Shuru
Apke Nagar Ki App…
କଟକ ସି ଏମ ସି, ଅଫିସର ଘଟଣା. ମେୟର ବାବୁ କଟକ ନୂଆବଜ଼ାର ୱାର୍ଡ 54, ସଫେଇ କର୍ମ ଚାରୀ ମାନଙ୍କୁ ବାହାର କରିଥିଲା କର୍ପୋରେଟର କଥାରେ ଏଇ ମେୟର ବାବୁ ଏବେ କଉ ପାଟି ଠିକ ନାହିଁ ଗରିବ ମାନଙ୍କ ଦୁଃଖ ଯିଏ ଶୁଣୁନାହାନ୍ତି, କେହି ଠିକ ସରକାର ନୁହେଁ ଯୋଉ ଦିନ ଠିକ ଠାକ ରେ ଗରିବ ଓ ସଫେଇ କର୍ମ ଚାରୀ ମାନଙ୍କ କଥା ଶୁଣା ସେହି ଦିନ ଠିକ ସରକାର ବୋଲି ଲୋକେ ଭାବିବେ,
SU-PRAVAT-NEWS
କଟକ ସି ଏମ ସି, ଅଫିସର ଘଟଣା. ମେୟର ବାବୁ କଟକ ନୂଆବଜ଼ାର ୱାର୍ଡ 54, ସଫେଇ କର୍ମ ଚାରୀ ମାନଙ୍କୁ ବାହାର କରିଥିଲା କର୍ପୋରେଟର କଥାରେ ଏଇ ମେୟର ବାବୁ ଏବେ କଉ ପାଟି ଠିକ ନାହିଁ ଗରିବ ମାନଙ୍କ ଦୁଃଖ ଯିଏ ଶୁଣୁନାହାନ୍ତି, କେହି ଠିକ ସରକାର ନୁହେଁ ଯୋଉ ଦିନ ଠିକ ଠାକ ରେ ଗରିବ ଓ ସଫେଇ କର୍ମ ଚାରୀ ମାନଙ୍କ କଥା ଶୁଣା ସେହି ଦିନ ଠିକ ସରକାର ବୋଲି ଲୋକେ ଭାବିବେ,
More news from Odisha and nearby areas
- #ଦନ୍ତାକୁ_ମାରିଲା_କିଏ? ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି। ଏହା ସହିତ ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି। #ElephantBombInjury_Mayurbhanj #BangiriposiElephantCase #WildlifeCruelty #SaveElephants #ForestInvestigation1
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ୍ ଅନ୍ତର୍ଗତ ମୋରଡା ବଣିକ ସଂଘ ତରଫର ମୋରଡା ବଜାର ର ଦୁର୍ଘଟଣା ନୀୟତ୍ରଣ ପାଇଁ ପୋଲିସ ବିଭାଗ କୁ ପ୍ରଦାନ କଲେ। ଏ ନେଇ କଣ କହୁଛନ୍ତି ବଣିକ ସଂଘ ସଭାପତି ଓ ସଂପାଦକ ଶୁଣନ୍ତୁ1
- ନବନିର୍ମାଣ କୃଷକ ସଂଗଠନ ଉପମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କଲେ ।1
- ଜୟ ଜଗନ୍ନାଥ1
- Post by Banshidhar Bemal1
- କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୁମସା କlର୍ଣ୍ଣିଭlଲ ଶୋଭା ଯାତ୍ରା1
- ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର1
- ନିଜର ସ୍ବାସ୍ଥ୍ୟ କୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଶୁଣନ୍ତୁ1