ଗଞ୍ଜାମ ଜିଲ୍ଲା ଏକ ଦିବସୀୟ ହଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୂର୍ବତନ ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ପୋଲସରା ୨୧/୦୩/୨୬ ପୋଲସରା ବ୍ଲକ୍ ଚିରିକିପଡ଼ା ଶାସନ ଗ୍ରାମ ବାଲୁଙ୍କେଶ୍ବର ଖେଳ ପଡ଼ିଆ ଠାରେ ଆୟୋଜିତ ବାଲୁଙ୍କେଶ୍ୱର ଏକ ଦିବସୀୟ ହଙ୍ଗାମା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବାଲୁଙ୍କେଶ୍ବର ଯୁବକ ମାନଙ୍କ ତରଫରୁ ଅଞ୍ଚଳର ୮ ଗୋଟି ଦଳକୁ ନେଇ ଏକ ଦିବସୀୟ ୫ ଓଭର ବିଶିଷ୍ଟ ହଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହାସହିତ ଖେଳାଳି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ଭଲ ଖେଳ ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିବା ପାଇଁ ପରାମର୍ଶ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ରୂପେ ବାସୁଦେବ ନାୟକ,ପୃଥିବୀରାଜ ନାୟକ,ତିର୍ଥ ନାୟକ,ତୁତୁନୁ ପ୍ରଧାନ,ସାଗର ସାହୁ,ରାଜିବ ସାହୁ ଉପସ୍ଥିତ ଥିଲେ। ଚିରିକିପଡା ଶାସନ,ଗୋଠଳି, ବରଗାଁ,ବର୍ତ୍ତିନୀ, ନାତୁଣୀ ବାଡ଼ି,ବୋରସିଙ୍ଗ,ବଉଦିଆପଲ୍ଲୀ,ଚି.ଶାସନ ସିକ୍ସର ଇଲେଭେନ ଭାଗ ନେଇଥିବା ବେଳେ ବୋରସିଙ୍ଗ ଦଳ ବିଜୟ ଓ ଚିରିକିପଡା ଶାସନ ଦଳ ଉପବିଜେତା ହୋଇଥିଲେ। ଶିବଶଙ୍କର ସ୍ବାଇଁ, ରିତେଶ ପ୍ରଧାନ,ଅନୁପ ସେଠୀ,ଦିପକ ସାହୁ ଆଲୋକ ମହାପାତ୍ର ସମେତ ବାଲୁଙ୍କେଶ୍ବର ସଂଘର ଯୁବକ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

- T ,3Brahmapur Sadar, Ganjam😡on 22 March

- କୁକୁଡ଼ାଖଣ୍ଡି ବ୍ଲକ୍ରେ “ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ” କୋର୍ଟ ସ୍ଥାପନ ସେପରି ଉପଯୁକ୍ତ ଜାଗା ଉପଲବ୍ଧ ନଥିବାରୁ ନିକଟବର୍ତ୍ତୀ ଆଙ୍କୁଶପୁରକୁ ପ୍ରାଥମିକତା ଦିଆଯାଇଛି ।1
- ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia1
- Post by Narattam Kumar padhy4
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନାରେ ଆଜି ହୋଇଛି ଦୁଇଟି ଦୁଷ୍କର୍ମ ମାମଲା, ଗୋଟିଏ ଘଟଣାରେ ନିଜ ବାପା ଜନ୍ମିତ ଝିଅକୁ ଦୁଷ୍କର୍ମ କରି ପ୍ରସୂତି ପରେ ଖୋଲିଲା ଗୁମର. ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ମାମଲାରେ ଜଣେ ଭିକାରୁଣୀଙ୍କୁ ଜଣେ ଯୁବକ ଭିକ୍ଷା ଦେବାକୁ ଡାକିନେଇ ଦୁଷ୍କର୍ମ ପରେ ହେଲା ଗିରଫ.1
- 🤭🙂🙄🥺🥺🙄🙄🙄🙄🙄1
- Post by SOUMYA RANJAN1
- ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।1
- ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।1