logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାଲିଠାରୁ ଡାକ୍ତର ସମୂହ ଏକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଯୋଗୁଁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଛନ୍ତି।

3 hrs ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
3 hrs ago

କାଲିଠାରୁ ଡାକ୍ତର ସମୂହ ଏକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଯୋଗୁଁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଛନ୍ତି।

More news from ଓଡ଼ିଶା and nearby areas
  • ଜୁନ୍ ମାସ ଶେଷ ହୋଇଥିଲେ ମଧ୍ୟ ବର୍ଷା ନାହିଁ, ଯାହା ସୁବର୍ନପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ନେଇ ପରିବେଶବିତ୍ କିଶୋର ହୋତା ନିଜର ମତ ରଖିଛନ୍ତି।
    1
    ଜୁନ୍ ମାସ ଶେଷ ହୋଇଥିଲେ ମଧ୍ୟ ବର୍ଷା ନାହିଁ, ଯାହା ସୁବର୍ନପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡ଼ିବାରେ ଲାଗିଛି। ଏହି ପରିସ୍ଥିତିକୁ ନେଇ ପରିବେଶବିତ୍ କିଶୋର ହୋତା ନିଜର ମତ ରଖିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ଘଣ୍ଟାପଡ଼ା ପ୍ୟାସ୍କରେ ଟାର୍ଗେଟ୍ ନଥିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଘୋଟାଲ ଦେଖିବାକୁ ମିଳିଛି।
    2
    ଘଣ୍ଟାପଡ଼ା ପ୍ୟାସ୍କରେ ଟାର୍ଗେଟ୍ ନଥିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଘୋଟାଲ ଦେଖିବାକୁ ମିଳିଛି।
    user_Biswamitra padhi
    Biswamitra padhi
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    5 hrs ago
  • କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତର ସିନାମାଲ ଗ୍ରାମର ଦିବ୍ୟାଙ୍ଗ ରାମେଶ୍ୱର ବନ୍ଦିଛୋଡ ବର୍ଦ୍ଧିତ ଭତ୍ତା ପାଇଁ ଆକୁଳ ନିବେଦନ କରିଛନ୍ତି। ତାଙ୍କର ଦୁଇଟି ହାତ ଅଚଳ ହୋଇପଡିଥିବା ବେଳେ ସେ ବର୍ତ୍ତମାନ ସରକାରୀ ଭତ୍ତା ବାବଦରେ ୧,୨୦୦ ଟଙ୍କା ପାଉଛନ୍ତି, ଯାହା ୭୫ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଉଛି। ତେବେ ଏହି ଅର୍ଥରେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବା ସେ ଅଭିଯୋଗ କରିଛନ୍ତି। ଶକ୍ତି ଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍‌ଙ୍କୁ ସେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପରିବାର ତାଙ୍କ ପତ୍ନୀଙ୍କ କୁଳିମଜୁରୀ ଉପରେ ନିର୍ଭର କରେ। ଯଦି ତାଙ୍କୁ ୮୦ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ମିଳେ, ତେବେ ସରକାରଙ୍କ ଠାରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିପାରିବ। ଏହି ବର୍ଦ୍ଧିତ ଭତ୍ତା ମିଳିଲେ ତାଙ୍କ ପରିବାରର ଭରଣପୋଷଣ ସୁରୁଖୁରୁରେ ଚଳିପାରିବ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ବାପା ଦୟାରାମ ବନ୍ଦିଛୋଡ ମଧ୍ୟ ଏହି ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏ ନେଇ ସରପଞ୍ଚ ପୁରୁଷୋତ୍ତମ ସାର ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ନାୟକଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେମାନେ ସୂଚନା ଦେଇଛନ୍ତି ଯେ, ଆସନ୍ତା ଜୁଲାଇ ୨ ତାରିଖରେ ଧର୍ମଗଡ଼ ଉପଖଣ୍ଡରେ ଏକ କ୍ୟାମ୍ପ ଆୟୋଜନ ହେବାର ସମ୍ଭାବନା ରହିଛି। ସେଠାରେ ଡାକ୍ତର ଯେଉଁ ପ୍ରତିଶତ ଦେବେ, ସେହି ଅନୁସାରେ ରାମେଶ୍ୱରଙ୍କୁ ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ମିଳିପାରିବ।
    1
    କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗ୍ରାମ ପଞ୍ଚାୟତର ସିନାମାଲ ଗ୍ରାମର ଦିବ୍ୟାଙ୍ଗ ରାମେଶ୍ୱର ବନ୍ଦିଛୋଡ ବର୍ଦ୍ଧିତ ଭତ୍ତା ପାଇଁ ଆକୁଳ ନିବେଦନ କରିଛନ୍ତି। ତାଙ୍କର ଦୁଇଟି ହାତ ଅଚଳ ହୋଇପଡିଥିବା ବେଳେ ସେ ବର୍ତ୍ତମାନ ସରକାରୀ ଭତ୍ତା ବାବଦରେ ୧,୨୦୦ ଟଙ୍କା ପାଉଛନ୍ତି, ଯାହା ୭୫ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଉଛି। ତେବେ ଏହି ଅର୍ଥରେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବା ସେ ଅଭିଯୋଗ କରିଛନ୍ତି।

