କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ୭୯ ନମ୍ବର ବୁଥ୍ ନଈଗାଁ ଯଜ୍ଞ ମଣ୍ଡପ ପରିସରରେ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ସାମୂହିକ ଭାବେ ଶ୍ରବଣ କରାଯାଇଥିଲା। ଏହି ଅବସରରେ ପଳାଶପଙ୍ଗା ମଣ୍ଡଳ ଉପସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ନଳିନୀ ମହାନ୍ତ, ପର୍ଜନପୁର ଶକ୍ତିକେନ୍ଦ୍ର ପ୍ରମୁଖ ଗୌରହରୀ ମହାକୁଡ଼, ବୁଥ୍ ସମ୍ପାଦକ ତଥା ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ମନୋଯୋଗ ସହକାରେ ଶୁଣିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଯେ, 'ମନ କି ବାତ' ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମାଜ ସେବା, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଆତ୍ମନିର୍ଭର ଭାରତ ଏବଂ ଜନଭାଗିଦାରୀ ଭଳି ବିଭିନ୍ନ ବିଷୟରେ ପ୍ରେରଣା ଦେଇଆସୁଛନ୍ତି। ଏହି ବାର୍ତ୍ତାକୁ ଗ୍ରାମସ୍ତରରେ ପହଞ୍ଚାଇବା ସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଶେଷରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଦେଶର ବିକାଶ ଓ ସମାଜ ସେବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ୭୯ ନମ୍ବର ବୁଥ୍ ନଈଗାଁ ଯଜ୍ଞ ମଣ୍ଡପ ପରିସରରେ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ସାମୂହିକ ଭାବେ ଶ୍ରବଣ କରାଯାଇଥିଲା। ଏହି ଅବସରରେ ପଳାଶପଙ୍ଗା ମଣ୍ଡଳ ଉପସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ
ଶ୍ରୀମତୀ ନଳିନୀ ମହାନ୍ତ, ପର୍ଜନପୁର ଶକ୍ତିକେନ୍ଦ୍ର ପ୍ରମୁଖ ଗୌରହରୀ ମହାକୁଡ଼, ବୁଥ୍ ସମ୍ପାଦକ ତଥା ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ମନୋଯୋଗ ସହକାରେ ଶୁଣିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଯେ, 'ମନ କି ବାତ' ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମାଜ ସେବା, ସ୍ୱଚ୍ଛତା, ପରିବେଶ ସୁରକ୍ଷା,
ଆତ୍ମନିର୍ଭର ଭାରତ ଏବଂ ଜନଭାଗିଦାରୀ ଭଳି ବିଭିନ୍ନ ବିଷୟରେ ପ୍ରେରଣା ଦେଇଆସୁଛନ୍ତି। ଏହି ବାର୍ତ୍ତାକୁ ଗ୍ରାମସ୍ତରରେ ପହଞ୍ଚାଇବା ସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଶେଷରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଦେଶର ବିକାଶ ଓ ସମାଜ ସେବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
- ମାୟାନଗରୀ ମୁମ୍ବାଇରେ ଏକ ଭୟାନକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ମୁସଲମାନ ପର୍ବ ମୋହରମ ଅବସରରେ ୩୦ ହଜାରରୁ ଅଧିକ ଲୋକଙ୍କୁ ମାରିବା ପାଇଁ ଏକ ବଡ଼ ଯୋଜନା କରାଯାଇଥିଲା। ମୋହରମରେ ମୁମ୍ବାଇରେ ଚାଲିଥିବା ଶୋଭାଯାତ୍ରାରେ ପ୍ରବଳ ଭିଡ଼ର ଫାଇଦା ନେଇ ଏହି ଘୃଣ୍ୟ କାର୍ଯ୍ୟ କରାଯାଇଥିଲା। ଏହି ଷଡ଼ଯନ୍ତ୍ର ଅନୁଯାୟୀ, ଜଣେ ସନ୍ଦିଗ୍ଧ ଯୁବକ ଲୋକମାନଙ୍କୁ ଔଷଧ ବଦଳରେ ଜିଙ୍କ ଫସଫାଇଡର ବିଷାକ୍ତ କ୍ୟାପସୁଲ ବାଣ୍ଟିଥିଲେ। ଏହି ବିଷ ଏକ ବ୍ୟାଗରେ ଭର୍ତ୍ତି ହୋଇ ଆସିଥିଲା ଏବଂ ଯୁବକ ଜଣକ ଏହି ଭୟଙ୍କର ଖେଳ ଆରମ୍ଭ କରିଥିଲେ। ମୋହରମ ଶୋଭାଯାତ୍ରାରେ ପ୍ରବଳ ଭିଡ଼ର ସୁଯୋଗ ନେଇ ଏହି ବ୍ୟକ୍ତି ବହୁ ସଂଖ୍ୟକ ଲୋକଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ।1
- ଓଡ଼ିଶାର ଅଧିକାଂଶ ଜିଲ୍ଲା ଭୂମିକମ୍ପ ଜୋନରେ ରହିଥିବା ସୂଚନା ମିଳିଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁସାରେ, କଟକ, ଖୋର୍ଦ୍ଧା ଏବଂ ପୁରୀ ସମେତ ମୋଟ ୧୬ଟି ଜିଲ୍ଲା ମଧ୍ୟମ ବିପଦପୂର୍ଣ୍ଣ ଜୋନ୍-୩ ଅନ୍ତର୍ଭୁକ୍ତ ହୋଇଛି।1
