଲେ,ଓ ଶୋକ ସନ୍ତପ ପରିବାର ସଦସ୍ୟ ମାନଙ୍କୁ ପ୍ରଭୁ ବଡଦେଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।ଏହି ଶୋକ ସଭା ରେ କର୍ମ କର୍ତ୍ତା ଙ୍କ ମଧ୍ୟରେ, ଶ୍ରୀ ଯୁକ୍ତ ନିରଞ୍ଜନ ଧରୁଆ, ଶ୍ରୀ ଯୁକ୍ତ ହରିବନ୍ଧୁ ଧରୁଆ, ଶ୍ରୀ ଯୁକ୍ତ ଅନାଦି ମରପାଚି, ଶ୍ରୀ ଯୁକ୍ତ ଯୁକସା ଭୋଇ, ଶ୍ରୀ ଯୁକ୍ତ ରାଘବ ଧରୁଆ, ଶ୍ରୀ ଯୁକ୍ତ ପଞ୍ଚା କଅଁର, ଶ୍ରୀ ଯୁକ୍ତ ରମାକାନ୍ତ ପୁଟା, ଶ୍ରୀ ଯୁକ୍ତ ବୈକୁଣ୍ଠ ଧରୁଆ, ଶ୍ରୀ ଯୁକ୍ତ କିଶେଶ୍ବର ଭୋଇ, ଶ୍ରୀ ଯୁକ୍ତ ଦୃର୍ଯ୍ୟଧନ ଧରୁଆ, ଶ୍ରୀ ଯୁକ୍ତ ରାଜକୁମାର ଭୋଇ, ଶ୍ରୀ ଯୁକ୍ତ ଭୁବନେଶ୍ବର କଅଁର, ଶ୍ରୀ ଯୁକ୍ତ ଚୈତନ୍ୟ ଛତ୍ରିଆ, ଶ୍ରୀ ଯୁକ୍ତ ମହାଦେବ ବଡକା, ଶ୍ରୀ ଯୁକ୍ତ ମଗନ ବଡକା, ଶ୍ରୀ ଯୁକ୍ତ ବିରେନ୍ କୁମୁରା, ଶ୍ରୀ ଯୁକ୍ତ କେଶବ ମଲ୍ଲିକ, ଶ୍ରୀ ଯୁକ୍ତ ଗୁପ୍ତେଶ୍ୱର ଧରୁଆ, ଶ୍ରୀ ଯୁକ୍ତ ଲିଙ୍ଗରାଜ ମରାହି, ଶ୍ରୀ ଯୁକ୍ତ ହିରାଧର ଧରୁଅ, ଶ୍ରୀ ଯୁକ୍ତ ଖଗେଶ୍ବର ପୁଟା, ଶ୍ରୀ ଯୁକ୍ତ ସତ୍ୟନାରାୟଣ କୁମୁରା , ଶ୍ରୀ ଯୁକ୍ତ ଦୁଆରୁ ମଲ୍ଲିକ, ସମେତ ଯୋଗଦାନ କରିଥିଲେ। ଅଦ୍ୟ ତା ୦୨/୦୮/୨୦୨୬ ରବିବାର ଦିନ ଦିବା ୯ ଘଣ୍ଟା ସମୟରେ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ , ତରଫରୁ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଗଣନାଥ ଧରୁଆ ଙ୍କ ସଭାପତିତ୍ବରେ।ସ୍ବର୍ଗତ ମୁରଲୀଧର ମଲ୍ଲିକ ପୂର୍ବତନ ଷଡବଂଶୀ ଗଣ୍ଡ ସମାଜ ଜିଲ୍ଲା ସଭାପତି।ଗତ ତା ୨୮/୦୭/୨୦୨୬ ମଙ୍ଗଳବାର ଦିନ ଇହଧାମ ତ୍ୟାଗ କରି ସ୍ଵର୍ଗାରୋହଣ କରିଥିବା ରୁ । ସ୍ବର୍ଗତ ଆତ୍ମାର ସତଗତି ନିମନ୍ତେ। ହର୍ଡ଼ାଟାଲ ଗଣ୍ଡ ଭବନ ରେ ଜିଲ୍ଲା ତରଫରୁ।ଏକ ଶୋକ ସଭା କରା ଯାଇଥିଲା ମୂଖ୍ୟ ଅତିଥି ଭାବେ ହର୍ଡ଼ାଟାଲ ଗଉଁତିଆ ଶ୍ରୀ ଯୁକ୍ତ ଗୋପିନାଥ ଭୋଇ, ଶ୍ରୀ ଯୁକ୍ତ ଭୁରିଶ୍ରବା ପ୍ରଧାନ, ଏବଂ ଗଣ୍ଡ ସମାଜ ର କର୍ମ କର୍ତ୍ତା ଯୋଗ ଦେଇ , ସ୍ବର୍ଗତ ମୂରଲୀଧର ମଲ୍ଲିକ ଙ୍କ ସ୍କୃତି ଚାରଣ କରିଥିଲେ,ଓ ଶୋକ ସନ୍ତପ ପରିବାର ସଦସ୍ୟ ମାନଙ୍କୁ ପ୍ରଭୁ ବଡଦେଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।