ମୋର ଚୋରି ହୋଇଥିବା ମୋବାଇଲ ଛଅ ମାସ ପରେ ମିଳିଲା.... ଗତ ଅକ୍ଟୋବର ମାସ ୬ ତାରିଖ ଦିନ ଭୂବନେଶ୍ୱର ରୁ ଜୁନାଗଡ଼ ଆସିବା ଟ୍ରେନ୍ ରେ ମୋର RAC ହୋଇଥିବାରୁ ଜଣେ ବୟସ୍କ ବ୍ୟକ୍ତି ଥିବାରୁ ଦୁଇ ଜଣ ରାତ୍ରୀ ରେ ଗୋଟିଏ ସିଟ୍ ରେ ବସିବା ଭଲ ହେବ ନାହିଁ ଭାବି ମୋ ଅଧା ସିଟ୍ ତାଙ୍କୁ ଦେଇ ସାଧାରଣ ବଗି ରେ ଚାଲି ଯାଇଥିଲି ଏବଂ ଉପର ସିଟ୍ ଖାଲି ଥିବାରୁ ସେଠି ଟିକିଏ ଶୋଇ ପଡିଥିଲି କିନ୍ତୁ ବ୍ରହ୍ମପୁର ରୁ ଅଳ୍ପ ରାସ୍ତା ରେ କେହି ଜଣେ ଚୋର ମୋ ମୋବାଇଲ ଫୋନ କୁ ଚୋରି ନେଇଥିଲା। ରାତ୍ରୀ ସାରା ନ ଶୋଇ ଏହି ବଗି ରୁ ସେ ବଗି ବହୁତ ଖୋଜାଖୋଜି କଲି କିନ୍ତୁ ମିଳି ପାରିଲା ନାହିଁ। ୬ ତାରିଖ ଘର ପହଞ୍ଚିଲା ପରେ ଆମ ଧର୍ମଗଡ଼ ଥାନା ରେ ଗୋଟିଏ ଜି.ଡି. କେସ୍ କରିଥିଲି। ଅଳ୍ପ ଦିନ ପରେ Tracking କରିବା ପାଇଁ ଜଣେ ଦୃବୃତ୍ତ କୁ ୪୫୦୦ ଟଙ୍କା ଦେଇଥିଲି କିନ୍ତୁ ସେ ଏମିତି ମିଛ କହିଲା ବର୍ଣ୍ଣନା କରି ପାରିବି ନାହିଁ। ଗୋଟିଏ ମାସ ପରେ ମୋର ଜଣେ ଛତିଶଗଡ଼ ରାଜ୍ୟ ଦେଓଭୋଗ ଅଞ୍ଚଳର ବିବେକ ଓ ଗୌତମ କୁ ମୋବାଇଲ Tracking କରିବା ପାଇଁ ଦେଇଥିଲି। ୫ ମାସ ପରେ Tracking କରିବା ରୁ ଜଣା ପଡିଲା କି ମୋବାଇଲ ଫୋନ ରାୟଗଡ଼ା କସ୍ତୁରୀ ନଗର ଲାନ ଲାଇନ୍ ୪ ରେ ଜଣେ ବରାଲକ୍ଷ୍ମୀ ନାମକ ତେଲୁଗୁ ଲୋକ ପାଖରେ ଅଛି ବୋଲି। ଗୋଟିଏ ଦିନ ରାୟଗଡ଼ା ସେ ଲୋକ ଙ୍କ ଘରକୁ ବି ଗଲି କିନ୍ତୁ ତା' ପୁଅ ମୋବାଇଲ ଫୋନ ଧରି କି ବିଶାଖାପାଟଣା ପରୀକ୍ଷା ଦେବା ପାଇଁ ଯାଇଥିଲା। ବିଶାଖାପାଟଣା ରୁ ମୋର ଜଣେ ସମ୍ପର୍କୀୟ ଙ୍କୁ ଫୋନ୍ କରି ମୋବାଇଲ ନେବା ପାଇଁ ଜଣାଇଥିଲି କିନ୍ତୁ ସେ ଲୋକ ସମ୍ପର୍ଣ୍ଣ ଭାବେ ମନା କରି ଆର ଦିନ ଆସନ୍ତୁ କହିଥିଲେ। ଦୁଇ ଦିନ ପରେ ସକାଳ ୬ ଟା ଭିତରେ ତାଙ୍କ ଘରକୁ ପୁଣିଥରେ ପହଞ୍ଚିଗଲି କିନ୍ତୁ ସେ ଲୋକ ମୋବାଇଲ ଫୋନ ଦେବୀ ନାହିଁ ମୁଁ ୧୨୫୦୦ ଦେଇ ମୋବାଇଲ କିଣିଛି କହିଲା ଓ ସମ୍ପର୍ଣ୍ଣ ଭାବେ ମନା କରିଦେଲା। ମୋବାଇଲ ର ମୋର ସମସ୍ତ ପ୍ରମାଣ ଧରି ଯାଇଥିଲି। ମନେ ପଡ଼ିଲା ରାୟଗଡ଼ା ରୁ ଟିକିଏ ଦୂରରେ ଉତ୍ତମ ସାହୁ ସାର୍ ଥାନା ଅଧିକାରୀ ରହିଛନ୍ତି। ରାୟଗଡ଼ା ପୋଲିସ ଷ୍ଟେସନ ଯାଇ ତାଙ୍କୁ ଫୋନ୍ କଲି ଏବଂ ସବୁ ବିଷୟ ଜଣାଇଦେଲି ତୁରନ୍ତ ରାୟଗଡ଼ା ଥାନା ର ଅଧିକାରୀ ଙ୍କୁ ଫୋନ୍ କରି ଯେମିତି ହେଲେ ବି ମୋବାଇଲ ଫୋନ ଉଦ୍ଧାର କରିବା ପାଇଁ କହିଥିଲେ। ଗୁରୁତର ସହ ନେଇ ରାୟଗଡ଼ ଥାନା ରୁ ସେହି ମୋବାଇଲ ରଖି ଥିବା ବ୍ୟକ୍ତି ଙ୍କୁ ଫୋନ୍ କରି ଡାକିଥିଲେ ଏବଂ ମୋବାଇଲ ଫୋନ ଦେବା ପାଇଁ କହିଥିଲେ କିନ୍ତୁ ସେହି ବ୍ୟକ୍ତି ପୁଣିଥରେ ମୋବାଇଲ ନ ଦେବା ପାଇଁ କହିଲେ। ସାଙ୍ଗରେ ମୋବାଇଲ ଚୋରି କରିଥିବା ବୁଢ଼ୀ ଯାହା ଠାରୁ ମୋବାଇଲ କିଣିଥିଲେ ତାଙ୍କୁ ନେଇ କି ଆସିଲେ ଏବଂ ସୁରକ୍ଷିତ ଭାବରେ ମୋର ମୋବାଇଲ ଫୋନ ଜବତ କରି ମୋତେ ହସ୍ତାନ୍ତର କରିଥିଲେ ଏବଂ ମୋତେ ଓ ବନ୍ଧୁ ଙ୍କୁ ରେଲ ଷ୍ଟେସନ ରେ ଛାଡିଥିଲେ। ମୋର ଚୋରି ହୋଇ ଛଅ ମାସ ବିଳମ୍ଭରେ ମଧ୍ୟ ମୋର ଚୋରି ହୋଇଥିବା ମୋବାଇଲ ଫୋନ ଉଦ୍ଧାର କରି ମୋତେ ମୋବାଇଲ ହସ୍ତାନ୍ତର କରି ସହଯୋଗ କରିଥିବାରୁ ରିଙ୍କୁ ମଙ୍ଗରାଜ ମାମୁଁ, ଆଇ.ଆଇ. ସି ଶ୍ରୀ ଉତ୍ତମ ସାହୁ ସାର୍, ରାୟଗଡ଼ା ପୋଲିସ ଏବଂ ମୋବାଇଲ Tracking କରିବା ରେ ସହଯୋଗ କରିଥିବା ମୋର ବନ୍ଧୁ ବିବେକ ଓ ଗୌତମ କୁ ହୃଦୟ ଭରା ଧନ୍ୟବାଦ କୃତଜ୍ଞତା ଜଣାଉଛି 🙏🏻 ମୋର ଚୋରି ହୋଇଥିବା ମୋବାଇଲ ଛଅ ମାସ ପରେ ମିଳିଲା.... ଗତ ଅକ୍ଟୋବର ମାସ ୬ ତାରିଖ ଦିନ ଭୂବନେଶ୍ୱର ରୁ ଜୁନାଗଡ଼ ଆସିବା ଟ୍ରେନ୍ ରେ ମୋର RAC ହୋଇଥିବାରୁ ଜଣେ ବୟସ୍କ ବ୍ୟକ୍ତି ଥିବାରୁ ଦୁଇ ଜଣ ରାତ୍ରୀ ରେ ଗୋଟିଏ ସିଟ୍ ରେ ବସିବା ଭଲ ହେବ ନାହିଁ ଭାବି ମୋ ଅଧା ସିଟ୍ ତାଙ୍କୁ ଦେଇ ସାଧାରଣ ବଗି ରେ ଚାଲି ଯାଇଥିଲି ଏବଂ ଉପର ସିଟ୍ ଖାଲି ଥିବାରୁ ସେଠି ଟିକିଏ ଶୋଇ ପଡିଥିଲି କିନ୍ତୁ ବ୍ରହ୍ମପୁର ରୁ ଅଳ୍ପ ରାସ୍ତା ରେ କେହି ଜଣେ ଚୋର ମୋ ମୋବାଇଲ ଫୋନ କୁ ଚୋରି ନେଇଥିଲା। ରାତ୍ରୀ ସାରା ନ ଶୋଇ ଏହି ବଗି ରୁ ସେ ବଗି ବହୁତ ଖୋଜାଖୋଜି କଲି କିନ୍ତୁ ମିଳି ପାରିଲା ନାହିଁ। ୬ ତାରିଖ ଘର ପହଞ୍ଚିଲା ପରେ ଆମ ଧର୍ମଗଡ଼ ଥାନା ରେ ଗୋଟିଏ ଜି.ଡି. କେସ୍ କରିଥିଲି। ଅଳ୍ପ ଦିନ ପରେ Tracking କରିବା ପାଇଁ ଜଣେ ଦୃବୃତ୍ତ କୁ ୪୫୦୦ ଟଙ୍କା ଦେଇଥିଲି କିନ୍ତୁ ସେ ଏମିତି ମିଛ କହିଲା ବର୍ଣ୍ଣନା କରି ପାରିବି ନାହିଁ। ଗୋଟିଏ ମାସ ପରେ ମୋର ଜଣେ ଛତିଶଗଡ଼ ରାଜ୍ୟ ଦେଓଭୋଗ ଅଞ୍ଚଳର ବିବେକ ଓ ଗୌତମ କୁ ମୋବାଇଲ Tracking କରିବା ପାଇଁ ଦେଇଥିଲି। ୫ ମାସ ପରେ Tracking କରିବା ରୁ ଜଣା ପଡିଲା କି ମୋବାଇଲ ଫୋନ ରାୟଗଡ଼ା କସ୍ତୁରୀ ନଗର ଲାନ ଲାଇନ୍ ୪ ରେ ଜଣେ ବରାଲକ୍ଷ୍ମୀ ନାମକ ତେଲୁଗୁ ଲୋକ ପାଖରେ ଅଛି ବୋଲି। ଗୋଟିଏ ଦିନ ରାୟଗଡ଼ା ସେ ଲୋକ ଙ୍କ ଘରକୁ ବି ଗଲି କିନ୍ତୁ ତା' ପୁଅ ମୋବାଇଲ ଫୋନ ଧରି କି ବିଶାଖାପାଟଣା ପରୀକ୍ଷା ଦେବା ପାଇଁ ଯାଇଥିଲା। ବିଶାଖାପାଟଣା ରୁ ମୋର ଜଣେ ସମ୍ପର୍କୀୟ ଙ୍କୁ ଫୋନ୍ କରି ମୋବାଇଲ ନେବା ପାଇଁ ଜଣାଇଥିଲି କିନ୍ତୁ ସେ ଲୋକ ସମ୍ପର୍ଣ୍ଣ ଭାବେ ମନା କରି ଆର ଦିନ ଆସନ୍ତୁ କହିଥିଲେ। ଦୁଇ ଦିନ ପରେ ସକାଳ ୬ ଟା ଭିତରେ ତାଙ୍କ ଘରକୁ ପୁଣିଥରେ ପହଞ୍ଚିଗଲି କିନ୍ତୁ ସେ ଲୋକ ମୋବାଇଲ ଫୋନ ଦେବୀ ନାହିଁ ମୁଁ ୧୨୫୦୦ ଦେଇ ମୋବାଇଲ କିଣିଛି କହିଲା ଓ ସମ୍ପର୍ଣ୍ଣ ଭାବେ ମନା କରିଦେଲା। ମୋବାଇଲ ର ମୋର ସମସ୍ତ ପ୍ରମାଣ ଧରି ଯାଇଥିଲି। ମନେ ପଡ଼ିଲା ରାୟଗଡ଼ା ରୁ ଟିକିଏ ଦୂରରେ ଉତ୍ତମ ସାହୁ ସାର୍ ଥାନା ଅଧିକାରୀ ରହିଛନ୍ତି। ରାୟଗଡ଼ା ପୋଲିସ ଷ୍ଟେସନ ଯାଇ ତାଙ୍କୁ ଫୋନ୍ କଲି ଏବଂ ସବୁ ବିଷୟ ଜଣାଇଦେଲି ତୁରନ୍ତ ରାୟଗଡ଼ା ଥାନା ର ଅଧିକାରୀ ଙ୍କୁ ଫୋନ୍ କରି ଯେମିତି ହେଲେ ବି ମୋବାଇଲ ଫୋନ ଉଦ୍ଧାର କରିବା ପାଇଁ କହିଥିଲେ। ଗୁରୁତର ସହ ନେଇ ରାୟଗଡ଼ ଥାନା ରୁ ସେହି ମୋବାଇଲ ରଖି ଥିବା ବ୍ୟକ୍ତି ଙ୍କୁ ଫୋନ୍ କରି ଡାକିଥିଲେ ଏବଂ ମୋବାଇଲ ଫୋନ ଦେବା ପାଇଁ କହିଥିଲେ କିନ୍ତୁ ସେହି ବ୍ୟକ୍ତି ପୁଣିଥରେ ମୋବାଇଲ ନ ଦେବା ପାଇଁ କହିଲେ। ସାଙ୍ଗରେ ମୋବାଇଲ ଚୋରି କରିଥିବା ବୁଢ଼ୀ ଯାହା ଠାରୁ ମୋବାଇଲ କିଣିଥିଲେ ତାଙ୍କୁ ନେଇ କି ଆସିଲେ ଏବଂ ସୁରକ୍ଷିତ ଭାବରେ ମୋର ମୋବାଇଲ ଫୋନ ଜବତ କରି ମୋତେ ହସ୍ତାନ୍ତର କରିଥିଲେ ଏବଂ ମୋତେ ଓ ବନ୍ଧୁ ଙ୍କୁ ରେଲ ଷ୍ଟେସନ ରେ ଛାଡିଥିଲେ। ମୋର ଚୋରି ହୋଇ ଛଅ ମାସ ବିଳମ୍ଭରେ ମଧ୍ୟ ମୋର ଚୋରି ହୋଇଥିବା ମୋବାଇଲ ଫୋନ ଉଦ୍ଧାର କରି ମୋତେ ମୋବାଇଲ ହସ୍ତାନ୍ତର କରି ସହଯୋଗ କରିଥିବାରୁ ରିଙ୍କୁ ମଙ୍ଗରାଜ ମାମୁଁ, ଆଇ.ଆଇ. ସି ଶ୍ରୀ ଉତ୍ତମ ସାହୁ ସାର୍, ରାୟଗଡ଼ା ପୋଲିସ ଏବଂ ମୋବାଇଲ Tracking କରିବା ରେ ସହଯୋଗ କରିଥିବା ମୋର ବନ୍ଧୁ ବିବେକ ଓ ଗୌତମ କୁ ହୃଦୟ ଭରା ଧନ୍ୟବାଦ କୃତଜ୍ଞତା ଜଣାଉଛି 🙏🏻

- କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews1
- ସାରା କୋଶଲାଞ୍ଚଲ୍ ଲାଗି ଆଏବା କେଲ୍ ଏପ୍ରିଲ୍ ୧ 🏴କଲା ଦିବସ୍ 🏴 We Want Separate from Odisha ✊ We Demand Koshal State ✊ Jay Koshal ✊ Jay Maa Koshal 🙏1
- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹1
- ଉତ୍କଳ ଦିବସ କୁ ବିରୋଧ କରି ଆଜି ବେଳପଡା କୋଶଳ ମୁକ୍ତି ମୋର୍ଚ୍ଚା ସଂଘଠନ ପକ୍ଷରୁ ବିରୋଧ ।1
- #ଇରାନରେ_ପଡ଼ିଲା_୯୦୭_କେଜିର_ବୋମା ଯାହ କହିଥିଲେ ସେଇଆ କରିଦେଲେ ଟ୍ରମ୍ପ। ରାତି ଅଧରେ ଇରାନ୍ ଉପରେ ପଡ଼ିଲା ୯୦୭ କେଜିର ବୋମା । ପ୍ରଚଣ୍ଡ ବିସ୍ଫୋରଣରେ ଧ୍ବଂସ ହୋଇଗଲା ଇରାନ୍ର ପରମାଣୁ କେନ୍ଦ୍ର । ବିସ୍ଫୋରଣ ଭିଡିଓକୁ ସେୟାର କଲେ ଟ୍ରମ୍ପ... #ArgusDigital #iranamericawar #IranNuclear #DonaldTrump #BunkerBuster #b2bomber #MiddleEastWar #SoumyaWithArgus1