- ଆନନ୍ଦପୁରର ଯୁବଗୋଷ୍ଠୀ ନିଜ ପରିବେଶକୁ ନିଜେ ସଫା କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି। ଘସିପୁରା ବ୍ଲକର ସାଇଁକୁଳ ଆଞ୍ଚଳିକ ବିକାଶ ପରିଷଦ ଏବଂ ମା' ଦୁର୍ଗା ବଣିକ ସଂଘ ପକ୍ଷରୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଜାର ପରିସରରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୁବକମାନେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ନିକଟସ୍ଥ ନାଳ ନର୍ଦ୍ଦମା ସହିତ ୨୦ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସଫା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗ ସମାଜକୁ ସଚେତନତାର ବାର୍ତ୍ତା ଦେଇଥିଲେ ଯେ ନିଜ ପରିବେଶ ସଫା ରହିଲେ ଆମେ ନିରୋଗୀ ରହିବା। ଏହି 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମରେ କେବଳ ଯୁବବର୍ଗ ନୁହଁନ୍ତି, ଅନେକ ବରିଷ୍ଠ ନାଗରିକ ମଧ୍ୟ ସାମିଲ ହୋଇଥିଲେ। ସାଇଁକୁଳ ବଣିକ ସଂଘର ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି ଯେ ଆଗକୁ ମଧ୍ୟ ଏଭଳି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ।1
- କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଳକ୍ ଅନ୍ତର୍ଗତ ଦରଡିପାଳ ସମବାୟ ସମିତିର ଗୋଦାମ ଗୃହରେ ଏକ ଅଦ୍ଭୁତ ଏବଂ ବିସ୍ମୟକର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଗୋଦାମ ଗୃହରେ ଭୂତ ରଙ୍ଗ କାମ କରୁଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି।1
- ତାଳଚେର ଟାଉନ ଠାରେ ଆମର ଆଦର୍ଶ ଜନସଂଘର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରୁ ଜୟନ୍ତୀ ପର୍ଯ୍ୟନ୍ତ 'ସ୍ମୃତି ପକ୍ଷ' ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜୁନ ୨୩ ତାରିଖରେ ତାଙ୍କର ବଳିଦାନ ଦିବସରୁ ଆରମ୍ଭ ହୋଇ ଜୁଲାଇ ୬ ତାରିଖରେ ତାଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହି ସ୍ମୃତି ପକ୍ଷ ପାଳନ କରାଯାଇଥିଲା।1
- ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡ଼ା ଅଞ୍ଚଳର ହେପାପଦ୍ମ ଗଲେକ୍ସୀ ନିକଟରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି।1
- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା କ୍ଲଷ୍ଟର ପକ୍ଷରୁ ଶିକ୍ଷକ ଶ୍ରୀଯୁକ୍ତ ଶିବ ଚରଣ ସାମଲଙ୍କୁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦଣ୍ଡାସିଂହା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଶିକ୍ଷାଦାନ ଶୈଳୀ ଏବଂ ଛାତ୍ରବତ୍ସଳ ଗୁଣର ଭୂୟସୀ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀଯୁକ୍ତ କ୍ଷୀରୋଦ ବିହାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ କୁମାର ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ। କ୍ଲଷ୍ଟର ସଂଯୋଜକ (CRCC) ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶିକ୍ଷକ ଶ୍ରୀଯୁକ୍ତ ସାମଲଙ୍କ ଦୀର୍ଘ ଓ ନିଷ୍ଠାପର ସେବାକାଳ ସମ୍ପର୍କରେ ଆଲୋକପାତ କରିଥିଲେ। ସମଗ୍ର ମଞ୍ଚ କାର୍ଯ୍ୟକ୍ରମକୁ ଶ୍ରୀ ଭୀମସେନ୍ ବେହେରା ସୁଚାରୁ ରୂପେ ପରିଚାଳନା କରିଥିଲେ। ସଭା ଶେଷରେ କ୍ଲଷ୍ଟର ପକ୍ଷରୁ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଶିବ ଚରଣ ସାମଲଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ କାମନା କରାଯାଇଥିଲା। ଏହି ଅବସରରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।1
- ବନ୍ତ ବ୍ଲକର ବିଟିପୁର ପଞ୍ଚାୟତ ଅନ୍ତର୍ଗତ ୪ ନମ୍ବର ବୁଥରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି।1
- ସିୟା ଏକ ପ୍ରଦର୍ଶନ ମାଧ୍ୟମରେ ଦେଖାଇଛନ୍ତି ଯେ କେତନଙ୍କୁ କିପରି ହତ୍ୟା କରାଯାଇଥିଲା। ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଦେଖିବା ପାଇଁ ଆମନ୍ତ୍ରଣ କରାଯାଇଛି।1