logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରଗାଁରେ ନୂଆଁଖାଇ ଉପଲକ୍ଷେ ଫୁଟବଲ ମ୍ୟାଚ ବ୍ରାହ୍ମଣୀ ପାଲି ୫-୧ ରେ ଚମ୍ପିୟାନ ବରଗାଁରେ ନୂଆଁଖାଇ ଉପଲକ୍ଷେ ଫୁଟବଲ ମ୍ୟାଚ ବ୍ରାହ୍ମଣୀ ପାଲି ୫-୧ ରେ ଚମ୍ପିୟାନ ବରଗଡ଼ ୧୫.୦୯.୨୦୨୬ ବରଗଡ଼ ବ୍ଲକ ବରଗାଁ ଠାରେ ସ୍ଥାନୀୟ ଫୁଟବଲ୍ ଏସୋସିଏସନ୍ ଆନୁକୁଲ୍ୟରେ ନୂଆଁ ଖାଇ ଉପଲକ୍ଷେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଅଛି । ବରଡୋଲ ଓ ବ୍ରାହ୍ମଣୀ ପାଲି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲ ରେ ମ୍ୟାଚ୍ ଅମୀମାଂସିତ ରହିବାରୁ ଟାଇ ବ୍ରେକର ଜରିଆରେ ୫-୪ ଗୋଲ ରେ ବ୍ରାହ୍ମଣୀ ପାଲି ଫୁଟବଲ ଦଳ ଚମ୍ପିୟାନ ହୋଇଥିଲେ ।ଏହି ଅବସରରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣପର୍ବ ନୂଆଁ ଖାଇ ଉପଲକ୍ଷେ ଫୁଟବଲ ଆସୋସିଏସନ୍ ଉଦ୍ୟମ ରେ ପାରମ୍ପରିକ ଉତ୍ସବ ମାଧ୍ୟମରେ କ୍ରୀଡା ର ବିକାଶ ଓ ଏକତା ପ୍ରତିଷ୍ଠା ପାଇଁ ପ୍ରୟାସକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରି ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ସ୍ଵର୍ଣ୍ଣପଦକ ବିଜେତା କ୍ରୀଡାବିଦ ସନ୍ତୋଷ ପ୍ରଧାନ ଉପ ବିଜେତା ଦଳ କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଫୁଟବଲ ଏସୋସିଏସନ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

5 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
5 hrs ago
7ff52e2f-0dcb-4042-b89b-a169575caf0e

ବରଗାଁରେ ନୂଆଁଖାଇ ଉପଲକ୍ଷେ ଫୁଟବଲ ମ୍ୟାଚ ବ୍ରାହ୍ମଣୀ ପାଲି ୫-୧ ରେ ଚମ୍ପିୟାନ ବରଗାଁରେ ନୂଆଁଖାଇ ଉପଲକ୍ଷେ ଫୁଟବଲ ମ୍ୟାଚ ବ୍ରାହ୍ମଣୀ ପାଲି ୫-୧ ରେ ଚମ୍ପିୟାନ ବରଗଡ଼ ୧୫.୦୯.୨୦୨୬ ବରଗଡ଼ ବ୍ଲକ ବରଗାଁ ଠାରେ ସ୍ଥାନୀୟ ଫୁଟବଲ୍ ଏସୋସିଏସନ୍ ଆନୁକୁଲ୍ୟରେ ନୂଆଁ ଖାଇ ଉପଲକ୍ଷେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଅଛି । ବରଡୋଲ ଓ ବ୍ରାହ୍ମଣୀ ପାଲି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲ ରେ ମ୍ୟାଚ୍ ଅମୀମାଂସିତ ରହିବାରୁ ଟାଇ ବ୍ରେକର ଜରିଆରେ ୫-୪ ଗୋଲ ରେ ବ୍ରାହ୍ମଣୀ ପାଲି

