Shuru
Apke Nagar Ki App…
ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ଢେଙ୍କାନାଳରେ ହୋଇଛି ବୋମାମାଡ। ତା୦୨/୦୮/୨୦୨୬,ରବିବାର। ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପ୍ରାପ୍ତ ସୂଚନା କ୍ରମେ ଢେଙ୍କାନାଳ ସହରର ଚଳଚଞ୍ଚଳ ଚନ୍ଦନ ବଜାର ଶାସନ ଛକ ନିକଟରେ ଗତ କାଲି ରାତି ପ୍ରାୟ ୯ଟା ବେଳକୁ ବୋମାମାଡ ହୋଇଛି।କେହି ଦୁର୍ବୃର୍ତ୍ତ ବାଇକ୍ ରେ ଆସି ବୋମାମାଡ କରି ପଳାଇଥିବା ସୁଚନା।ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।ଦୁଇଟି ବୋମା ଫୁଟିଥିବା ବେଳେ ଆଉ ଗୋଟିଏ ଅଫୁଟା ବୋମା ଘଟଣାସ୍ଥଳରୁ ଜବତ ହୋଇଛି।ଏହି ଘଟଣାରେ ଟାଉନଥାନା ପୋଲିସ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।
Santosh Nayak PRESS

More news from Odisha and nearby areas
- ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି । (ରିପୋର୍ଟ, ବିଭୁ ପ୍ରସାଦ ଶତପତି) ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାକୁ ନାରାଜ।ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ପୂର୍ବେ ବିବାହ ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଏଚ ଆଇବି ରେ ଆକ୍ରାନ୍ତ ଜାଣି ବିବାହ ପାଇଁ ଏବେ ରାଜି ନ ଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।1
- ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ। ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ।1
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- କାନ୍ଥ ପଡ଼ି ବୁଧାଗୁରୁତ୍ତର, ଉଧାର କଳା ଅଗ୍ନିଷ। ବାହୀନି l ଏଭଳି ଏକ ଘଟଣା ଘଟୁଛି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ୍ ପଡ଼ା ଗ୍ରାମରେ1