କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରେଲି l - ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବାଳାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରେଲି ଆୟୋଜିତ ହୋଇଥିଲା। ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରେଲି ରେ ସାମିଲ ହୋଇଥିଲେ।ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରେଲି ସହରରେ ଭାଇଚାରା, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲା। ରେଲି କୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରେଲି ରେ ସାମିଲ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା। ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରେଲି l :- ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବାଳାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରେଲି ଆୟୋଜିତ ହୋଇଥିଲା। ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରେଲି ରେ ସାମିଲ ହୋଇଥିଲେ।ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରେଲି ସହରରେ ଭାଇଚାରା, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲା। ରେଲି କୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରେଲି ରେ ସାମିଲ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା। ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।
କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରେଲି l - ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବାଳାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରେଲି ଆୟୋଜିତ ହୋଇଥିଲା। ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରେଲି ରେ ସାମିଲ ହୋଇଥିଲେ।ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରେଲି ସହରରେ ଭାଇଚାରା, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲା। ରେଲି କୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରେଲି ରେ ସାମିଲ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା। ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରେଲି l :- ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବାଳାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରେଲି ଆୟୋଜିତ ହୋଇଥିଲା। ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରେଲି ରେ ସାମିଲ ହୋଇଥିଲେ।ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରେଲି ସହରରେ ଭାଇଚାରା, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲା। ରେଲି କୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରେଲି ରେ ସାମିଲ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା। ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।
- ସରକାରୀ ଚାକିରୀ ନାଁ ରେ ଠକେଇ, ଦେଢ଼ କୋଟି ଟଙ୍କା ଠକେଇ ନେଇ ପାଞ୍ଚ ଅଭିଯୁକ୍ତ ଗିରଫ *ସରକାରୀ ଚାକିରି ନାଁରେ ଠକେଇ...* *- ବ୍ରହ୍ମପୁର: ସରକାରୀ ଚାକିରି ନାଁରେ ବଡ଼ ଠକେଇ* *- ୧.୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ* *- ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ବୈଦ୍ୟନାଥପୁର ପୋଲିସ* *- ସରକାରୀ ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କୁ ଠକେଇ* *- ୯୮ ଲକ୍ଷ ଟଙ୍କା ନଗଦ ହସ୍ତାନ୍ତର ହୋଇଥିବା ଅଭିଯୋଗ* *- ପ୍ରାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ରଖିଥିବା ଅଭିଯୋଗ* *- ନକଲି ନିଯୁକ୍ତିପତ୍ର, ଯୋଗଦାନ ପତ୍ର ଓ ରସିଦ ଜବତ* *- ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ*1
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l3
- ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।2
