ସମାଜସେବୀ କୁଡ଼ାଣୀ ସାହୁଙ୍କ ଷଷ୍ଠତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେବଗଡ଼: ଆଜି ବୁଧବାର ସକାଳ ୧୦ ଟା ସମୟରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ଦେହୁରୀପାଳ ଠାରେ କୁଡ଼ାଣି ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ସମାଜସେବୀ କୁଡ଼ାଣି ସାହୁଙ୍କର ଷଷ୍ଠତମ ଶ୍ରାଦ୍ଧ ଦିବସରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଆଗାମୀ ଦିନରେ ଟ୍ରଷ୍ଟର ଉଦ୍ଧେଶ୍ୟ ଏବଂ ଲକ୍ଷ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ। ଏବଂ ଶେଷରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ "ଏକ ପେଡ ମା କେ ନାମ" ଅନୁସାରେ ସେଠାରେ ମୁଖ୍ୟ ଅତିଥି ସେମ୍ ହେମରମ୍ ଏବଂ ପଳସମା ପଞ୍ଚାୟତ ସରପଞ୍ଚ ଶୁଶିଲ କୁମାର, ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, ପଳସମା ବିଟ୍ ଫରେଷ୍ଟର ହେମନ୍ତ ବରିଆ, ଦେହୁରୀପାଳ ଗ୍ରାମର ସଭାପତି ରମାକାନ୍ତ ଲହରା, ସମ୍ପାଦକ ରଣଜିତ ପ୍ରଧାନ, ଟ୍ରଷ୍ଟିର ସଭାପତି ସୁରେଶ ଚନ୍ଦ୍ର ସାହୁ ସମ୍ପାଦକ ଗଗନ ବିହାରୀ ସାହୁ, ତଥା ସମାଜସେବୀ ଭାଗିରଥି, ଡମ୍ବରୁଧର ବେହେରା, ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା। ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଫଳ ଚାରା ଗଛ ବଣ୍ଟନ କରାଯାଇଛି । ସମସ୍ତ ଟ୍ରଷ୍ଟି ଯଥା: ଗଗନ ବିହାରୀ ସାହୁ, ପ୍ରେମାନନ୍ଦ ନାୟକ, ଲିକି ପ୍ରଧାନ, ରତନୀ ପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେହୁରୀପାଳ ଗ୍ରାମର ଗ୍ରାମବାସୀ ସହିତ ଅନ୍ୟାନ୍ୟ ଗ୍ରାମର ଗ୍ରାମବାସୀ ମଧ୍ୟ ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- ବୌଦ୍ଧ ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ I #boudhkhabar #ବୌଦ୍ଧ1
- ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ଅନୁଷ୍ଠିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଜିଲ୍ଲା ସ୍ତରୀୟ ସୁଶାସନ କର୍ମଶାଳା ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଂଘିଯୁବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୯୭ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଗୋଟିଏ ଅଭିଯୋଗ ପତ୍ର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ସପ୍ତାହ ୧୯-୨୫ ଡିସେମ୍ବର ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ସୁଶାସନ ସମ୍ପର୍କୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସୁଶାସନ କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲାର ସୁଶାସନ ଉପରେ ଆଲୋଚନା କରାଯାଇଥିଲା।1
- ଆଠଗଡ଼ ମହୋତ୍ସବ -20251
- ମିନି କେଦାରନାଥ ର ଦେଖନ୍ତୁ3
- Mid_Night_Mashup_26_Organize_By_Mehfiil_Restaurant_Full_Details_video_Food_Fun_Masti1
- OTV କିସ୍ କୁ ବିରୋଧ କରୁଛି କଣ ପାଇଁ1
- Post by Sandeep Barla1
- OTV ମାଲିକ ଏ କୁନି ଝିଅ ର ବାପା ଙ୍କୁ ମାରିଦେଲେ କି?1