ଗାଳି ଗୁଲଜ ଦ୍ଵାରା କୌଣସି ସମସ୍ୟା ର ସମାଧନ ହୁଏ ନାହିଁ, ପରିବର୍ତ୍ତେ ଦିଗହରା ଯୁବ ପିଢୀ ଙ୍କୁ ସଠିକ୍ ବାଟ ଦେଖାଇବା ଦରକାର: ପ୍ରଧାନମନ୍ତ୍ରୀ ଗାଳିଗୁଲଜ ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏନାହିଁ, ପରିବର୍ତ୍ତେ ଦିଗହରା ଯୁବପିଢ଼ିଙ୍କୁ ସଠିକ୍ ବାଟ ଦେଖାଇବା ଦରକାର': ଇନ୍ଷ୍ଟାଗ୍ରାମ୍ ରିଲ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଷ୍ଟାଗ୍ରାମ୍ରେ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରି ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। "ଗାଳିଗୁଲଜ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ। ଆସନ୍ତୁ ଦିଗହରା ଯୁବକଙ୍କୁ ମାର୍ଗଦର୍ଶନ କରିବା, ଏକାଠି ମିଶି ଦେଶ ପାଇଁ କାମ କରିବା" – ଏହି ବାର୍ତ୍ତା ସହ ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସମ୍ପ୍ରତି ଛାତ୍ର ଆନ୍ଦୋଳନ ସମୟରେ କିଛି ଦିଗହରା ଯୁବକଙ୍କ ଦ୍ୱାରା ବ୍ୟବହୃତ ଅଶୋଭନୀୟ ଭାଷା ଓ କଟୁକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ରୋଧ କିମ୍ବା ଆକ୍ରୋଶ କୌଣସି ସମସ୍ୟାର ସମାଧାନ ଆଣିନଥାଏ। ସମାଜ ଓ ଶାସନ ବ୍ୟବସ୍ଥା ଭୁଲ ବାଟରେ ଯାଉଥିବା ଯୁବକମାନଙ୍କୁ ଦଣ୍ଡିତ କରିବା ଅପେକ୍ଷା ସେମାନଙ୍କୁ ସଠିକ୍ ପଥ ଦେଖାଇବା ଏବଂ କ୍ଷମାପୂର୍ଣ୍ଣ ମନୋଭାବ ରଖିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଆଦୃତ ହୋଇଛି। ଯୁବସମାଜକୁ ସଠିକ୍ ଦିଗଦର୍ଶନ ଦେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତି ଓ ସଂଯମତାର ସହ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.1
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- ଆସିକା : ନଳବଣ୍ଟା ଗ୍ରାମରେ ପୋଲିସର ଜୋରଦାର ଚଢାଉ, ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମ ର ଗୋଟିଏ ଘରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ଖବରପାଇ ଅତର୍କିର ଚଢ଼ାଉ କରିଛି ପୋଲିସ l ଆସିକା SDPO ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଆସିକା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ନଳବଣ୍ଟା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ କରିଛନ୍ତି । ବର୍ଷ ତମାମ ଏଠାରେ ବେଆଇନ ବାଣ ତିଆରି ହେଉଥିଲା । ପୂର୍ବରୁ ଅନେକ ଅଘଟଣ ମଧ୍ୟ ଘଟିସାରିଛି ।1