Shuru
Apke Nagar Ki App…
ଢେଙ୍କାନାଳ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ମସଜିଦ ତୌହିଦରେ ଶାନ୍ତି ଓ ଧର୍ମ ଶିକ୍ଷା ପାଇଁ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେଲା। ସଭାପତି ସୁଲେମାନ ଅଲୀ ଖାଁ ଉଦଘାଟନ କରି ଶିକ୍ଷା ଓ ନୀତିର ମହତ୍ତ୍ୱ ଉପରେ ଆଲୋକପାତ କଲେ। ମୌଲବୀ ଜଲାଲ ଉଦ୍ଦିନ ଓ ମୌଲବୀ ମୁଜାଫର ଖାଁ ନେତୃତ୍ୱ ଦେଉଥିବା ଏହି ଶିବିରରେ କୋରାନ ପାଠ, ଖିଲାଫତ ଅହମଦିୟା, ଦେଶପ୍ରେମ ଓ ପୈଗମ୍ବର ମୁହମ୍ମଦ ଙ୍କ ଜୀବନୀ ଉପରେ ପାଠ ହେଉଛି।
ଆମ ଢେଙ୍କାନାଳ ଆମ ଗୌରବ

More news from Cuttack and nearby areas
- ଆଠଗଡ଼ ମହୋତ୍ସବ -20251
- ମିନି କେଦାରନାଥ ର ଦେଖନ୍ତୁ3
- ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 83289683021
- OTV କିସ୍ କୁ ବିରୋଧ କରୁଛି କଣ ପାଇଁ1
- Jay Jagannath 🙏1
- ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।1
- ବୌଦ୍ଧ ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ସାମ୍ବାଦିକ ସମ୍ମିଳନୀ I #boudhkhabar #ବୌଦ୍ଧ1
- OTV ମାଲିକ ଏ କୁନି ଝିଅ ର ବାପା ଙ୍କୁ ମାରିଦେଲେ କି?1