ଏହି ଶୋକ ସଭା ରେ କର୍ମ କର୍ତ୍ତା ଙ୍କ ମଧ୍ୟରେ, ଶ୍ରୀ ଯୁକ୍ତ ନିରଞ୍ଜନ ଧରୁଆ, ଶ୍ରୀ ଯୁକ୍ତ ହରିବନ୍ଧୁ ଧରୁଆ, ଶ୍ରୀ ଯୁକ୍ତ ଅନାଦି ମରପାଚି, ଶ୍ରୀ ଯୁକ୍ତ ଯୁକସା ଭୋଇ, ଶ୍ରୀ ଯୁକ୍ତ ରାଘବ ଧରୁଆ, ଶ୍ରୀ ଯୁକ୍ତ ପଞ୍ଚା କଅଁର, ଶ୍ରୀ ଯୁକ୍ତ ରମାକାନ୍ତ ପୁଟା, ଶ୍ରୀ ଯୁକ୍ତ ବୈକୁଣ୍ଠ ଧରୁଆ, ଶ୍ରୀ ଯୁକ୍ତ କିଶେଶ୍ବର ଭୋଇ, ଶ୍ରୀ ଯୁକ୍ତ ଦୃର୍ଯ୍ୟଧନ ଧରୁଆ, ଶ୍ରୀ ଯୁକ୍ତ ରାଜକୁମାର ଭୋଇ, ଶ୍ରୀ ଯୁକ୍ତ ଭୁବନେଶ୍ବର କଅଁର, ଶ୍ରୀ ଯୁକ୍ତ ଚୈତନ୍ୟ ଛତ୍ରିଆ, ଶ୍ରୀ ଯୁକ୍ତ ମହାଦେବ ବଡକା, ଶ୍ରୀ ଯୁକ୍ତ ମଗନ ବଡକା, ଶ୍ରୀ ଯୁକ୍ତ ବିରେନ୍ କୁମୁରା, ଶ୍ରୀ ଯୁକ୍ତ କେଶବ ମଲ୍ଲିକ, ଶ୍ରୀ ଯୁକ୍ତ ଗୁପ୍ତେଶ୍ୱର ଧରୁଆ, ଶ୍ରୀ ଯୁକ୍ତ ଲିଙ୍ଗରାଜ ମରାହି, ଶ୍ରୀ ଯୁକ୍ତ ହିରାଧର ଧରୁଅ, ଶ୍ରୀ ଯୁକ୍ତ ଖଗେଶ୍ବର ପୁଟା, ଶ୍ରୀ ଯୁକ୍ତ ସତ୍ୟନାରାୟଣ କୁମୁରା , ଶ୍ରୀ ଯୁକ୍ତ ଦୁଆରୁ ମଲ୍ଲିକ, ସମେତ ଯୋଗଦାନ କରିଥିଲେ।
ଅଦ୍ୟ ତା ୦୨/୦୮/୨୦୨୬ ରବିବାର ଦିନ ଦିବା ୯ ଘଣ୍ଟା ସମୟରେ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ , ତରଫରୁ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଗଣନାଥ ଧରୁଆ ଙ୍କ ସଭାପତିତ୍ବରେ।ସ୍ବର୍ଗତ ମୁରଲୀଧର ମଲ୍ଲିକ ପୂର୍ବତନ ଷଡବଂଶୀ ଗଣ୍ଡ ସମାଜ ଜିଲ୍ଲା ସଭାପତି।ଗତ ତା ୨୮/୦୭/୨୦୨୬ ମଙ୍ଗଳବାର ଦିନ ଇହଧାମ ତ୍ୟାଗ କରି ସ୍ଵର୍ଗାରୋହଣ କରିଥିବା ରୁ । ସ୍ବର୍ଗତ ଆତ୍ମାର ସତଗତି ନିମନ୍ତେ। ହର୍ଡ଼ାଟାଲ ଗଣ୍ଡ ଭବନ ରେ ଜିଲ୍ଲା ତରଫରୁ।ଏକ ଶୋକ ସଭା କରା ଯାଇଥିଲା ମୂଖ୍ୟ ଅତିଥି ଭାବେ ହର୍ଡ଼ାଟାଲ ଗଉଁତିଆ ଶ୍ରୀ ଯୁକ୍ତ ଗୋପିନାଥ ଭୋଇ, ଶ୍ରୀ ଯୁକ୍ତ ଭୁରିଶ୍ରବା ପ୍ରଧାନ, ଏବଂ ଗଣ୍ଡ ସମାଜ ର କର୍ମ କର୍ତ୍ତା ଯୋଗ ଦେଇ , ସ୍ବର୍ଗତ ମୂରଲୀଧର ମଲ୍ଲିକ ଙ୍କ ସ୍କୃତି ଚାରଣ କରିଥିଲେ,ଓ ଶୋକ ସନ୍ତପ ପରିବାର ସଦସ୍ୟ ମାନଙ୍କୁ ପ୍ରଭୁ ବଡଦେଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।