logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#

3 hrs ago
user_Bighne Rana
Bighne Rana
Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
3 hrs ago

#

More news from Ganjam and nearby areas
  • ହାତୀ ଆତଙ୍କରେ କକୁଆ ଭୟ.... ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତର ବାଙ୍କତରା ଗ୍ରାମରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରବ। ଧାନ ବସ୍ତା, ନଡ଼ିଆ ଓ କଦଳୀ ଗଛ ନଷ୍ଟ ସହ ଗୁହାଳ ଭାଙ୍ଗି ଗୋରୁ ଆହତ। ବନବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇବା ଉଦ୍ୟମ ଚାଲିଛି। ଧନ–ଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ସାରା ରାତି ଉଜାଗର, ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ବଡ଼ କ୍ଷତି ସହିଛନ୍ତି।
    2
    ହାତୀ ଆତଙ୍କରେ କକୁଆ ଭୟ....
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ରେଞ୍ଜ ଅନ୍ତର୍ଗତ କୁଡୁତାଇ ପଞ୍ଚାୟତର ବାଙ୍କତରା ଗ୍ରାମରେ ଗତ ଦୁଇ ଦିନ ଧରି ହାତୀ ଉପଦ୍ରବ। ଧାନ ବସ୍ତା, ନଡ଼ିଆ ଓ କଦଳୀ ଗଛ ନଷ୍ଟ ସହ ଗୁହାଳ ଭାଙ୍ଗି ଗୋରୁ ଆହତ। ବନବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇବା ଉଦ୍ୟମ ଚାଲିଛି। ଧନ–ଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ସାରା ରାତି ଉଜାଗର, ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ବଡ଼ କ୍ଷତି ସହିଛନ୍ତି।
    user_Ganjam Khabar
    Ganjam Khabar
    Journalist Bhanjanagar, Ganjam•
    13 hrs ago
  • ଆମକୁ ଖବର ପଠାଇବା ପାଇଁ ଯୋଗାଯୋଗ କରନ୍ତୁ, 9337125578. 7653929869
    1
    ଆମକୁ ଖବର ପଠାଇବା ପାଇଁ ଯୋଗାଯୋଗ କରନ୍ତୁ, 9337125578. 7653929869
    user_Hareram karuan
    Hareram karuan
    Reporter Nuapada, Odisha•
    14 hrs ago
  • ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଶ୍ରମିକ ସାଜିଲେ ବିଡ଼ିଓ: ସୋଡ଼କ ଗ୍ରାମରେ ପାଳିତ ହେଲା ରୋଜଗାର ଦିବସ
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସୋଡ଼କ ଗ୍ରାମରେ ନୂତନ ବର୍ଷ ଅବସରରେ 'ଭି ବି ଜି ରାମ ଜୀ' ରୋଜଗାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ନିଜେ କୋଦାଳ ଓ ମାଟି କଢ଼େଇ ଧରି ଶ୍ରମିକମାନଙ୍କ ସହ ମିଶି କାମ କରିବା ସହ ସେମାନଙ୍କୁ ଉତ୍ତରୀୟ ଓ ମିଠା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବୈଷୟିକ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରମଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • gahangu gaa kadli gacha holitipodichi🥺🥺❌🤣🤣🤣
    1
    gahangu gaa kadli gacha holitipodichi🥺🥺❌🤣🤣🤣
    user_ମୋର ଗାଁ ଗହଙ୍ଗୁ
    ମୋର ଗାଁ ଗହଙ୍ଗୁ
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    18 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    3 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur, Odisha•
    12 hrs ago
  • ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    1
    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    20 hrs ago
  • #ଥରୁଛନ୍ତି_ହିନ୍ଦୁ_୨୦ଦିନରେ_ମଲେଣି_୭ଜଣ_ହିନ୍ଦୁ_ବାଂଲାଦେଶରେ ବାଂଲାଦେଶରେ ଥରୁଛନ୍ତି ହିନ୍ଦୁ ୨୦ ଦିନରେ ମଲେଣି ୭ ଜଣ ହିନ୍ଦୁ ଜାଣି ଜାଣି ପାଟିରେ ପୁରାଉଛନ୍ତି ପୋକ ମରା ଔଷଧ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    #ଥରୁଛନ୍ତି_ହିନ୍ଦୁ_୨୦ଦିନରେ_ମଲେଣି_୭ଜଣ_ହିନ୍ଦୁ_ବାଂଲାଦେଶରେ
ବାଂଲାଦେଶରେ ଥରୁଛନ୍ତି ହିନ୍ଦୁ ୨୦ ଦିନରେ ମଲେଣି ୭ ଜଣ ହିନ୍ଦୁ ଜାଣି ଜାଣି ପାଟିରେ ପୁରାଉଛନ୍ତି ପୋକ ମରା ଔଷଧ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    1
    ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।
    user_Ganjam Khabar
    Ganjam Khabar
    Journalist Dharakote, Ganjam•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.