ପଦ୍ମପୁର ଗ୍ରାମ ନିକଟରେ ସଂଗଠିତ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୫ ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି ପୋଲିସ ପଦ୍ମାପୁର ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଚାଲିଥିବା ସଂଗଠିତ ଜୁଆ ଖେଳକୁ ଠାବ କରି ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୭୮/୨୦୨୬, ତା.୧୩.୦୯.୨୦୨୬, ଦଫା ୧୧୨(୨) BNS ସହ ଓଡ଼ିଶା ଜୁଆ ନିବାରଣ ଆଇନର ଦଫା ୩ ଅନୁଯାୟୀ ମାମଲା ରୁଜୁ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ୧୩.୦୯.୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୫.୨୦ ମିନିଟ୍ ସମୟରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପ୍ରାୟ ୨୦ ଜଣ ବ୍ୟକ୍ତି ଟଙ୍କା ବାଜି ଲଗାଇ ତାସ ଖେଳୁଥିବା ବେଳେ ପୋଲିସକୁ ଦେଖି କେତେକ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ। ଘଟଣାସ୍ଥଳରୁ ପୋଲିସ ଗଙ୍ଗାଡା ଗଣେଶ (୫୦), ଏଚ୍ଚେର୍ଲା, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ଭାଙ୍ଗାପାଲି ଲକ୍ଷ୍ମୀ ନାରାୟଣ (୫୦), ହୀରାମଣ୍ଡଳମ, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ପୁନ୍ନାନା ମୋହନ ରାଓ (୪୦), ଜାମିଗାଁ, ପାରଳାଖେମୁଣ୍ଡି; ଗୌତମ ସାହୁ (୨୭), ପାରଳାଖେମୁଣ୍ଡି ଏବଂ ଏମ୍. ଶଙ୍କର (୩୨), ପାରଳାଖେମୁଣ୍ଡିଙ୍କୁ ଧରିଥିଲା। ଚଢ଼ାଉ ଓ ତଲାସି ସମୟରେ ଘଟଣାସ୍ଥଳରୁ ନଗଦ Rs. ୧,୬୨,୩୦୦/-, ୨ ପ୍ୟାକେଟ୍ ତାସ, ୫ଟି ମୋବାଇଲ୍ ଫୋନ୍ ଏବଂ ୩ଟି ମୋଟରସାଇକେଲ୍ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଛାଟିଆ ଜଙ୍ଗଲ ଓ କାଜୁ ବଗିଚା ଭଳି ସ୍ଥାନରେ ଏହି ଜୁଆ ଖେଳର ଆୟୋଜନ କରାଯାଉଥିଲା ଏବଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବ୍ୟକ୍ତି ଟଙ୍କା ବାଜି ଲଗାଇ ଏଥିରେ ଭାଗ ନେଉଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।

- କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା କୁକୁଡ଼ାଖଣ୍ତିରେ ବୁଲିଲା ଖଣ୍ଡା,ଫୁଟିଲା ବୋମା ଦୁଇ ଜଣକୁ ଚେତିଲେ ସାହିବାସୀ , ପୋଲିସ ଗାଡି ଭଙ୍ଗାରୁ ଉତ୍ତେଜନା ଦୁଇ ପ୍ଲାଟୁନ ଫୋର୍ସ ନିୟୋଜିତ1
- ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ । ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।3
- Mota Badi Panchayat breaking news my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha Mota Badi Panchayat breaking news my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4
- ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !1
- ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.1
- Post by Sanatan dakua1
- ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha Mota vadi Panchayat breaking news Mota Badi Panchayat breaking news my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4