- ବେହାଲ ହେଲାଣୀ କଣ୍ଟାମାଳ- ତରଭାର ବିଜୁ ସେତୁ ରାସ୍ତା । ଖାଲ ଖମାରେ ଭର୍ତ୍ତୀ ବର୍ଷାଜଳ । ସଂଧ୍ୟାରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ବାଇକ ଚାଳକ । ଦିନରେ ଗୋଡ଼,ଧୋଇବା, ରାତିରେ ଶୌଚ ହେବା ପାଲଟିଛି କଣ୍ଟାମାଳ-ତରଭାର ବିଜୁ ସେତୁ ରାସ୍ତା । ଭିଡ଼ିଓଟିକୁ ଭଲରେ ଦେଖନ୍ତୁ ।ଏହେଉଛି କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ସମ୍ମୁଖ ତରଭା କୁ ସଂଲଗ୍ନ ରାସ୍ତା । ବିଭାଗୀୟ ଅଧିକାରୀ ଚୁପ1
- ସୁବର୍ଣ୍ଣପୁର ଜିଲ୍ଲା ରେ ପଞ୍ଚମକାର’ ଲୋକାର୍ପଣ ଉତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ‘ପଞ୍ଚମକାର’ ଲୋକାର୍ପଣ ଉତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶୀମତୀ ଅଞ୍ଜଳିନା ପ୍ରଧାନ ଓ ଉପ ଜିଲ୍ଲାପାଳ ସୋନପୁର ଡ. ସୌମ୍ୟରୂପା ରଥ ଉପସ୍ଥିତ ଥିଲେ l ‘ପଞ୍ଚମକାର’ କେବଳ ତାନ୍ତ୍ରିକ ଉପାସନା ପଦ୍ଧତିର ଉପାଦାନ ନୁହେଁ ବରଂ ଏହା ସୁବର୍ଣ୍ଣପୁରକୁ ପରିଚିହ୍ନିତ କରୁଥିବା ମଲ୍ଲି, ମୁଗ, ମଠ, ମନ୍ଦିର ଓ ମାଛ ପ୍ରଭୁତି ପାଞ୍ଚଟି ମ କାର ସଂଯୋଗ ସେତୁ l ତେବେ ଦୀର୍ଘ ୨୦ ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି ‘ପଞ୍ଚମକାର’ । ଏଥିରେ ସୁବର୍ଣ୍ଣପୁରର ଐତିହ୍ୟ, ସଂସ୍କୃତି, ଧର୍ମଧାରା, ଭାଷାସାହିତ୍ୟ ତଥା କଳା, ସ୍ଥାପତ୍ୟ ସନ୍ନିବେଶିତ ହୋଇଛି । ଏହି ଲୋକାର୍ପଣ ଉତ୍ସବରେ ସ୍ଵାଗତ ସମ୍ଭାଷଣ ଡକ୍ତର ସୌରଭ ରଞ୍ଜନ ଖମାରି ପ୍ରଦାନ କରିଥିଲେ, ତାପରେ ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଭାରେ ପ୍ରଥମେ ଉପ ଜିଲ୍ଲାପାଳ ସୋନପୁର ବକ୍ତବ୍ୟ ରଖିଥିଲେ l ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ନିଜର ଅଭିଭାଷଣ ରଖିଥିଲେ l ଜିଲ୍ଲାପାଳଙ୍କ ଅଭିଭାଷଣ ପରେ ଦୀର୍ଘ 20 ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି "ପଞ୍ଚମକାର" ଗୋଟିଏ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତକ ପ୍ରିୟ ଜିଲ୍ଲାପାଳଙ୍କ ଦ୍ଵାରା ଲୋକାର୍ପିତ ହୋଇଅଛି l ସୁବର୍ଣ୍ଣପୁରର ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ମାଟିର ଅସ୍ମିତାକୁ ନେଇ ପ୍ରକାଶିତ "ପଞ୍ଚମକାର" ପୁସ୍ତକର ଓଡିଆ ଓ ଇଂରାଜୀ ସଂସ୍କରଣର ଲୋକାର୍ପଣ ଉତ୍ସବରେ ସମସ୍ତ ପ୍ରମୁଖ ସାହିତ୍ୟିକ, କବି, ଲେଖକ, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ ଯୋଗଦାନ କରିଥିଲେ ଏବଂ ମତ ପ୍ରଦାନ କରିଥିଲେ l ତାପରେ ସଭାପତି ଇଙ୍କଫେଷ୍ଟ ଶ୍ରୀ ସ୍ଵାଧୀନ କୁମାର ମେହେର ବକ୍ତବ୍ୟ ରଖିଥିଲେ l ଶେଷରେ ଉପ ସଭାପତି ଇଙ୍କଫେଷ୍ଟ ଶ୍ରୀ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି ଲୋକାର୍ପଣ ଉତ୍ସବ ଟିକୁ ଶ୍ରୀ ଅମ୍ବୁଜ ବିହାରୀ ଶତପଥୀ ସଂଯୋଜନା କରିଥିଲେ l ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁର ଓ ଇଙ୍କଫେଷ୍ଟ ର ମିଳିତ ଉଦ୍ୟମରେ ଏହି ଲୋକାର୍ପଣ ଉତ୍ସବ ପରିଚାଳିତ ହୋଇଥିଲା l1
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- 🇹🇯🌹💋🥺😄♥️🌹1
- କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସିନ୍ଦା।,,,,,,, କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସିନ୍ଦା। ତା୨୫/୦୮/୨୦୨୬,ମଙ୍ଗଳବାର/କଳାଙ୍ଗ, ଓଡ଼ାପଡ଼ା, ଢେଙ୍କାନାଳ, (ରିପୋର୍ଟ ବିଭୁ ପ୍ରସାଦ ଶତପଥୀ) ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଳାଙ୍ଗ ଗ୍ରାମପଞ୍ଚାୟତର କରଡସିଂହ କନ୍ଧସାହିର ରାସ୍ତା ଅବସ୍ଥା। ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପାଲଟିଛି। ଉକ୍ତ ରାସ୍ତାଦେଇ ପ୍ରତ୍ୟେକ ଦିନ ଯିବାଆସିବା ଠାରୁ ଅତି ଆବଶ୍ୟକ ଦ୍ରବ୍ୟ ନେବା ଆଣିବା ପ୍ରସବ କଲେ ଡୋଳାରେ ବୋହିକି ନେବା ୧୦୮ ଆମ୍ବୁଲାନ୍ସ ସେହି ରାସ୍ତାଦେଇ କାଦୁଅରେ ନ ଆସିବା ପିଇବା ପାଣି ସମସ୍ୟା ହାତୀ ସାହିରେ ପଶି କ୍ଷୟକ୍ଷତି କରିବା ସାହି ବାସିନ୍ଦାମାନେ ଘୋର ସମସ୍ୟାଦେଇ ଗତି କରୁଛନ୍ତି। ଏହି କନ୍ଧସାହିରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। କନ୍ଧ ସାହିବାସିନ୍ଦା ଘରୁ ବାହାରକୁ ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। ତା ସହିତ ହାତୀ ଆକ୍ରମଣରରୁ ରକ୍ଷା ପାଇବା ପାଇଁ ସୋଲାର ତାରବାଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି କନ୍ଧସାହି ବାସିନ୍ଦାମାନେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମ୍ଭ ମାନଙ୍କର ଅଭିଯୋଗକୁ କେହି ଶୁଣୁ ନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ କନ୍ଧସାହି ବାସିନ୍ଦାମାନେ ନିବେଦନ କରିଛନ୍ତି।1