Shuru
Apke Nagar Ki App…
ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ପଲ ଏହି ବାଟ ଦେଇ ଯାଉଥିବା ବେଳେ ଛୁଆ ହାତୀ କେନାଲ ଭିତରକୁ ଖସି ପଡ଼ିଥିଲା। ପରେ ମା' ହାତୀ ତାକୁ ଉଦ୍ଧାର କରିବାକୁ ଯାଇ, ସେ ମଧ୍ୟ କେନାଲ ଭିତରକୁ ପଳାଇଥିଲା । ପରେ ଦୁଇ ଜଣ କେନାଲରେ ଭିତରେ ଫସି ଯାଇଥିଲେ। ସେପଟେ ଦୀର୍ଘ ସମୟର କସରତ ପରେ ଉଦ୍ଧାର କଲା ବନବିଭାଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆ ମୁଖ୍ୟ କେନାଲରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।
Md pinku

- FFffAnugul, Odisha😢15 hrs ago
More news from Hindol and nearby areas
- ମା ଅନ୍ଧାରି ଙ୍କ ମନ୍ଦିର ହିନ୍ଦୋଳ ଢେଙ୍କାନାଳ 📍🙏#odisha #ହିନ୍ଦୋଳ #dhenkanal #viralvideo temple1
- ଅନୁଗୁଳ ପୌରପାଳିକା ରେ ଉତ୍ସାହର ସହ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ।1
- ଅନୁଗୁଳ ଛାଡ଼ି ବାହାରିଲୁ ଘରକୁ🥰||ନାନୀ ଭଣଜାର ହେଲା ମନ ଦୁଃଖ ||1
- ଚାଲିଛି ମେଲୋଡି#ବାଗଧରିଆ,ନରସିଂହପୁର ମଞ୍ଚରେ(ତୃତୀୟ ରଜନୀରେ)ଆଜିର ନାଟକ ଓଡ଼ିଶାର_ମୁଖ୍ୟମନ୍ତ୍ରୀ_ରାଣୀ_ପଣ୍ଡାଅପେରନା1
- ନରସିଂହପୁର ପଦ୍ମପୁର ଭାଗବତ ମଣ୍ଡଳୀ ପିଙ୍କିଦିଦିଙ୍କ କଣ୍ଠରୁ ଶୁଣନ୍ତୁ ସୃଷ୍ଟିସର୍ଜନା ଚମତ୍କାର ଜିତୁଭାଇଙ୍କ ବାଦ୍ୟରେ1
- ଓଡିଶା ଡ୍ରାଇଭର ମହାସଂଘ ଅନୁଗୁଳ ବ୍ଲକ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।#Angul LIVE.1
- ଗଣିଆ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l1
- jagannath Temple Anugulu (ଅନୁଗୁଳ)1