ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ମାନଙ୍କର ଇଚ୍ଛାଶକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରିଥାଏ l ବୌଦ୍ଧ - ବାବା ବୈଦ୍ୟନାଥ ପି. ଏମ୍ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାନୁଷ୍ଠାନର ମୁଖ୍ୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ଅଧ୍ୟକ୍ଷତା କରିବା ସହିତ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ନେହଲତା ପୁରୋହିତ, ଡି ଆଇ ପି ଆର୍ ଓ ରୀତାକାନ୍ତି ବଳିୟାର ସିଂ, ବିଦ୍ୟାଳୟ କମିଟିର ସଭାପତି ଜୟାନନ୍ଦ ମିଶ୍ର, ପ୍ରଭାସ ମହାପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଉପରେ ଆଲୋଚନା କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର କୃତିତ୍ୱ ଓ ସମସ୍ୟା ଉପରେ ଉପସ୍ଥାପନ କରିଥିଲେ l କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ବାର୍ଷିକ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିଥିବା ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଲିଲୁ ପାଣି ମହାକୁଡ ସଂଯୋଜନା କରିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ lଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ1
- ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ1
- Post by OTV SONEPUR1
- ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l1
- ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚୂନଘାଟି ଜଙ୍ଗଲରୁ ମିଳିଥିବା ଅର୍ଦ୍ଧଦଗ୍ଧ ଶବ ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।1
- ବାଧକାମହେଉଛିଦେଖତୁ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସ୍କୁଲ ପରିଚାଳନା କମିଟିର ସଭାପତି ଅଶୋକ କୁମାର ସାହୁ, ପୂର୍ବତନ ସରପଞ୍ଚ ଡମ୍ବରୁ ଧର ସାହୁ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।1