ଆସିକା ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା, ଭକ୍ତିରେ ଝୁମିଲା ସହର । ଆସିକା ଅଞ୍ଚଳରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାକୁ ନେଇ ଗତ କିଛି ଦିନ ହେଲା ଆସିକା ସହର ସମେତ ସମଗ୍ର ବ୍ଲକ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଛୋଟ ବଡ ସମସ୍ତେ ଗଣେଶ ପୂଜାରେ ମଜ୍ଜି ଯାଇଛନ୍ତି। ଆସିକା ଲକ୍ଷ୍ମୀ ବଜାର, ପାଠାଗାର, ତାଲିକା ଛକ, ଖମ୍ବେଶ୍ବରୀ ପାଟଣ, ବାଣୀବିହାର, ମହାତ୍ମାଗାନ୍ଧୀ ରୋଡ, ଯୋକବନ୍ଧ ସାହି, ଆସିକା ପୌରପରିଷଦ ସମେତ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ସଜାଯାଇ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଗଣେଶ ପୂଜା ପାଳନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ସକାଳୁ ପୂଜା ଆରମ୍ଭ ହୋଇଥିଲା। ପୁରୋହିତ ମାନେ ବିଧି ମୁତାବକ ପୂଜାର୍ଚନା କରିଥିଲେ। ଶଙ୍ଖ, ଘଣ୍ଟ, ଢୋଲ ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଭକ୍ତମାନେ ଲଡୁ, ଫୁଲ, ଫଳ ନୈବେଦ୍ୟ ଅର୍ପଣ କରି ଆଶୀର୍ବାଦ କାମନା କରିଥିଲେ।ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାତିରେ ଭଜନ, କୀର୍ତ୍ତନ ଓ ଡିଜେ ଲାଇଟ ସହ ନୃତ୍ୟ ଗୀତ ଚାଲିଛି। ଯୁବକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଆସିକା ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା, ଭକ୍ତିରେ ଝୁମିଲା ସହର । ଆସିକା ଅଞ୍ଚଳରେ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାକୁ ନେଇ ଗତ କିଛି ଦିନ ହେଲା ଆସିକା ସହର ସମେତ ସମଗ୍ର ବ୍ଲକ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଛୋଟ ବଡ
ସମସ୍ତେ ଗଣେଶ ପୂଜାରେ ମଜ୍ଜି ଯାଇଛନ୍ତି। ଆସିକା ଲକ୍ଷ୍ମୀ ବଜାର, ପାଠାଗାର, ତାଲିକା ଛକ, ଖମ୍ବେଶ୍ବରୀ ପାଟଣ, ବାଣୀବିହାର, ମହାତ୍ମାଗାନ୍ଧୀ ରୋଡ, ଯୋକବନ୍ଧ ସାହି, ଆସିକା ପୌରପରିଷଦ ସମେତ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ସଜାଯାଇ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ସରକାରୀ ଓ
ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଗଣେଶ ପୂଜା ପାଳନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ସକାଳୁ ପୂଜା ଆରମ୍ଭ ହୋଇଥିଲା। ପୁରୋହିତ ମାନେ ବିଧି ମୁତାବକ ପୂଜାର୍ଚନା କରିଥିଲେ। ଶଙ୍ଖ, ଘଣ୍ଟ, ଢୋଲ ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଭକ୍ତମାନେ ଲଡୁ, ଫୁଲ, ଫଳ ନୈବେଦ୍ୟ ଅର୍ପଣ କରି ଆଶୀର୍ବାଦ କାମନା କରିଥିଲେ।ଏହି
ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାତିରେ ଭଜନ, କୀର୍ତ୍ତନ ଓ ଡିଜେ ଲାଇଟ ସହ ନୃତ୍ୟ ଗୀତ ଚାଲିଛି। ଯୁବକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha4
- breaking news Mota Badi panchayat my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha breaking news Mota vadi panchayat4
- ପଞ୍ଚାୟତ ଘମାଘୋଟ କୁ ନେଇ ଗାଁ ରେ ପହଂଚିବ ଫୋକସ ପ୍ଲସ, ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ !1
- ଖାଣ୍ଟି ସୁନାରେ ଚମକିଲେ ଅଗ୍ରପୂଜ୍ୟ। ଖଞ୍ଜା ହୋଇଛି ଚକ୍ ଚକ୍ କରୁଥିବା ହୀରା। ହାଇଦ୍ରାବାଦ ବେଗମ ବଜାରର 'ଲିଚି ପର୍ଲ ସେଟ୍ ଜୁଏଲ୍ସ' ଶୋ’ରୁମ୍ ରେ ଗଣେଶ ଚତୁର୍ଥୀ ଅବସରରେ ଦେଖିବାକୁ ମିଳିଛି ଗଣେଶଙ୍କ ସୁନା ଓ ହୀରାର ମୂର୍ତ୍ତି। Aspectacular Ganesha idol made of 24-carat gold has become the centre of attraction in Hyderabad during Ganesh Chaturthi celebrations. The idol has been displayed at the Leechi Pearl Set Jewels showroom in Begum Bazaar.1
- ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ଓ ବିଧାୟକଙ୍କୁ କରିଛନ୍ତି ପ୍ରଶ୍ନ କୁକୁଡ଼ାଖଣ୍ତି ଠାରେ ବୋମାମାଡ଼ ଘଟଣାରେ ଧଳାଜହର ଲିଙ୍କ୍,ସମାଧାନ କରିବାକୁ ପହଞ୍ଚିଲେ ବିଧାୟକ1
- ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha1