୧୩ତମ ବାଲେଶ୍ୱର ପ୍ରିମିୟର ଲିଗ ଶୁଭାରମ୍ଭ ପ୍ରଥମ ମ୍ୟାଚରେ ଓଡିଓ୍ବାନ ଫାଇଟର୍ସ ବିଜେତା ୧୩ତମ ବାଲେଶ୍ୱର ପ୍ରିମିୟର ଲିଗ ଶୁଭାରମ୍ଭ ପ୍ରଥମ ମ୍ୟାଚରେ ଓଡିଓ୍ବାନ ଫାଇଟର୍ସ ବିଜେତା ବାଲେଶ୍ୱର ୬/୩ () ବାଲେଶ୍ୱର ପ୍ରିମିୟର ଲିଗର ୧୩ତମ ସଂସ୍କରଣ ସ୍ଥାନୀୟ ପରମିଟ ପଡ଼ିଆରେ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ମୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଆଲୋକ ସାହୁ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ଏହି ପ୍ରତିଷ୍ଠିତ କ୍ରିକେଟ ମହୋତ୍ସବକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ଡେକାନ ଓ୍ବାରିୟର୍ସ ଏବଂ ଓଡିଓ୍ବାନ ଫାଇଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡେକାନ ଓ୍ବାରିୟର୍ସ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ଓଡିଓ୍ବାନ ଫାଇଟର୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓଡିଓ୍ବାନ ଫାଇଟର୍ସ ପ୍ରଥମେ ବ୍ୟାଟିଂ କରି ରାମଚନ୍ଦ୍ର ବେହେରାଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ରନ କରିଥିଲା। ଡେକାନ ଓ୍ବାରିୟର୍ସ ୧୮୪ ରନର ପିଛାକରି ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୬୭ରନ କରି ୧୭ରନରେ ପରାଜିତ ହୋଇଥିଲା। ଓଡିଓ୍ବାନ ଫାଇଟର୍ସର ରାମଚନ୍ଦ୍ର ବେହେରା ମ୍ଯାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚ ଦା ଟାଇଟନ୍ସ ଏବଂ ଶିବାଜି ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଦା ଟାଇଟନ୍ସ ଟସଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦା ଟାଇଟନ୍ସ ୯ ଓ୍ବିକେଟ ହରାଇ ୧୬୧ରନ ସଂଗ୍ରହ କରିଥିଲା। ଶିବାଜୀ ଟାଇଟନ୍ସ ୧୯.୨ ଓଭରରେ ୩ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରି ୭ ଓ୍ବିକେଟରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଶିବାଜୀ ଟାଇଟନ୍ସର ଅଧିନାୟକ ମ୍ଯାନ ଅଫଦି ମ୍ୟାଚ ହୋଇଥିଲେ। ସେହିପରି ତୃତୀୟ ମ୍ୟାଚ ଗ୍ରୀନଲିଫ ଫାଇଟର ଏବଂ ହାଇଲାଣ୍ଡ ହରିକେନ୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଅଛି।ଗ୍ରୀନଲିଫ ଫାଇଟର ଟସଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ବେଳେ ହାଇଲାଣ୍ଡ ହରିକେନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମସ୍ତ ମ୍ୟାଚକୁ ପ୍ରତାପ କୁମାର ପାତ୍ର, ରାଜେଶ ମହାପାତ୍ର, ଅଶ୍ବିନୀ ସାମଲ, ଶାନ୍ତନୁ ଦାସ, କାର୍ତ୍ତିକ ସେଠୀ, ରାଜିବ ପାତ୍ର ଏବଂ ସେକ ଅମଜିତ ମ୍ୟାଚ ପରିଚାଳନା କରିଥିଲେ।

- 📌 ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସ୍ୱୟଂ ଜନଗଣନା – ବାଲେଶ୍ୱରବାସୀଙ୍କୁ ଅନଲାଇନ୍ ତଥ୍ୟ ଦେବାକୁ ଆହ୍ୱାନ। 📌 ବାଲେଶ୍ୱର ଜିଲ୍ଲାପାଳଙ୍କ ଆହ୍ୱାନ – ସ୍ୱୟଂ ଗଣନା ପୋର୍ଟାଲରେ ଦିଅନ୍ତୁ ସଠିକ ତଥ୍ୟ।1
- ଖଇରା TVS SHOW ROOM ରେ ଅଗ୍ନି କାଣ୍ଡ3
