Shuru
Apke Nagar Ki App…
ଶ୍ରୀଜଗନ୍ନାଥ ମହୋତ୍ସବ ପ୍ରସ୍ତୁତି ବୈଠକ
Rakesh das deba
ଶ୍ରୀଜଗନ୍ନାଥ ମହୋତ୍ସବ ପ୍ରସ୍ତୁତି ବୈଠକ
More news from ଓଡ଼ିଶା and nearby areas
- କେନ୍ଦ୍ରାପଡା ଜିଲ୍ଲା ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ, ଯୋଗଦେଇ ପତିକ୍ରିୟା ରଖିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର1
- Indian Railways, a step ahead.1
- Modified Silencer removed and original silencer fitted at PS. E-Challan imposed against violators U/S-194F(b) MV ACT4
- ଅନନ୍ୟା ଙ୍କ ଦ୍ଵାରା1
- Post by Rajendra Dash1
- उड़ीसा प्लेन क्रैश, 6 लोगों का क्या हुआ?1
- ଦୁହୁରିଆ ସ୍ଥିତ ରତ୍ନାକର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ବିଦ୍ୟାଳୟ ବହୁ ସମସ୍ୟା ବିଷୟରେ ବିଧାୟକ ଙ୍କୁ ପ୍ରସ୍ତାବ ରଖି ପତିକ୍ରିୟା ରଖିଲେ ପ୍ରଧାନ ଶିକ୍ଷୟତ୍ରୀ1
- Post by User5115 Susanta Kumar Pattnaik1
- ଆରମ୍ଭ ଦ୍ୱାରା ଆୟୋଜିତ ସପ୍ତମ ଆରମ୍ଭ ମହୋତ୍ସବ ୨୦୨୬ ସ୍ଥାନିୟ ପୌରସଦନ ରେ ମହାସମାରୋହରେ ସମାହିତ ହୋଇଅଛି।ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ,ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅଭିଳାସ ପଣ୍ଡା ,କାର୍ଯ୍ୟକାରୀ ସଭାପତି ଦିବାକର ପାତ୍ର ଏବଂ ନିଶାନ୍ତ ସାହୁ ,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରେଇ ,ମଧୁସୂଦନ ସିଂହାରି,ରବୀନ୍ଦ୍ର ଦାସ,ଚକ୍ରଧର ମହାପାତ୍ର,ରୁଚିସ୍ମିତା ଜଗଦେଵ ପଣ୍ଡା,ଜଗନ୍ନାଥ ପୂଜାପଣ୍ଡା,ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ମଞ୍ଚାସିନ ସମସ୍ତ ଅତିଥିମାନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ମହିଳା ମାନଙ୍କୁ ନେଇ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଅର୍ପଣ କରି ଆରମ୍ଭ ପରିବାର ଏବଂ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସଭାପର୍ଵ ମଧ୍ୟରେ ସହିଦ ସମ୍ମାନ ୰ଶ୍ୟାମସୁନ୍ଦର କର ଡ଼ଃ ସିଧେଶ୍ୱର ମହାପାତ୍ରଙ୍କୁ ସଂସ୍କୃତି ସମ୍ମାନ ଏବଂ ଶ୍ରୀ ପବିତ୍ର ମହାରଣା ଙ୍କୁ ସମାଜସେବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ତତ୍ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସଭାପର୍ଵ ର ଶେଷରେ ଭରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଆଶୁତୋଷ ପଟ୍ଟନାୟକ ,ସୌମ୍ୟରଞ୍ଜନ ମିଶ୍ର,ସୁଜିତ ରାଉତରାୟ,ଗଣେଶ୍ୱର ଦାସ,ପ୍ରଭୁପାଦ ମହାପାତ୍ର ଙ୍କ ସମେତ ଉପସଭାପତି ସମୀର ଶତପଥୀ ଓ ସାଧାରଣ ସମ୍ପାଦକ ଦେବାଶିଷ ସିଂ ପରିଚାଳନା କରିଥିଲେ।ସଭାପର୍ଵ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପିୟୁସ ପଟନାୟକ ପରିଚାଳନା କରିଥିଲେ।4