logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Chiploma chori Maro case

on 4 August
user_Jay Mahakal
Jay Mahakal
Sambalpur (M), Odisha•
on 4 August

Chiploma chori Maro case

More news from Sambalpur and nearby areas
  • ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓମସା କୁଚିଣ୍ଡା ଶାଖା (ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ସକାଳ ୧୦ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରିଛନ୍ତି। ବିଭିନ୍ନ ଦାବୀ ନେଇ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିଛନ୍ତି।
    1
    ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓମସା କୁଚିଣ୍ଡା ଶାଖା (ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ  ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ସକାଳ ୧୦ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରିଛନ୍ତି। ବିଭିନ୍ନ ଦାବୀ ନେଇ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିଛନ୍ତି।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    23 hrs ago
  • Post by B Putel
    1
    Post by B Putel
    user_B Putel
    B Putel
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • #follower #bjdpatanagarh ଚାଷୀ ଭାଇଙ୍କର ବିଭିନ୍ନ ସମସ୍ୟା କୁ ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଚିଠି।
    1
    #follower #bjdpatanagarh ଚାଷୀ ଭାଇଙ୍କର ବିଭିନ୍ନ ସମସ୍ୟା କୁ ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଚିଠି।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    15 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    22 hrs ago
  • ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।
    2
    ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ -
ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- 
ଜି.ଉଦୟଗିରି, ୨୭/୧୨
ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    12 hrs ago
  • ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    1
    ୨୦୦୨  ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    21 hrs ago
  • kete sundar songs bhaimankar kete sundar song bhai mankar
    1
    kete sundar songs bhaimankar
kete sundar song bhai mankar
    user_Meena
    Meena
    Artist Sambalpur, Odisha•
    19 hrs ago
  • ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।
    1
    ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
    2
    ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ
ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.