ଏହି ଶୋକ ସଭା ରେ କର୍ମ କର୍ତ୍ତା ଙ୍କ ମଧ୍ୟରେ, ଶ୍ରୀ ଯୁକ୍ତ ନିରଞ୍ଜନ ଧରୁଆ, ଶ୍ରୀ ଯୁକ୍ତ ହରିବନ୍ଧୁ ଧରୁଆ, ଶ୍ରୀ ଯୁକ୍ତ ଅନାଦି ମରପାଚି, ଶ୍ରୀ ଯୁକ୍ତ ଯୁକସା ଭୋଇ, ଶ୍ରୀ ଯୁକ୍ତ ରାଘବ ଧରୁଆ, ଶ୍ରୀ ଯୁକ୍ତ ପଞ୍ଚା କଅଁର, ଶ୍ରୀ ଯୁକ୍ତ ରମାକାନ୍ତ ପୁଟା, ଶ୍ରୀ ଯୁକ୍ତ ବୈକୁଣ୍ଠ ଧରୁଆ, ଶ୍ରୀ ଯୁକ୍ତ କିଶେଶ୍ବର ଭୋଇ, ଶ୍ରୀ ଯୁକ୍ତ ଦୃର୍ଯ୍ୟଧନ ଧରୁଆ, ଶ୍ରୀ ଯୁକ୍ତ ରାଜକୁମାର ଭୋଇ, ଶ୍ରୀ ଯୁକ୍ତ ଭୁବନେଶ୍ବର କଅଁର, ଶ୍ରୀ ଯୁକ୍ତ ଚୈତନ୍ୟ ଛତ୍ରିଆ, ଶ୍ରୀ ଯୁକ୍ତ ମହାଦେବ ବଡକା, ଶ୍ରୀ ଯୁକ୍ତ ମଗନ ବଡକା, ଶ୍ରୀ ଯୁକ୍ତ ବିରେନ୍ କୁମୁରା, ଶ୍ରୀ ଯୁକ୍ତ କେଶବ ମଲ୍ଲିକ, ଶ୍ରୀ ଯୁକ୍ତ ଗୁପ୍ତେଶ୍ୱର ଧରୁଆ, ଶ୍ରୀ ଯୁକ୍ତ ଲିଙ୍ଗରାଜ ମରାହି, ଶ୍ରୀ ଯୁକ୍ତ ହିରାଧର ଧରୁଅ, ଶ୍ରୀ ଯୁକ୍ତ ଖଗେଶ୍ବର ପୁଟା, ଶ୍ରୀ ଯୁକ୍ତ ସତ୍ୟନାରାୟଣ କୁମୁରା , ଶ୍ରୀ ଯୁକ୍ତ ଦୁଆରୁ ମଲ୍ଲିକ, ସମେତ ଯୋଗଦାନ କରିଥିଲେ। ଅଦ୍ୟ
ତା ୦୨/୦୮/୨୦୨୬ ରବିବାର ଦିନ ଦିବା ୯ ଘଣ୍ଟା ସମୟରେ ଷଡବଂଶୀୟ ୪୫୦୦ ଘର ଗଣ୍ଡ ସମାଜ , ତରଫରୁ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଗଣନାଥ ଧରୁଆ ଙ୍କ ସଭାପତିତ୍ବରେ।ସ୍ବର୍ଗତ ମୁରଲୀଧର ମଲ୍ଲିକ ପୂର୍ବତନ ଷଡବଂଶୀ ଗଣ୍ଡ ସମାଜ ଜିଲ୍ଲା ସଭାପତି।ଗତ ତା ୨୮/୦୭/୨୦୨୬ ମଙ୍ଗଳବାର ଦିନ ଇହଧାମ ତ୍ୟାଗ କରି ସ୍ଵର୍ଗାରୋହଣ କରିଥିବା ରୁ । ସ୍ବର୍ଗତ ଆତ୍ମାର ସତଗତି ନିମନ୍ତେ। ହର୍ଡ଼ାଟାଲ ଗଣ୍ଡ ଭବନ ରେ ଜିଲ୍ଲା ତରଫରୁ।ଏକ ଶୋକ ସଭା କରା ଯାଇଥିଲା ମୂଖ୍ୟ ଅତିଥି ଭାବେ ହର୍ଡ଼ାଟାଲ ଗଉଁତିଆ ଶ୍ରୀ ଯୁକ୍ତ ଗୋପିନାଥ ଭୋଇ, ଶ୍ରୀ ଯୁକ୍ତ ଭୁରିଶ୍ରବା ପ୍ରଧାନ, ଏବଂ ଗଣ୍ଡ ସମାଜ ର କର୍ମ କର୍ତ୍ତା ଯୋଗ ଦେଇ , ସ୍ବର୍ଗତ ମୂରଲୀଧର ମଲ୍ଲିକ ଙ୍କ ସ୍କୃତି ଚାରଣ କରିଥିଲେ,ଓ ଶୋକ ସନ୍ତପ ପରିବାର ସଦସ୍ୟ ମାନଙ୍କୁ ପ୍ରଭୁ ବଡଦେଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।ଏହି ଶୋକ ସଭା ରେ କର୍ମ କର୍ତ୍ତା ଙ୍କ ମଧ୍ୟରେ, ଶ୍ରୀ ଯୁକ୍ତ ନିରଞ୍ଜନ ଧରୁଆ, ଶ୍ରୀ ଯୁକ୍ତ ହରିବନ୍ଧୁ ଧରୁଆ, ଶ୍ରୀ ଯୁକ୍ତ ଅନାଦି ମରପାଚି, ଶ୍ରୀ ଯୁକ୍ତ ଯୁକସା ଭୋଇ, ଶ୍ରୀ ଯୁକ୍ତ ରାଘବ ଧରୁଆ, ଶ୍ରୀ ଯୁକ୍ତ ପଞ୍ଚା କଅଁର, ଶ୍ରୀ ଯୁକ୍ତ ରମାକାନ୍ତ ପୁଟା, ଶ୍ରୀ ଯୁକ୍ତ ବୈକୁଣ୍ଠ ଧରୁଆ, ଶ୍ରୀ ଯୁକ୍ତ କିଶେଶ୍ବର ଭୋଇ, ଶ୍ରୀ ଯୁକ୍ତ ଦୃର୍ଯ୍ୟଧନ ଧରୁଆ, ଶ୍ରୀ ଯୁକ୍ତ ରାଜକୁମାର ଭୋଇ, ଶ୍ରୀ ଯୁକ୍ତ ଭୁବନେଶ୍ବର କଅଁର, ଶ୍ରୀ ଯୁକ୍ତ ଚୈତନ୍ୟ ଛତ୍ରିଆ, ଶ୍ରୀ ଯୁକ୍ତ ମହାଦେବ ବଡକା, ଶ୍ରୀ ଯୁକ୍ତ ମଗନ ବଡକା, ଶ୍ରୀ ଯୁକ୍ତ ବିରେନ୍ କୁମୁରା, ଶ୍ରୀ ଯୁକ୍ତ କେଶବ ମଲ୍ଲିକ, ଶ୍ରୀ ଯୁକ୍ତ ଗୁପ୍ତେଶ୍ୱର ଧରୁଆ, ଶ୍ରୀ ଯୁକ୍ତ ଲିଙ୍ଗରାଜ ମରାହି, ଶ୍ରୀ ଯୁକ୍ତ ହିରାଧର ଧରୁଅ, ଶ୍ରୀ ଯୁକ୍ତ ଖଗେଶ୍ବର ପୁଟା, ଶ୍ରୀ ଯୁକ୍ତ ସତ୍ୟନାରାୟଣ କୁମୁରା , ଶ୍ରୀ ଯୁକ୍ତ ଦୁଆରୁ ମଲ୍ଲିକ, ସମେତ ଯୋଗଦାନ କରିଥିଲେ।
- ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି । (ରିପୋର୍ଟ, ବିଭୁ ପ୍ରସାଦ ଶତପତି) ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାକୁ ନାରାଜ।ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ପୂର୍ବେ ବିବାହ ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଏଚ ଆଇବି ରେ ଆକ୍ରାନ୍ତ ଜାଣି ବିବାହ ପାଇଁ ଏବେ ରାଜି ନ ଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।1
- ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ। ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ।1
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- କାନ୍ଥ ପଡ଼ି ବୁଧାଗୁରୁତ୍ତର, ଉଧାର କଳା ଅଗ୍ନିଷ। ବାହୀନି l ଏଭଳି ଏକ ଘଟଣା ଘଟୁଛି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ୍ ପଡ଼ା ଗ୍ରାମରେ1