logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସଫଳତା ପାଇଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିଜେପୁର ଗାଁର ଅମୀୟ କିରଣ ଦାଶ । ସଦ୍ୟ ପ୍ରକାଶିତ ଓପି.ଏସ୍‌.ସି ପରୀକ୍ଷାରେ ସେ ସମଗ୍ର ରାଜ୍ୟରେ ଦ୍ୱତୀୟ ସ୍ଥାନରେ ରହି ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଇଗ୍ଦଗ୍ଦସଗ୍ଧବଦ୍ଭଗ୍ଧ ଋଙ୍ଘରମଙ୍କଗ୍ଧସଙ୍ଖର ଋଦ୍ଭଶସଦ୍ଭରରକ୍ସ ନିଯୁକ୍ତି ପାଇଁ ଓପି.ଏସ୍‌.ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱତୀୟ ସ୍ଥାନ ପାଇଛନ୍ତି ଅମୀୟ । ପୁର୍ବରୁ ଅମୀୟ ଇଷ୍ଟକୋଷ୍ଟ ରେଳବାଇରେ ଜେ.ଇ ଭାବେ କାର୍ଯ୍ୟ କରୁଥିଲେ । ଅମୀୟଙ୍କ ବାପା କେଶବ ଦାଶ ବିଶିପଡା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବାବେଳେ ମାଁ ଅନାମିକା ମହାପାତ୍ର ସାଗରପାଲି ସେବାଶ୍ରମରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଅମୀୟଙ୍କ ସାନଭାଇ ଅଭୟ ରଂଜନ ଦାଶ ମଧ୍ୟ କିଟ ପରୀକ୍ଷାରେ ଟପ୍ପର ହୋଇ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିସାରିଛନ୍ତି । ଖୁବ ଶିଘ୍ର ଅମୀୟ ରେଳବାଇ ଚାକିରୀ ଛାଡି ପଂଚାୟତିରାଜ ବିଭାଗରେ ଇଗ୍ଦଗ୍ଦସଗ୍ଧବଦ୍ଭଗ୍ଧ ଋଙ୍ଘରମଙ୍କଗ୍ଧସଙ୍ଖର ଋଦ୍ଭଶସଦ୍ଭରରକ୍ସ ଭାବେ ଚାକିରୀରେ ଯୋଗଦାନ କରିବେବୋଲି କହିଛନ୍ତି । ଏବେ ଅମୀୟଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।

2 days ago
user_SONEPUR NEWS
SONEPUR NEWS
Journalist Sonapur, Sonepur•
2 days ago
8bfcd389-c403-4ba2-bdb2-af6aa658efb2

ସଫଳତା ପାଇଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିଜେପୁର ଗାଁର ଅମୀୟ କିରଣ ଦାଶ । ସଦ୍ୟ ପ୍ରକାଶିତ ଓପି.ଏସ୍‌.ସି ପରୀକ୍ଷାରେ ସେ ସମଗ୍ର ରାଜ୍ୟରେ ଦ୍ୱତୀୟ ସ୍ଥାନରେ ରହି ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଇଗ୍ଦଗ୍ଦସଗ୍ଧବଦ୍ଭଗ୍ଧ ଋଙ୍ଘରମଙ୍କଗ୍ଧସଙ୍ଖର ଋଦ୍ଭଶସଦ୍ଭରରକ୍ସ ନିଯୁକ୍ତି ପାଇଁ ଓପି.ଏସ୍‌.ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱତୀୟ ସ୍ଥାନ ପାଇଛନ୍ତି ଅମୀୟ । ପୁର୍ବରୁ ଅମୀୟ ଇଷ୍ଟକୋଷ୍ଟ ରେଳବାଇରେ ଜେ.ଇ ଭାବେ କାର୍ଯ୍ୟ କରୁଥିଲେ । ଅମୀୟଙ୍କ ବାପା କେଶବ ଦାଶ ବିଶିପଡା ଉଚ୍ଚ

f0202bf9-0153-4993-8fac-9363a9284f98

ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବାବେଳେ ମାଁ ଅନାମିକା ମହାପାତ୍ର ସାଗରପାଲି ସେବାଶ୍ରମରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଅମୀୟଙ୍କ ସାନଭାଇ ଅଭୟ ରଂଜନ ଦାଶ ମଧ୍ୟ କିଟ ପରୀକ୍ଷାରେ ଟପ୍ପର ହୋଇ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିସାରିଛନ୍ତି । ଖୁବ ଶିଘ୍ର ଅମୀୟ ରେଳବାଇ ଚାକିରୀ ଛାଡି ପଂଚାୟତିରାଜ ବିଭାଗରେ ଇଗ୍ଦଗ୍ଦସଗ୍ଧବଦ୍ଭଗ୍ଧ ଋଙ୍ଘରମଙ୍କଗ୍ଧସଙ୍ଖର ଋଦ୍ଭଶସଦ୍ଭରରକ୍ସ ଭାବେ ଚାକିରୀରେ ଯୋଗଦାନ କରିବେବୋଲି କହିଛନ୍ତି । ଏବେ ଅମୀୟଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।

