logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଲୁଣ୍ଡା ଅରଖମୁଣ୍ଡା ଗାଁ ନିକଟରେ ଅଫିମ ଚାଷ ଘଟଣାକୁ ନେଇ ସୁବର୍ଣ୍ଣପୁର ଏସପି ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ଶୁଣନ୍ତୁ

on 12 March
user_OTV SONEPUR
OTV SONEPUR
ସୋନପୁର, ସୋନପୁର, ଓଡ଼ିଶା•
on 12 March

ଉଲୁଣ୍ଡା ଅରଖମୁଣ୍ଡା ଗାଁ ନିକଟରେ ଅଫିମ ଚାଷ ଘଟଣାକୁ ନେଇ ସୁବର୍ଣ୍ଣପୁର ଏସପି ସାମ୍ବାଦିକ ସମ୍ମିଳନୀରେ କଣ କହିଲେ ଶୁଣନ୍ତୁ

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    20 min ago
  • Post by PABITRA BARIHA
    1
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ
    1
    ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର।  ଦୁଇ ଗିରଫ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l
    1
    ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର
ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l
    user_OM SANDESH
    OM SANDESH
    Baudh Sadar, Boudh•
    2 hrs ago
  • ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    4
    ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ  ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି।
ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି ।
ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • କୃତୀ ପ୍ରତିଭାଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ବୁଟୁପାଲିର ଦୁଇ କୃତୀ ଭାଇଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେରଙ୍କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ବର୍ଦ୍ଧିତ କରି ଉଭୟଙ୍କୁ ଖେଳ ଉପକରଣ ଯୋଗେଇଦେବେ ବୋଲି କହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଉଭୟଙ୍କୁ ଶୁଭେତ୍ସା ଜଣେଇବା ସହିତ ଜିଲ୍ଲାରେ କିପରି ତୀରନ୍ଦାଜ କ୍ରୀଡ଼ାର ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।
    1
    କୃତୀ ପ୍ରତିଭାଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ବୁଟୁପାଲିର ଦୁଇ କୃତୀ ଭାଇଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେରଙ୍କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ବର୍ଦ୍ଧିତ କରି ଉଭୟଙ୍କୁ ଖେଳ ଉପକରଣ ଯୋଗେଇଦେବେ ବୋଲି କହିଛନ୍ତି । ସେହିପରି ବୌଦ୍ଧ ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଉଭୟଙ୍କୁ ଶୁଭେତ୍ସା ଜଣେଇବା ସହିତ ଜିଲ୍ଲାରେ କିପରି ତୀରନ୍ଦାଜ କ୍ରୀଡ଼ାର ଆହୁରି ଉନ୍ନତି ହୋଇପାରିବ ସେ ବିଷୟରେ  ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    18 hrs ago
  • ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।
    1
    ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର
ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.