ଯାନ୍ତ୍ରିକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯକ୍ରମ ପଟ୍ଟାମୁଣ୍ଡାଇ:-୦୪/୦୧/୨୦୨୫ ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀକୁ ପ୍ରତିନିଧତ୍ଵ କରୁଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ, ଓଡିଶାର ପଟ୍ଟାମୁଣ୍ଡାଇ ଅନୁଖଣ୍ଡ ସଂପାଦକ ଭାବେ ଅଶୋକ କୁମାର ନାୟକ ଏବଂ ସହକାରୀ ସମ୍ପାଦକ ଭାବେ ରବୀନ୍ଦ୍ର ମାହୁଁନ୍ତଙ୍କୁ ସର୍ବସମ୍ମତି କ୍ରମେ ଚୟନ କରଯାଇଛି l ପୂର୍ବରୁ ପଟ୍ଟାମୁଣ୍ଡାଇ ଅନୁଖଣ୍ଡ ସଂପାଦକ ଭାବେ ପଞ୍ଚାନନ ସ୍ୱାଇଁ ଯାନ୍ତ୍ରିକ ସଂଘ ଲାଗି ଦାୟିତ୍ଵ ସମ୍ପାଦନ କରିଆସୁଥିବା ବେଳେ ତାଙ୍କର ଅକାଳ ବିୟୋଗ ହେତୁ ସମ୍ପାଦକ ପଦବୀ ଖାଲି ପଡିଥିଲା l ନୂତନ ସମ୍ପାଦକ ଚୟନ କାର୍ଯକ୍ରମରେ ରାଜ୍ୟ ବାର୍ତ୍ତା ସମ୍ପାଦକ ସ୍ମୃତିରଂଜନ ଗିରି, କେନ୍ଦ୍ରାପଡ଼ା ଜିଲ୍ଲା ସଂପାଦକ ସୁଶାନ୍ତ ନାୟକ ଉପସ୍ଥିତ ରହିବା ସହ ବାବୁଲି ଚରଣ ଖୁଣ୍ଟିଆ, ସେକ୍ ସାହାଦତ, କିଶୋର ଦାସ, ପ୍ରଦୀପ ବିଶ୍ବାଳ,ପୂର୍ବ ଅନୁଖଣ୍ଡ ସମ୍ପାଦକ ନରେନ୍ଦ୍ର ପାତ୍ର ପ୍ରମୁଖ ଚୟନ କାର୍ଯକ୍ରମକୁ ପରିଚାଳନା କରିଥିଲେ l ନୂତନ ଅନୁଖଣ୍ଡ ସମ୍ପାଦକ ଓ ସହ ସମ୍ପାଦକ ଚୟନ ପରେ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ରାଜ୍ୟ ସଂଘଙ୍କୁ ଏ ନେଇ ପତ୍ର ମାଧ୍ୟମରେ ଜଣେଇ ଦିଆଯାଇଛି l

- chhaatee re golee baajee gala ne poora danaadan 🔪❤️🩹1
- E rutu❤rutu🥰🫂1
- Emiti mo priya se 😊💝😍🦋💫✨1
- କେନ୍ଦ୍ରାପଡ଼ା ଅବକାରୀ ବିଭାଗକୁ ବଡ ସଫଳତା | Sanskara TV Odisha | Crime News | Kendrapada News1
- ଆସନ୍ତୁ ଯିବ କେନ୍ଦ୍ରାପଡ଼ା ପୁସ୍ତକ ମେଳା ବୁଲି ଯିବା........1
- "ପାଲ ପାଇଁ ମହାପଲା " , ଆଳି ମହୁ ଗ୍ରାମରେ ପାଲ ଆସିଲା କେଉଁଠୁ ?1
- ଦ୍ୱାବିଂଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା କେନ୍ଦ୍ରାପଡ଼ା ll Kendrapada ll Odisha ll LTVO ll Live.1