Shuru
Apke Nagar Ki App…
ଅସଂପୂର୍ଣ୍ଣ ଭାବେ ପଡିରହିଛି ଯାତ୍ରୀ ବିଶ୍ରାମାଗାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର - ସୁବଳୟା ମୁଖ୍ୟ ରାସ୍ତା ବାଗବର ସରକାରୀ ଆଇଟିଆଇ କଲେଜ ଛକ ନିକଟରେ ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାତ୍ରୀ ବିଶ୍ରାମାଗାର। ଫଲରେ ବିଭିନ୍ନ ଜନସାଧାରଣ ଏବଂ ବିଶେଷ କରି ଛାତ୍ରଛାତ୍ରୀ ମାନେ ଖରା ବର୍ଷା ରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବିଭିନ୍ନ ଯାନବାହନ କୁ ଅପେକ୍ଷା କରିଥାନ୍ତି। ତୁରନ୍ତ ଏହି ଯାତ୍ରୀ ବିଶ୍ରାମାଗାର ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି।
Binod pandey
ଅସଂପୂର୍ଣ୍ଣ ଭାବେ ପଡିରହିଛି ଯାତ୍ରୀ ବିଶ୍ରାମାଗାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର - ସୁବଳୟା ମୁଖ୍ୟ ରାସ୍ତା ବାଗବର ସରକାରୀ ଆଇଟିଆଇ କଲେଜ ଛକ ନିକଟରେ ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାତ୍ରୀ ବିଶ୍ରାମାଗାର। ଫଲରେ ବିଭିନ୍ନ ଜନସାଧାରଣ ଏବଂ ବିଶେଷ କରି ଛାତ୍ରଛାତ୍ରୀ ମାନେ ଖରା ବର୍ଷା ରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବିଭିନ୍ନ ଯାନବାହନ କୁ ଅପେକ୍ଷା କରିଥାନ୍ତି। ତୁରନ୍ତ ଏହି ଯାତ୍ରୀ ବିଶ୍ରାମାଗାର ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲାରେ କରାମାଡ଼ରେ ଫସଲ ହରାଇଥିବା ଚାଷୀମାନେ ଖୁବ ଶୀଘ୍ର କ୍ଷତିପୂରଣ ପାଇବେ। ଏଥିପାଇଁ ଆକଳନ ସରିଛି ଏବଂ ଟଙ୍କା ମଧ୍ୟ ମିଳିସାରିଛି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ୨ କ୍ୱିଣ୍ଟାଲ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ପୋଲିସ ପିଛା କରିବାରୁ ମାଫିଆମାନେ ଏକ କାର ଛାଡ଼ି ଫେରାର ହୋଇଯାଇଥିଲେ। ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା।4
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।1
- ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ କରାଯିବା ପାଇଁ ଦିବଂଗତ ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତି ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ କରାଯିବା ପାଇଁ ଦିବଂଗତ ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତି ଭୁବନେଶ୍ୱର;ଆଜି ମେ ଦଶ ତାରିଖ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଦିବଙ୍ଗତ ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି ଶ୍ରାଦ୍ଧ ବାର୍ଷିକ,ଦିବଂଗତ ଶ୍ରୀ ମହାନ୍ତି ଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଦୁଇ ମି ନିରବ ପ୍ରାର୍ଥନା କରାଯାଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି, ମହାନୁଭବ ଗୋପୀନାଥ ମହାନ୍ତିଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ପାଇ ଆମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା କରିବା ଆରମ୍ଭ କରିଥିଲୁ, ଆଜି ଆମ ଅନୁଷ୍ଠାନ ଯଦି କିଛି ବି ମହାପ୍ରଭୁ ଙ୍କ ସେବା ପାଇଁ କରିଛି ତାହା ଗୋପୀନାଥ ମହାନ୍ତି ଙ୍କ ପାଇଁ, ସେ ଜଣେ ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଭକ୍ତ ଥିଲେ, ଓଡିଶା ସରକାର ଆଇ ଏ ସ ଚାକିରୀ ରୁ ଅବସର ନେଲା ପରେ ଶ୍ରୀ ଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର କ୍ଷେତରେ ରାଜ୍ୟ ଓ ସାରା ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି,ମହାପ୍ରଭୁ ଙ୍କ ବ୍ୟପାକ ଭାବେ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ରେ ଥିବା ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଗ୍ରାମେ ଗ୍ରାମେ ଶ୍ରୀ ଜଗନ୍ନାଥ କଥାମୃତ କରାଯିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିଷ୍ପତି ଗ୍ରହଣ କରାଯାଇଛି ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ1
- तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay1
- ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।1
- ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।1
- ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।4
- ଓଡ଼ିଶାର ବାମରା ବ୍ଲକର ବାଉଁସଲଗା ପଞ୍ଚାୟତରେ ଅମୃତ ସରୋବର ଯୋଜନାରେ ୨୦ ଲକ୍ଷ ଟଙ୍କାର ବଡ଼ ଘୋଟାଲା ଅଭିଯୋଗ ହୋଇଛି। କାମ ଆରମ୍ଭ ହେବା ପୂର୍ବରୁ ଦୁଇ ଜଣ ଭେଣ୍ଡରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବା ବେଳେ ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ରହିଛି। ଗ୍ରାମବାସୀ ସରପଞ୍ଚ ଓ ପିଓଙ୍କ ମିଲିଭଗତ ଅଭିଯୋଗ କରି ବ୍ଲକ ପ୍ରଶାସନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।1