More news from Odisha and nearby areas
  • ରାଉରକେଲାରେ ବିମାନ ଦୁର୍ଘଟଣା
    1
    ରାଉରକେଲାରେ ବିମାନ ଦୁର୍ଘଟଣା
    user_ODISHA NEWS
    ODISHA NEWS
    Reporter Balangir, Odisha•
    13 hrs ago
  • ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ.. ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha
    1
    ଅନ୍ନଦାତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାତ୍ସଲ୍ୟ ପ୍ରତିବାଦରେ ସୋନପୁରରେ କୃଷିମନ୍ତ୍ରୀଙ୍କୁ ବିରୋଧକଲେ ସୋନପୁରର ଚାଷୀ l ଗଣତନ୍ତ୍ରରେ ପ୍ରତିବାଦ ଏକ ସ୍ୱାଭାବିକ ପ୍ରକ୍ରିୟା ମାତ୍ର ଆନ୍ଦୋଳନ ରତ କୃଷକଙ୍କୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଆକ୍ରମଣ l ଏବଂ ପୁଲିସର ନୀରବତା କୁ ମୁଁ ଦୃଢ଼ ନିନ୍ଦା କରୁଛି l ଗଣତନ୍ତ୍ର ହତ୍ୟାକାରୀ ବିଜେପି ଦଳର ଏତାଦୃଶ କାର୍ଯ୍ୟର ଦୃଢ଼ ଯବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ..
ଏତେବଡ଼ ଘଟଣା ପରେବି ସମସ୍ତ ପ୍ରମୁଖ ଗଣମାଧ୍ୟମ ନୀରବ 
Naveen Patnaik Pradip Kumar Amat Debi Prasad Mishra Dr Arun Kumar Sahoo Abakash Sahoo CMO Odisha Biju Janata Dal Odisha BJP Odisha
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ
    1
    ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    14 hrs ago
  • राउरकेला के कॉन्सर्ट में विमान दुर्घटना: स्थिति नियंत्रण में है। भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं। चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया। #rourkelasmartcity #aeroplanecrash #rourkela #aerport
    1
    राउरकेला के कॉन्सर्ट में विमान दुर्घटना: स्थिति नियंत्रण में है।
भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं।
चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया।
#rourkelasmartcity #aeroplanecrash #rourkela #aerport
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
  • #ଦିନେଦେଖେଇଦେଲୁରେ ratipunijn
    1
    #ଦିନେଦେଖେଇଦେଲୁରେ ratipunijn
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l
    1
    ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସୁବର୍ଣ୍ଣପୁର: ଗତ କାଲି ମହିମା ମହୋତ୍ସବ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ମାନଙ୍କ ସପକ୍ଷରେ ଆଜି ସହରର ଏକ ହୋଟେଲରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ବିନୋଦ ପାତ୍ର ଏବଂ ଚାଷୀ ନେତା ପ୍ରମୋଦ ଗୁରୁ ବକ୍ତବ୍ୟ ରଖିଥିଲେ। କିଶାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ରାଜା ମିଶ୍ର ଓ ଓବିସି ସଭାପତି ଭାଗି ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।
    1
    ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ସୁବର୍ଣ୍ଣପୁର:  ଗତ କାଲି ମହିମା ମହୋତ୍ସବ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ମାନଙ୍କ ସପକ୍ଷରେ ଆଜି ସହରର ଏକ ହୋଟେଲରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ  ଜିଲ୍ଲା ସଭାପତି ବିନୋଦ ପାତ୍ର ଏବଂ ଚାଷୀ ନେତା ପ୍ରମୋଦ ଗୁରୁ ବକ୍ତବ୍ୟ ରଖିଥିଲେ। କିଶାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ରାଜା ମିଶ୍ର ଓ  ଓବିସି ସଭାପତି ଭାଗି ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    7 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    1
    ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.