ସୋନପୁର ଗ୍ରାମରେ ଦୁଇଟି SHG ମହିଳା ସଂଘ ବେଆଇନ ବିଦେଶୀ ମହୁଲି ମଦ ବିକ୍ରି ବନ୍ଦ୍ ପାଇଁ ଅଣ୍ଟା ଭିଡ଼ିଲେ। ମହୁଲି ମଦ ଭାଟି ଭଙ୍ଗା ନହେଲେ ଦାରିଙ୍ଗବାଡ଼ି ଥାନା ଘେରାଉ କରିବୁ ବୋଲି ଚେତାବନୀ ଗ୍ରାମବାସି ଦାରିଙ୍ଗବାଡ଼ି:୩୧/୭(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋନପୁର ଗ୍ରାମରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଆଇନ ବିଦେଶୀ ମହୁଲି ମଦ କାରବାର ବିରୋଧରେ ଏବେ ଗ୍ରାମର SHG ମହିଳା ଦୁଇଟି ସଂଘ ଆଜି ସଂଗଠିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ଗ୍ରାମାଞ୍ଚଳରେ ମଦର ବିଷାକ୍ତ ପ୍ରଭାବରୁ ପରିବାରଗୁଡ଼ିକୁ ବଞ୍ଚାଇବା ଏବଂ ଗାଁରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ି ଆଗକୁ ଆସିଛନ୍ତି।ସୋନପୁର ଗ୍ରାମରେ ବେଆଇନ ଭାବେ ଚାଲିଥିବା ବିଦେଶୀ ମହୁଲି ମଦ ଭାଟି ଓ କାରବାର ଯୋଗୁଁ ବିଶେଷ କରି ଯୁବପିଢ଼ି ସ୍କୁଲ ଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟରେ କରି ଅପ ବ୍ୟବହାର ଦେଖାଉଛନ୍ତି ବା କମେଟ୍ ମାରୁଛନ୍ତି ଓ ଚାଷୀମାନେ ନିଶାସକ୍ତ ହୋଇ ନିଜର ସଂସାର ଛାରଖାର କରୁଛନ୍ତି। ଏହାଦ୍ୱାରା ନିୟମିତ ପାରିବାରିକ କଳହ, ଗଣ୍ଡଗୋଳ ଏବଂ ଗ୍ରାମର ଶାନ୍ତିଶୃଙ୍ଖଳା ଭଙ୍ଗ ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୋନପୁର ଗ୍ରାମର SHG ମହିଳା ସଂଘ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏକାଠି ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳା ମାନଙ୍କ କହିବା ଅନୁଯାୟୀ, ଦୀର୍ଘ ଛଅ ବର୍ଷ ହେବ ଏମିତି ବେଆଇନ ଭାବରେ କିଛି ଲୋକ ମହୁଲି ମଦ ବିକ୍ରି କରୁଛନ୍ତି। ଏଥି ପ୍ରତି ପୋଲିସ ପ୍ରଶାସନ ଜଣାଇଥିଲୁ କିନ୍ତୁ ପୋଲିସ ଆସିକି ଭାଟି ଭାଙ୍ଗୁଛନ୍ତି ଲୋକ କୁ ମଧ୍ୟ ଥାନାକୁ ନେଇକି ଯାଉଛନ୍ତି କିନ୍ତୁ ପୋଲିସ ତାଙ୍କୁ ଛାଡିଲେ ପୁଣି ରାନ୍ଧୁଛନ୍ତି। ଏଣୁ ଏଥି ପ୍ରତି ପୋଲିସ ପ୍ରଶାସନ ଜାଣିଥିଲେ ମଧ୍ୟ ତାଙ୍କ ଉପରେ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି।ବେଆଇନ ମହୁଲି ମଦ ଆଡ୍ଡା ଉପରେ ତୁରନ୍ତ ଚଢ଼ାଉ କରି ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଉକ୍ତ ଗାଁ ର ଶୈଳ ଦଣ୍ଡସେନା,ଗେଲେଇ ଦଣ୍ଡସେନା,ସରସ୍ବତୀ ଦଣ୍ଡସେନା,ଦେବକୀ ପୂଜାରୀ,ସଳିତା ମହାକୁଣ୍ଡ,ବିନିତା ବେହେରଦଳାଇ ସମେତ ଗ୍ରାମର ସମସ୍ତ ମହିଳା ପୁରୁଷ ମାନେ ଦୃଢ଼ ଦାବି କରିଛନ୍ତି ।ଏ ନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଫୋନ ମାଧ୍ଯରେ ପଚାରିବାରୁ କହିଲେ ଯେ, ଆମେ ୩ ଥର ସୋନପୁର ଗ୍ରାମକୁ ଯାଇ ବେଆଇନ ମଦ ଭାଟି ଭାଙ୍ଗିବା ସହ, ଚଢ଼ାଉ କରିଛୁ କିନ୍ତୁ ବର୍ତ୍ତମାନ ମଧ୍ୟ ସେହିଭଳି ଚୋରା ମଦ ବିକ୍ରି ହଉଚି ତେବେ ଆମେ ଯାଇକି ନିଶ୍ଚିତ ଭାବରେ ଚଢ଼ାଉ କରିବୁ ବୋଲି କହିଛନ୍ତି ।ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ଦାବି କରିଛନ୍ତି ଯେ, ଯଦି ଆଗାମୀ ଦିନ ମାନଙ୍କରେ ଏହି ବେଆଇନ ମଦ ବିକ୍ରୟ କାରୀଙ୍କ ଉପରେ ଯଦି ଚଢ଼ାଉ କରା ନ ଯାଏ ତେବେ ଦାରିଙ୍ଗବାଡ଼ି ଥାନା ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମ ବାସୀ ।

- ଆଜି ସମ୍ବଲପୁରୀ ଦିନ: ଗର୍ବରେ ପାଳୁଛି ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ଦିନ ଆଜି; ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଆଜି ସମ୍ବଲପୁରୀ ଦିନ: ଗର୍ବରେ ପାଳୁଛି ପଶ୍ଚିମ ଓଡ଼ିଶା ସମ୍ବଲପୁରୀ ଦିନ ଆଜି; ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ1
- देशहित व जनहित के प्रति दोहरी नीति वाली इंडी गठबंधन !! *लापता या मौन !!* राहुल गांधी कहां हैं??? झारखंड के छात्र भी इसी देश के हैं! इंडी गठबंधन और राहुल गांधी के लिए क्या छात्रों का दर्द राज्य और सरकार देखकर तय होता है?? झारखंड में JPSC-JSSC व अन्य परीक्षाओं में सत्ता के संरक्षण में अधिकारियों और माफियाओं द्वारा की गई कथित संगठित धांधली को लेकर लाखों युवा सड़क पर हैं, लेकिन देश के तथाकथित, छद्म वेशधारी "युवा हितैषियों" को शायद झारखंड का रास्ता ही नहीं मिल रहा!! NEET के माध्यम से अराजकता फैलाने के प्रयास में प्रेस कॉन्फ्रेंस और सोशल मीडिया पोस्ट की बाढ़ लाने वालों की उंगलियां झारखंड आते ही क्यों थम गईं?? ::: श्रीमती अन्नपूर्णा देवी जी, केन्द्रीय मंत्री भारत सरकार संकलक:: कुमार विश्वजीत जमशेदपुर झारखंड1
- ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା ଖରିଆର ରୋଡ଼ ପୌର ପରିଷଦରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ @first news odisha #ନୂଆପଡ଼ା1
- ग्राम व पोस्ट काईमऊ जिला हरदोई का मन मिला है कैसे निकालते होंगे इन गलियों से लोग जो कि इतनी बारिश में निकलने में हो रही परेशानी लोगों को गलियों में इंटरलॉकिंग परी है लेकिन किस काम की इंटरलॉकिंग जो किसी के काम ना आ सके पानी निकालने का कोई भी प्रबंध नहीं किसी भी प्रकार की घरों का पानी बरसात का पानी इंटरलॉकिंग पर भरा हुआ है लोगों ने सोचा धान लगाने के लिए1
- TMH के डायबिटीज केयर सेंटर में 1 अगस्त से Obesity Clinic की शुरुआत, मोटापा और डायबिटीज मरीजों को मिलेगी बेहतर इलाज की सुविधा जमशेदपुर से स्वास्थ्य क्षेत्र की बड़ी खबर। Tata Main Hospital (TMH) के डायबिटीज केयर सेंटर में 1 अगस्त से Obesity Clinic की शुरुआत की जा रही है। इस नई सुविधा के माध्यम से मोटापा और डायबिटीज से जूझ रहे मरीजों को विशेषज्ञ डॉक्टरों की सलाह, जांच और उपचार एक ही स्थान पर उपलब्ध होगा। अस्पताल का उद्देश्य बढ़ते मोटापे और उससे जुड़ी बीमारियों पर प्रभावी नियंत्रण के लिए बेहतर स्वास्थ्य सेवाएं उपलब्ध कराना है। ऐसी ही Jamshedpur Breaking News, Jharkhand News, Health News और TMH की हर बड़ी अपडेट सबसे पहले देखने के लिए Steel City Breaking News चैनल को Subscribe करें, वीडियो को Like करें और अपने दोस्तों के साथ Share करें। #Jamshedpur #TMH #ObesityClinic #Diabetes #HealthNews #JharkhandNews #BreakingNews #SteelCityBreakingNews #Shorts #YouTubeShorts1
- 🚨चक्रधरपुर के रश्मि इलेक्ट्रॉनिक्स में चोरी मामले में साहेबगंज से चार आरोपी गिरफ्तार1
- ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ ଯୁଗିଯୁଗିଏନ ପ୍ରକଳ୍ପକୁ ବିରୋଧ: ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ1
- ।सुकमा जगदलपुर कुकाना एन एच 30 मार्ग में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर। एक की हालत कफी गंभीर बताई जा रही हे। सुकमा जगदलपुर कुकाना एन एच 30 मार्ग में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर। एक की हालत कफी गंभीर बताई जा रही हे। सुकमा जिले के कूकानार थाना क्षेत्र अंतर्गत कुंदन पाल चोक एन एच 30 में हुआ बडा सडक दुर्घटना पिकप वाहन और मोटरसाइकिल बीच हुई टक्कर मोके जंगम पाल के दो ग्रामीणों में से एक की हालत गंभीर है, कुकानार पुलिस मोके से पहुंच कर घायल ग्रामीणों को उप स्वास्थ्य केंद्र पहुंचाया एवं खबर लिखते तक उपचार जारी रहा।वहीं सडक दुर्घटना कर फरार पिकप वाहन को तोंगपाल थाना पुलिस ने पकर लिया है।4