-ତୁରେକେଲା ବ୍ଲକ୍ ଚଟୁଅନକା ପଞ୍ଚାୟତ -ରାସ୍ତା ମଝିରେ ହଟହଟା ହେଲେ ଅଧୂକାରୀ -ପଞ୍ଚାୟତରେ କାମ ହେଉଛି; ହେଲେ ସରପଞ୍ଚ ସମିତିସଭ୍ୟ ଜାଣିନାହାନ୍ତି କଣ୍ଟାବାଞ୍ଜି,: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଚଟୁଅନକାରେ ମଙ୍ଗଳବାର ଏକ ଅପ୍ରୀତିକର ଘଟଣା ଘଟିଛି | ତୁରେକେଲା ବ୍ଲକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାସ୍ତା ମଝିରେ ହଟହଟା ହେବାକୁ ପଡ଼ିଛି। ଚଟୁଅନକା ଗାଁରୁ କଣ୍ଟାବାଞ୍ଜି ହାଇସ୍କୁଲ ରାସ୍ତା ଦୀର୍ଘ ବର୍ଷ ହେଲା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତୁରେକେଲା ପଞ୍ଚାୟତ ସମିତି ଏନେଇ ସମିତି ବୈଠକ ରେ ବାରମ୍ବାର ବିଜେଡ଼ି ନେତା ଗିରିରାଜ ସିଂ ମାଝୀ ଉପସ୍ଥାପନା କରୁଛନ୍ତି; ହେଲେ ରାଜନୈତିକ ଆକ୍ରୋଶ ରଖି ନିର୍ବାଚିତ ଜନ ପ୍ରତିନିଧି ମାନେ କାମ କରାଇ ଦେଉ ନାହାନ୍ତି । ଏହି ରାସ୍ତାରେ ଏକ ବହୁ ପୁରାତନ ପୋଲ ରହିଛି। ଏହି ପୋଲ ମରାମତି ପାଇଁ ତୁରେକେଲା ବ୍ଲକ୍ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କାରେ ନୂତନ ଭାବେ ପୋଲ ନିର୍ମାଣ କରିବାକୁ ଅନୁଦାନ ମଞ୍ଜୁର କରାଯାଇଛି। କାମ ପାଇଥିବା ଠିକାଦାର ସୂଚନା ଫଳକରେ ତଥ୍ୟ ନ ଲେଖି ଏବଂ ବାଇପାସ୍ ରାସ୍ତା ନିର୍ମାଣ ନ କରି ପୋଲ ଭାଙ୍ଗିବା ଆରମ୍ଭ କରିଛନ୍ତି I ସରକାରୀ ନିୟମ ଉଲଂଘନ କରି କାମ କରୁଥିବା ଦେଖ୍ ଶ୍ରୀ ମାଝୀ ଉଦ୍ବେଗ ପ୍ରକାଶ କରିଛନ୍ତି | ଖବର ପାଇ ତୁରେକେଲା ବ୍ଲକ ପ୍ରଶାସନର ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ସରକାରୀ ନିୟମ ଅନୁସାରେ ଯେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭହେବା ପୂର୍ବରୁ ସୂଚନା ଫଳକରେ ପୂରା ତଥ୍ୟ ରହିଥାଏ; କିନ୍ତୁ ଏଠାରେ ସୂଚନା ଫଳକ ନ ଲଗାଇ କିଭଳି କାମ ଆରମ୍ଭ ହେଲା ବୋଲି ଶ୍ରୀ ମାଝି ସେମାନଙ୍କୁ ପ୍ରଶ୍ନ କରିଥିଲେ | ଯଦି ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ କରାଯିବ ତେବେ ଲୋକଙ୍କ ଯିବା ପାଇଁ ବାଇପାସ୍ ରାସ୍ତା କାହିଁକି ନିର୍ମାଣ କରାଗଲା ନାହିଁ ବୋଲି ପଚାରିଥିଲେ। ସରକାରୀ ନିୟମ ଉଲ୍ଲଘନ କରି କାମ କରିବାକୁ କିଏ ଅନୁମତି ଦେଲା ବୋଲି ଆଙ୍ଗୁଠି ଉଠାଇଥିଲେ। ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ କ'ଣ ଅଧିକାରୀମାନେ ସରକାରୀ ନିୟମ ଉଙ୍ଗ୍ଲଘନ କରି କାମ କରିବେ କି ବୋଲି ଶ୍ରୀ ମାଝି ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ତୁରେକେଲା ବ୍ଲକ୍ ବର୍ତ୍ତମାନ ଦୁର୍ନୀତିର ଗନ୍ତାଘର ପାଲଟିଛି। ପ୍ରତ୍ୟେକ କାମରେ ଏଠାରେ ସିଧାସଳଖ ପିସି ମଙ୍ଗା ଯାଉଛି। ବିଜେପି ଦଳର ଜନପ୍ରତିନିଧିଙ୍କ ଦାୟିତ୍ବରେ ଥିବା ଅଧିକାରୀମାନେ ହାତ ବାରିସି ସାଜି ଏଠାରେ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକ କାମ କରୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ ଆଣିଛନ୍ତି । ସରକାରୀ ନିୟମ ଉଲଂଘନ କରି କାମ କରିବା ଫଳରେ ତୁରେକେଲା ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରାସ୍ତା ମଝିରେ ହଟହଟା ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଯେ କୌଣସି ପଞ୍ଚାୟତରେ ସରକାରୀ କାମ କରାଗଲେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଯାଏ I ଚଟୁଅନକା ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ କାମ କରାଯାଉଥିବା ବେଳେ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି ଓ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ମାଝିଙ୍କୁ କାମ ସଂପର୍କରେ ଅବଗତ କରାଯାଇନି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

- କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।1
- Post by KOSAL TIMES2
- Post by Giri sahu1
- ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_1
- Post by Surendra Tiwari3
- ତିଖାଳି ଡ୍ୟାମ ଲୋକ ମହୋତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ, ଆସନ୍ତା ମାର୍ଚ୍ଚ ୧୩ ତାରିଖ ଆରମ୍ଭ ହେବ ଉତ୍ସବ I1
- ଦେଖନ୍ତୁ1
- ରେଙ୍ଗାଲି ଗ୍ରାମ ଠାରେ ଷୋହଳ ପ୍ରହର ନାମ ଯଜ୍ଞ ବହୁ ଧୁମଧାମରେ ପାଳନ।1