- #ଧରାପଡ଼ିଗଲା_ମଧ୍ୟାହ୍ନ_ଭୋଜନ_ର_ଦୁର୍ନୀତି #ମଧ୍ୟାହ୍ନ_ଭୋଜନ_ରେ_ଭାତ_ନ_ରାନ୍ଧି_ଶିଝା_ଅଣ୍ଡା_ଦେଲେ_ଦିଦି । #ସରକାରୀ_ନିୟମ_ମାନୁନାହାନ୍ତି_ଦିଦି_ସରକାର_ଙ୍କୁ_ବଦନାମ_ପାଇଁ_ଷଡ଼ଯନ୍ତ୍ର । #ସତ_ଲୁଚାଇବାକୁ_ସାମ୍ବାଦିକ_ମୋବାଇଲ_ଛଡାଇବାକୁ_ଉଦ୍ୟମ ବାଲେଶ୍ଵର ଜିଲ୍ଲା ବସ୍ତା ଶମ୍ବୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର, ଅବିଭାବକ ଓ ସ୍କୁଲ ମେନେଜିଂ କମିଟି ପକ୍ଷରୁ ରୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛ । CMO Odisha Subasini Jena Mohan Charan Majhi @top fans Rabindra Kumar Jena Dinabandhu Pradhan Surajtv Pradeep Kumar Panda Rajkishore Behera Pratap Chandra Sarangi #mahimatv #BASTA #SNHighSchool #dmbalasore #1
- ବାଲିଆପାଳ ସ୍ଥିତ ଶୁଭମ ଗେଷ୍ଟ ହାଉସ, ଆନନ୍ଦମୟୀ ହୋଟେଲ ସମତେ ବିଭିନ୍ନ ହୋଟେଲ, ଫାଷ୍ଟଫୂଡ଼ ଦୋକାନ ରେ ଯୋଗାଣ ବିଭାଗ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ବାଲିଆପାଳ ତହସିଲଦାର ଜ୍ୟୋଷ୍ଣାରାଣୀ ନାୟକ ଓ ପୋଲିସର ମିଳିତ ଚଢ଼ାଉ, କମରସିଆଲ ବଦଳରେ ଡୋମେସ୍ଟିକ ଗ୍ୟାସ ସିଲିଣ୍ଡରରେ ରୋଷେଇ ଚାଲୁଥିଲା ବେଳେ 14ଟି ସିଲିଣ୍ଡର ଜବତ, ଜବତ କରି ଅଧିକ ତଦନ୍ତ ଜାରିରଖିଛନ୍ତି1
- ଅନ୍ଧ ଭକ୍ତ ସଚେତନ ହୁଅ। ବାସ୍ତବ ରେ ଯାହା ଦେଖୁଛ ତାର ପରଦା ପଛ ର କାହାଣୀ କିଛି ଅଲଗା । ଏ ମନ କି ବାତ୍ ବିକଶିତ ଭାରତ ସବୁ ବାହାର ର ଆଉ ଜଣ କର କଳ୍ପନା ଏବଂ ଷଡ଼ଯନ୍ତ୍ର।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 02.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଶନିଶ୍ଚରଙ୍କ_ବଡ଼_ପୂଜା ଶନିଦେଵଙ୍କର ବଡ଼ ଓଷା । ମୟୁରଭଞ୍ଜ Ai audio Mayurbhanj // desivlog / jhakas mayurbhanj,desi vlog #odiavlog #mayurbhanjvlog #jhakasmayurbhanj #jhakashmayurbhanj #baripada travel vlog desicomedy labakumar desivlog dailyvlog barpadavlog food foodlover KidsVideo KidsCartoon FunnyVideo AnimatedKids FunnyCartoons AIAnimation CartoonForKids Humor KidsEntertainment FunnyKidsVideo AnimationForKids AITechnology FamilyFriendly Laughter KidFriendlyCartoons FunCartoons CartoonHumor KidsLaughter Your Quaries:- Jhakas mayurbhanj daily vlog odia vlogs family vlog Odisha Odia vlog Mayurbhanj vlog Baripada vlog Food vlog baripada mayurbhanj BARIPADA MAYURBHANJ lulung similipal national park Jubilee Library Mayurbhanj brahmo mandir explore content creat creator life fyp for you tranding no Facebook reels viral reels Tranding reels reals video AI, cartoon, kids video, kids cartoon, funny video, animated kids video, children’s animation, funny cartoons, AI animation, cartoon for kids, humor, kids entertainment, funny kids video, animation for kids, AI technology, family-friendly content, laughter, kid-friendly cartoons, fun cartoons, animation, cartoon humor, kids laughter thank you1
- ଅପେକ୍ଷା କରି ସରିଗଲାଣି ଆଖିରୁ ପାଣି । ଶେଷରେ ଲୋକ ତାତିଲେ ମନ୍ତ୍ରୀ ଙ୍କ ଉପରେ1