Shuru
Apke Nagar Ki App…
ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ କେବଳ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଆସନ୍ତା ଏପ୍ରିଲ ୧୦ ତାରିଖ ବେଳକୁ ଏହି ମହାକାଶ ଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ସୂଚନା ରହିଛି । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି ।
Tapasdas 6372788705

More news from Dhenkanal and nearby areas
- Post by Tapasdas 63727887052
- Post by Dipak Kumar Nayak2
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମ ଦେଶରେ ମଧ୍ୟ ବହୁ ସମସ୍ୟାମାନ ଦେଖା ଦେଇଛି । ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସାଂଗକୁ ରନ୍ଧନ ଗ୍ୟାସ ନ ମିଳିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆପଣମାନେ ଦେଖୁଥିବା ଏହି ଦୃଶ୍ୟଟି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର । ଏହାକୁ ଦେଖି ଆପଣମାନେ ଆମେ କଣ କହିବାକୁ ଚାହୁଁଚୁ ଜାଣିପାରୁଥିଲେ । ଭାପୁରରେ ଗ୍ୟାସ ବିତରଣ କେନ୍ଦ୍ରରେ ଏହି ଭଳି ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଛି । ଛଦେଶବାସୀ ଗ୍ୟାସ ପାଇଁ ଦିନ ତମାମ ଗ୍ୟାସ ଟାଙ୍କିକୁ ଲାଇନରେ ରଖି ଛିଡା ହେବାକୁ ପଡୁଛି । ଶେଷରେ କିଏ ପାଉଛି ତ କିଏ ଗ୍ୟାସ ଟାଙ୍କିକୁ ମୁଣ୍ଡେଇ ମୁଣ୍ଡେଇ ହତାସ ହୋଇ ଘରକୁ ଫେରିଛନ୍ତି I ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣୀ ।1
- Post by Dhenkanal News1
- କଟକ ବିଜେଡ଼ିକୁ ଶକ୍ତ ଧକ୍କା ! ପୁଣି ପ୍ରଭାତ ବିଶ୍ୱାଳଙ୍କ ମାଷ୍ଟର ଷ୍ଟ୍ରୋକ। ବିଜେଡ଼ି ଦଳ ଛାଡିଲେ ଚୌଦ୍ବାର-କଟକର ଶତାଧିକ ଯୁବ ଓ ଛାତ୍ର କର୍ମକର୍ତ୍ତା।1
- Post by NEWS7ODIA1
- Post by Gagan Bhoi1
- Post by Tapasdas 63727887051