e1404cf6-18b4-48b6-a0f2-61c2870f17df

ଫୁଟବଲ ଦଳ ଚମ୍ପିୟାନ ହୋଇଥିଲେ ।ଏହି ଅବସରରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣପର୍ବ ନୂଆଁ ଖାଇ ଉପଲକ୍ଷେ ଫୁଟବଲ ଆସୋସିଏସନ୍ ଉଦ୍ୟମ ରେ ପାରମ୍ପରିକ ଉତ୍ସବ ମାଧ୍ୟମରେ କ୍ରୀଡା ର ବିକାଶ ଓ ଏକତା ପ୍ରତିଷ୍ଠା ପାଇଁ ପ୍ରୟାସକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରି ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ ।ସମ୍ମାନୀତ ଅତିଥି ଭାବେ ସ୍ଵର୍ଣ୍ଣପଦକ ବିଜେତା କ୍ରୀଡାବିଦ ସନ୍ତୋଷ ପ୍ରଧାନ ଉପ ବିଜେତା ଦଳ କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଫୁଟବଲ ଏସୋସିଏସନ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

More news from ଓଡ଼ିଶା and nearby areas
  • ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼
    1
    ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼
#Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada
ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews 🔥 सब जल गया, लेकिन गणेश जी को नहीं छू सकी आग! 🙏 पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई। आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी। 📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है। 🙏 गणपति बप्पा मोरया! #सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews
    1
    🔥 सब जल गया, लेकिन गणेश जी को नहीं छू सकी आग! 🙏

पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई।

आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी।

📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है।

🙏 गणपति बप्पा मोरया!

#सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews


🔥 सब जल गया, लेकिन गणेश जी को नहीं छू सकी आग! 🙏
पूरा गणेश पूजा पंडाल आग की चपेट में आकर जलकर राख हो गया। पंडाल में रखा लगभग सब कुछ जल गया, लेकिन हैरान करने वाली बात यह रही कि विघ्नहर्ता भगवान गणेश की प्रतिमा सुरक्षित रह गई।
आग से घिरे पंडाल के बीच गणपति जी उसी तरह खड़े रहे। हालांकि प्रतिमा का रंग कुछ जगहों से उड़ गया, लेकिन आग प्रतिमा को ज्यादा नुकसान नहीं पहुंचा सकी।
📍 यह हैरान करने वाली घटना संबलपुर के बुढ़ाराजा देहरीपाली गणेश पूजा मंडप की बताई जा रही है।
🙏 गणपति बप्पा मोरया!
#सब_जल_गया #गणेश_जी_को_नहीं_छूई_आग #गणेशपूजा #गणेशजी #संबलपुर #ओडिशा #P24NewsExpress #BreakingNews #OdishaNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar ଜୁହାର! 🙏 ଶ୍ରୀ ଓଡ଼ିଶା ଅଳଙ୍କାର ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା। ନୂଆଖାଇ ଜୁହାର! ✨
    1
    Sri Ganesh Puja and Nua Khai Tihar 2026 Wishes By Sri Orissa Alankar, Belpahar
ଜୁହାର! 🙏
ଶ୍ରୀ ଓଡ଼ିଶା ଅଳଙ୍କାର
ତରଫରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ନୂଆଖାଇ ଜୁହାର। ସମସ୍ତଙ୍କୁ ମା’ ସମଲେଶ୍ୱରୀଙ୍କ ଅପାର କରୁଣାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅନେକ ଅଭିନନ୍ଦନ।
ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ଭରିଦେଉ—ଏତିକି କାମନା।
ନୂଆଖାଇ ଜୁହାର! ✨
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by Ram Shankar Bhoi
    1
    Post by Ram Shankar Bhoi
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    1
    ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ  ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    user_Jagadish meher
    Jagadish meher
    Biramaharajpur, Sonepur•
    5 hrs ago
  • *💦💫🇦‌🇮‌💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।* - ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l *💦💫🇦‌🇮‌💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।* - ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l
    1
    *💦💫🇦‌🇮‌💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।*
- ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l
*💦💫🇦‌🇮‌💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।*
- ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    43 min ago
  • ନୁଆଁଖାଇ ଭାଇଚାରାର ତିହାର ଆଏ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ନୁଆଁଖାଇ ଭାଇଚାରାର ତିହାର ଆଏ
    1
    ନୁଆଁଖାଇ ଭାଇଚାରାର ତିହାର ଆଏ
#Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada
ନୁଆଁଖାଇ ଭାଇଚାରାର ତିହାର ଆଏ
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.