Shuru
Apke Nagar Ki App…
ଢେଙ୍କାନାଳ ସହରସ୍ଥ ମିନି ଷ୍ଟାଡିୟମଠାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ଢେଙ୍କାନାଳ ସହରର ମିନି ଷ୍ଟାଡିୟମଠାରୁ ୪ଟି ବସ ଯୋଗେ ୧୪୮ଜଣ ତ୍ରିର୍ଥଯାତ୍ରୀମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଥିଲେ ।ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରୁ ୬୦ ରୁ ୭୫ ବର୍ଷ ବୟସ୍କ ଏବଂ ବିଧାବା ମହିଳାମାନଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରୀ ଥିଲା l ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ନଡିଆ ଭାଙ୍ଗି ପତାକା ଦେଖାଇ ଶୁଭାରମ୍ଭ କରିବାପରେ ୪ଟି ବସ ମିନି ଷ୍ଟାଡିୟମ ଠାରୁ ବସ ପୁରୀ ଅଭିମୁଖେ ଗଡିଥିଲା ।
Amani Sahoo

More news from Odisha and nearby areas
- Post by News odia odisha1
- Post by Dipak Kumar Nayak1
- Post by Dhenkanal News1
- ବିରାଡ଼ିଆ ନିକଟରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ସୁଦ୍ଧାକର ନାୟକଙ୍କ ମୃତ୍ୟୁ ପରେ ଗାଁଲୋକ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି। ଏହାର ପରିଣାମରେ କପିଳାସ–ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗତ ଦୁଇ ଦିନ ତଳେ ଘଟିଥିବା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ରୋଷ ପ୍ରକାଶ କରୁଛନ୍ତି। ସରକାରୀ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ଗ୍ରାମବାସୀ ଏହି ରାସ୍ତା ରୋକ ଆନ୍ଦୋଳନ କରୁଥିବା ସୂଚନା ମିଳିଛି। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। 👉 ଏହି ଘଟଣା ଆଉଥରେ ମଣିଷ-ହାତୀ ସଂଘର୍ଷ ନେଇ ଗୁରୁତର ପ୍ରଶ୍ନ#Dhenkanal #RoadBlock #ElephantAttack #HumanElephantConflict #OdishaNews #BreakingNews #KapilasRoad #JusticeForSudhakar #VillageProtest #WildlifeConflict #SaveLives #OdishaUpdates1
- Post by Sendhavai1
- ଓଡ଼ିଆ ଡ୍ରାଇଭର ଭାଇ ମାନେ1
- ଏ ସିନେମାକୁ ହୃଦୟରୁ ଦେଖନ୍ତୁ, ବହୁତ କିଛି ଶିଖିପାରିବେ | ବହୁତ ବଡ଼ ମେସେଜ ଅଛି ସିନେମାରେ ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Amrit Prasad Das1