Shuru
Apke Nagar Ki App…
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଆସନ୍ତା 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ 3 ଦିନ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
UD MEDIA NEWS

More news from ଓଡ଼ିଶା and nearby areas
- ଭେଜାପୁଟ ସ୍ଥିତ ମା ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ମା'ଙ୍କ ଦୈନନ୍ଦିନ ନୀତି ସହ ମାର୍ଜନା,ମହାସ୍ନାନ,ବେଶ, ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ରଙ୍କ ସହ ପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସରୋଜ କୁମାର ସ୍ବାଇଁ, ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ ଜେନା ପ୍ରମୁଖ କମିଟି କାର୍ଯ୍ୟକର୍ତ୍ତାଙ୍କ ସମେତ ମାର୍କେଟର ବ୍ୟବସାୟୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- କୋଟପାଡ଼ : ଦମୟନ୍ତୀ ସାଗରର ପୁନଃରୁଦ୍ଧାର ନିମନ୍ତେ ସମୀକ୍ଷା ବୈଠକ1
- ଭୋଜି ଖାଇ ମୋଟର ସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି1
- WhatsApp earning app application1
- କନ୍ତପହଁରାଠାରେ ଶ୍ରୀ ରଘୁନାଥ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା1
- #ମଦବୁତଲ ଧ ରେ ଇ ଦେ ଲୁରେ ମର ହାତେ1
- ମନ୍ତ୍ର ରେ କମ୍ପୁଛି ବିବାହ ମଣ୍ଡପ। ମଞ୍ଚ ରେ ରହିଛନ୍ତି ପ୍ରଶାସନ ସମେତ ରାଜନେତା। ବିବାହ କୁ ଆସିଛନ୍ତି ବରଯାତ୍ରୀ। ମନ୍ତ୍ର ସାଙ୍ଗକୁ ଶଙ୍ଖ ହୁଳହୁଳି ରେ କମ୍ପୁଛି ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ର ବିବାହ ମଣ୍ଡପ।1
- #କୋରାପୁଟରେ_୨୫ଯାଏଁ_ସ୍କୁଲ_ଛୁଟି କୋରାପୁଟ ଜିଲ୍ଲାରେ ୨୫ ତାରିଖ ଯାଏଁ ସବୁ ସ୍କୁଲ ଛୁଟି #Koraput #SchoolsClosed #Heatwave #Odisha #Odianews1
- Post by TV5ODIA 95566059931