Shuru
Apke Nagar Ki App…
ଝାର ସୁଗୁଡା ଜିଲ୍ଲା ଜୁନିଅର ରେଡ୍ କ୍ରସ୍ର ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
TV5 ଓଡ଼ିଶା
ଝାର ସୁଗୁଡା ଜିଲ୍ଲା ଜୁନିଅର ରେଡ୍ କ୍ରସ୍ର ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
More news from ଓଡ଼ିଶା and nearby areas
- 🌹♥️🇹🇯🤭♥️🙂🌹🇹🇯💋♥️1
- ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସ୍ୱାସ୍ଥ୍ୟ ସେବା ଦିଗରେ ମାଇଲ ଖୁଣ୍ଟ ଥିବା ଆମ୍ବୁଲାନ୍ସ ସେବା ଠପ ହୋଇ ପଡି ଥିବା ବେଳେ ନୁଆଁଖାଇ ଯୋଗୁଁ ଜଣେ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଟିଟିଲାଗଡ଼ ରେ ନୂତନ ଡାକ୍ତର ଖାନା ଯାହା ସାତ କିମି ଦୁର, ସବିଶ ନାଗ (ଛଦ୍ମନାମ) ନାମକ ଜଣେ ଏଡ୍ସ ଆକ୍ରାନ୍ତ ଦୀର୍ଘ ତିନି ମାସ ଧରି ଏ ଆର ଟି ଔଷଧ ପାଇଁ ବଲାଙ୍ଗୀର ଅର୍ଥ ଅଭାବ ରୁ ଯାଇ ନ ପାରି ଆମ୍ବୁଲାନ୍ସ କୁ ଫୋନ କରି ଥିଲେ, ସୁଦ୍ଧା ଦୁଇ ଦିନ ଧରି ଡାକ୍ତରଖାନା ପହଁଚି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଦୁଇ ଘଣ୍ଟା ତିନି ଘଣ୍ଟା ଲାଗିବ ଅଟୋ ଭଡା କରି ଯାଅ ବୋଲି କହିବା ସହ ବର୍ତମାନ ତାଙ୍କୁ ଦୁର୍ବ୍ୟବହାର କରିବା ପଡିଶା ଲୋକେ ଅଭିଯୋଗ କରିଛନ୍ତି। ଜଣେ ଅସହାୟ ଭଦ୍ର ବ୍ୟକ୍ତି ଙ୍କ ଭଳି ବିଳମ୍ବିତ ରାତ୍ରି ରେ ହଉ କି ଦିନରେ ଅଟୋ କରିବା କୁହା ଯାଉଛି। ଟିଟିଲାଗଡ଼ ହାଟପଦା ର ଏହି ବ୍ୟକ୍ତି ଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିବା ବେଳେ ତୁରନ୍ତ ବିଭୀଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଇ ବାସୀ ଦାବୀ କରିଛନ୍ତି। ପ୍ରକାଶ ଯେ, ଏହି ଆମ୍ବୁଲାନ୍ସ ଵାଲା ଓ ଅଟୋ ଵାଲା ମିଶି ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା ପକେଇ ଦେଇଛନ୍ତି। ଯାହା ଆରମ୍ଭ ରୁ ଏସ ଡ଼ି ଏମ ଓ ଙ୍କ ନିକଟରେ ଅଭିଯୋଗ ସତ୍ୱେ ଜାଣି ଶୁଣି ନିରବ ଥିବା ଲିଖିତ ଅଭିଯୋଗ ହୋଇଛି। ୫୦୦/୭୦୦ ଟଙ୍କା ଅଟୋ ଭଡା ପାଇଁ ଟଙ୍କା ଅଭାବ ରୁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। ଆଜି ନୂଆଁଖାଇ ଖାଇ ଯୋଗୁଁ ଏହି ସେବା ସମୁର୍ଣ ଠପ ହୋଇ ପଡିଛି। ବିଭାଗୀୟ ସଚିବ ନିଜେ ଏ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସେବା ସିବିଓ ସଭାପତି ଲମ୍ବୋଦର ଛତ୍ରୀୟା ଦାବୀ କରିଛନ୍ତି।4
- ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା1
- କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.1
- କଣ୍ଟାମାଳ ପୁଲିସକୁ ମିଳିଛି ଏକ ବଡ଼ ସଫଳତା ବଲମତୁମ୍ବା ସଂରକ୍ଷିତ ଜଙ୍ଗଲରୁ ୨୫୦କେଜି ଗଞ୍ଜେଇ ଜବତ । କଣ୍ଟାମାଳ :୧୪/୯/୨୦୨୬ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୁଲିସକୁ ମିଳିଛି ଏକ ବଡ଼ ସଫଳତା l କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲ ରେ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଜବତ କରିଥିବା ବେଳେ ସୂଚନା ପାଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି | ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ କଣ୍ଟାମାଳ ଥାନାଧିକାରୀ ଓମପ୍ରକାଶ ମହାନ୍ତି ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କଣ୍ଟାମାଳ ଥାନା ଅନ୍ତର୍ଗତ ବଲମତୁମ୍ବା ସଂରକ୍ଷିତ ଜଙ୍ଗଲକୂ ଯାଇ ସୂଚନା ଆଧାରରେ ଜଙ୍ଗଲ ରେ ଖୋଜାଖୋଜି କରିଥିଲେ l ସର୍ଚ୍ଚ ଅପରେସନ ସମୟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୫ଟି ଜରି ବସ୍ତା ଜବତ କରିଥିଲେ | ତେବେ ପୁଲିସର ଚଢ଼ାଉ ସମ୍ପର୍କରେ ସୁରାକ ପାଇ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରିଥିଲେ । ଜବତ୍ ଗଞ୍ଜେଇର ପରିମାଣ ୨ କୁଇଣ୍ଟାଲ ୫୦କେଜି ହୋଇଥିବା କଣ୍ଟାମାଳ ପୁଲିସ ସୂଚନା ଦେଇଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କଣ୍ଟାମାଳ ଥାନାଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି l1
- ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 📰 ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ। 🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା। 🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି। 🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି। 🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର। 📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।1
- ଜନସେବା ରୁ ରାଷ୍ଟ୍ରସେବା - 2029 ପୂର୍ବରୁ ସମସ୍ତ NDA ଶାସିତ 21 ଟି ରାଜ୍ୟରେ UCC ଲାଗୁ ହେବ - ଗୃହମନ୍ତ୍ରୀ ଅମିତ ଶାହ ବଡ ଘୋଷଣା1
- ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ, ସମସ୍ତ ଗୁରୁଜନ, ସମସ୍ତ ଙ୍କୁ ନୁଆଁଖାଇ ଜୁହାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହ, ସମସ୍ତ ଗୁରୁଜନ, ସମସ୍ତ ଙ୍କୁ ନୁଆଁଖାଇ ଜୁହାର 🌹🙏🌹 ହରିନାରାୟଣ ମିଶ୍ର3