Shuru
Apke Nagar Ki App…
ରଙ୍ଗରଙ୍ଗାରେ କରୁଥିବା ରାସ୍ତା କାମ ARSS କୋମ୍ପାନି ରାସ୍ତା କଡ଼ରେ ଥିବା ସମସ୍ତ ଗଛ କାଟି ସଫା କରିଛି ଏହା ପ୍ରତି ପ୍ରସାସନ ଧ୍ୟାନ ଦେବା ଉଚିତ।
ଯାଜପୁର ଖବର ପ୍ରସାରିତ
ରଙ୍ଗରଙ୍ଗାରେ କରୁଥିବା ରାସ୍ତା କାମ ARSS କୋମ୍ପାନି ରାସ୍ତା କଡ଼ରେ ଥିବା ସମସ୍ତ ଗଛ କାଟି ସଫା କରିଛି ଏହା ପ୍ରତି ପ୍ରସାସନ ଧ୍ୟାନ ଦେବା ଉଚିତ।
More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- ପାଣିକୋଇଲି ଲଷ୍ମୀବିହାର ପଥରପଦାଠାରେ ମା ମହାଲଷ୍ମୀଙ୍କ ମନ୍ଦିର ମୁଣ୍ଡି ମରା କାର୍ଯ୍ୟ ହୋଇଯାଇଛି1
- ଆଜି ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ପୁରୀର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଉଥିଲେ ୧୧୧ ତୀର୍ଥଯାତ୍ରୀ l ଗଳିଗଲା ବସ ଚକା l ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ l1
- ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ1
- *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।1
- କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି1
- ଶୁଭେନ୍ଦୁ ସାହୁ (ନଗରପାଳ, ଭୁବନ) : ବିକଳାଙ୍ଗ ମାନଙ୍କ ଭତ୍ତାରେ ମଧ୍ୟ ତୁମେ ବାଧକ ସାଜିଲ | BSKY କାର୍ଡ଼ ମଧ୍ୟ କାଟିଦେଲ, ଲୋକେ ମେଡିକାଲରେ ତା ରୋଗୀକୁ ଭଲ କରି ପାରୁନି | ଭୁବନ, ଢ଼େଙ୍କାନାଳ #bhuban #dhenkanal1
- Post by ଯାଜପୁର ଖବର ପ୍ରସାରିତ1