logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁଚିଣ୍ଡା,ପିଏମଶ୍ରୀ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଡାବାହାଲ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଛାତ୍ରୀ ମାନଙ୍କ ମଧ୍ୟରେ ଭରି ରହିଥିବା ଅନ୍ତର୍ନିହିତ ଗୁଣାବଳି ଏବଂ ଲୁକ୍କାୟିତ ପ୍ରତିଭା ର ବିକାଶ ପାଇଁ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ କହିଥିଲେ। ମୁଖ୍ୟ ବକ୍ତା ଭାବେ ନବକୃଷ୍ଣ ଚୌଧୁରୀ ବିଇଡି କଲେଜ ଅନୁଗୁଳ ଆସିଷ୍ଟାଣ୍ଟ ପ୍ରଫେସର ବନମାଳୀ ବାଘ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ରୁଦ୍ରପ୍ରତାପ ଦେଓ,ଆସିଷ୍ଟାଣ୍ଟ ମଙ୍ଗଳ ଅଧିକାରୀଣୀ ଅନିଭା ନାଏକ,ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ଯାଦବ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଶିକ୍ଷା,କ୍ରୀଡ଼ା ଏବଂ କଳା ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ I

3 days ago
user_Tanaya Mahapatra
Tanaya Mahapatra
Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
3 days ago
a9bb7593-7cf4-4523-a957-b7e7f7be203a

କୁଚିଣ୍ଡା,ପିଏମଶ୍ରୀ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଡାବାହାଲ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଛାତ୍ରୀ ମାନଙ୍କ ମଧ୍ୟରେ ଭରି ରହିଥିବା ଅନ୍ତର୍ନିହିତ ଗୁଣାବଳି ଏବଂ ଲୁକ୍କାୟିତ ପ୍ରତିଭା ର ବିକାଶ ପାଇଁ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ କହିଥିଲେ। ମୁଖ୍ୟ ବକ୍ତା ଭାବେ ନବକୃଷ୍ଣ ଚୌଧୁରୀ ବିଇଡି କଲେଜ ଅନୁଗୁଳ ଆସିଷ୍ଟାଣ୍ଟ ପ୍ରଫେସର ବନମାଳୀ ବାଘ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ରୁଦ୍ରପ୍ରତାପ ଦେଓ,ଆସିଷ୍ଟାଣ୍ଟ ମଙ୍ଗଳ ଅଧିକାରୀଣୀ ଅନିଭା ନାଏକ,ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ଯାଦବ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଶିକ୍ଷା,କ୍ରୀଡ଼ା ଏବଂ କଳା ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଲକ୍ଷ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ I

More news from Sambalpur and nearby areas
  • भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    1
    भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା
    1
    ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା
    user_Kishore Kumar Ekka
    Kishore Kumar Ekka
    Taxi Driver କୁତ୍ରା, ସୁନ୍ଦରଗଡ଼, ଓଡ଼ିଶା•
    18 hrs ago
  • ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    1
    ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    6 hrs ago
  • ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    1
    ବୌଦ୍ଧ କଂଗ୍ରେସ୍ ର ପ୍ରେସ ମିଟ
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    20 hrs ago
  • ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    1
    ଅଦ୍ଭୁତ ପ୍ରକାର ର ଏକ  ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    user_Ajira Samachar
    Ajira Samachar
    Journalist Sonepur, Odisha•
    2 hrs ago
  • ସୁଜନାରାଜନନମଙ
    1
    ସୁଜନାରାଜନନମଙ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଝୂମିଲେ ଦର୍ଶକ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    14 hrs ago
  • राउरकेला के कॉन्सर्ट में विमान दुर्घटना: स्थिति नियंत्रण में है। भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं। चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया। #rourkelasmartcity #aeroplanecrash #rourkela #aerport
    1
    राउरकेला के कॉन्सर्ट में विमान दुर्घटना: स्थिति नियंत्रण में है।
भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं।
चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया।
#rourkelasmartcity #aeroplanecrash #rourkela #aerport
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.