Shuru
Apke Nagar Ki App…
ଭଦ୍ରକ ସହରରେ ଏକ ମାଇକ୍ରୋ ଫାଇନାନ୍ସ ଘରେ ବ୍ୟାପକ ଭାବେ ପୁଟୁଳା ପୁଟୁଳା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ମିଳିଛି। ଏହି ସୂଚନା ପାଇବା ପରେ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଛି।
Bhadrak bulletin
ଭଦ୍ରକ ସହରରେ ଏକ ମାଇକ୍ରୋ ଫାଇନାନ୍ସ ଘରେ ବ୍ୟାପକ ଭାବେ ପୁଟୁଳା ପୁଟୁଳା ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ ଖବର ମିଳିଛି। ଏହି ସୂଚନା ପାଇବା ପରେ ପୋଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଛି।
More news from ଓଡ଼ିଶା and nearby areas
- ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶା ବର୍ତ୍ତମାନ କ୍ଷୀପ୍ର ଗତିରେ ଆଗକୁ ବଢୁଛି।1
- କୋରେଇ ବ୍ଲକର ବନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ଗହ୍ମାରିଆ ଗାଁରେ ବର୍ଷା ଆଶାରେ ଏକ ରୋଚକ ଅଣ୍ଡିରା ବିବାହ ଦେଖିବାକୁ ମିଳିଛି। ଏହି ନିଆରା ପରମ୍ପରା ଅନୁଯାୟୀ, ବର୍ଷା ପାଇଁ ପୁରୁଷ ସହ ପୁରୁଷଙ୍କ ବାହାଘର କରାଯାଇଛି।1
- ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଥିବା ତ୍ରୁଟିକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିବାଦ ସୃଷ୍ଟି ହୋଇଛି। ଅଖିଳ ଭାରତୀୟ ଛାତ୍ର ସଂଘ ଅଭିଯୋଗ କରିଛି ଯେ, ବିଜେପି ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଏକ ଚକ୍ରାନ୍ତ କରୁଛି। ଏହି ପ୍ରତିବାଦର ଅଂଶସ୍ୱରୂପ, ଆଜି ଚାନ୍ଦବାଲି ଠାରେ ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏକାଠି ହୋଇ ପୁସ୍ତକ ଜନିତ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଚାନ୍ଦବାଲି ସହର ପରିକ୍ରମା କରିଥିଲେ। ପରେ, କାଳୀ ମନ୍ଦିର ନିକଟରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏହି ଘଟଣାରେ ଅଖିଳ ଭାରତୀୟ ଛାତ୍ର ସଂଘ ପୁନର୍ବାର ଦୋହରାଇଛି ଯେ, ବିଜେପି ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଛି।1
- ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି। ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।1
- ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।1
- ଭଦ୍ରକ ଜିଲ୍ଲାର ନିଟ୍ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୋଟ ୧୪ଟି ବସ୍ ଯୋଗାଇ ଦିଆଯାଇଛି।1
- ବାଲେଶ୍ୱର ଜିଲ୍ଲାର ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା କର୍ମୀମାନେ ବ୍ଲଡ ପ୍ରେସର ମାପିଥିବା ଘଟଣା ସାମ୍ନାକୁ ଆସିଛି।1
- ଚାନ୍ଦବାଲି ଏନଏସିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନଏସିର ତିନି ନମ୍ବର ୱାର୍ଡରେ ଥିବା ସ୍ମାର୍ଟ ପାର୍କରେ ଏହି ଯୋଗ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।1
- ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ଭାବରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ଏକାଠି ଏକ ମଞ୍ଚରେ ଉପସ୍ଥିତ ହେବେ। ଏହି ଘଟଣାକୁ ଏକ ଐତିହାସିକ ଦିନ ଭାବରେ ବିବେଚନା କରାଯାଉଛି।1