ଶକ୍ତି ଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍‌ଙ୍କୁ ସେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପରିବାର ତାଙ୍କ ପତ୍ନୀଙ୍କ କୁଳିମଜୁରୀ ଉପରେ ନିର୍ଭର କରେ। ଯଦି ତାଙ୍କୁ ୮୦ ପ୍ରତିଶତ ମେଡିକାଲ ପ୍ରମାଣପତ୍ର ମିଳେ, ତେବେ ସରକାରଙ୍କ ଠାରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିପାରିବ। ଏହି ବର୍ଦ୍ଧିତ ଭତ୍ତା ମିଳିଲେ ତାଙ୍କ ପରିବାରର ଭରଣପୋଷଣ ସୁରୁଖୁରୁରେ ଚଳିପାରିବ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ବାପା ଦୟାରାମ ବନ୍ଦିଛୋଡ ମଧ୍ୟ ଏହି ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଏ ନେଇ ସରପଞ୍ଚ ପୁରୁଷୋତ୍ତମ ସାର ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ନାୟକଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେମାନେ ସୂଚନା ଦେଇଛନ୍ତି ଯେ, ଆସନ୍ତା ଜୁଲାଇ ୨ ତାରିଖରେ ଧର୍ମଗଡ଼ ଉପଖଣ୍ଡରେ ଏକ କ୍ୟାମ୍ପ ଆୟୋଜନ ହେବାର ସମ୍ଭାବନା ରହିଛି। ସେଠାରେ ଡାକ୍ତର ଯେଉଁ ପ୍ରତିଶତ ଦେବେ, ସେହି ଅନୁସାରେ ରାମେଶ୍ୱରଙ୍କୁ ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ମିଳିପାରିବ।
    user_Krishna Sethi
    Krishna Sethi
    ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ଆଜି ଡୁଙ୍ଗୁରିପାଲି ବ୍ଲକରେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଉପସଭାପତି ସାନନ୍ଦ କୁମାର ମେହେର ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିଥିଲେ।
    1
    ଆଜି ଡୁଙ୍ଗୁରିପାଲି ବ୍ଲକରେ ବିଜେପି ପକ୍ଷରୁ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଉପସଭାପତି ସାନନ୍ଦ କୁମାର ମେହେର ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିଥିଲେ।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    12 hrs ago
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ୯୦ ଦିନରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ପୁରୀବାସୀ ଗୃହବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଶ୍ରୀମନ୍ଦିର ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ କରାଯାଇଛି। ସରକାର ଓ ପ୍ରଶାସନ କେବଳ ଭିଆଇପି ସେବାରୁ ରୋଜଗାରରେ ବ୍ୟସ୍ତ ଥିବାବେଳେ ଏହି ପଦଯାତ୍ରା "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ" ବାର୍ତ୍ତାକୁ ଦୋହରାଇଛି। ଏପ୍ରିଲ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଭକ୍ତଙ୍କ ମଧ୍ୟରେ କାହିଁକି ଭେଦଭାବ ପ୍ରଶ୍ନ କରୁଛି। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତଙ୍କ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଏହା ଜଗନ୍ନାଥ ସଂସ୍କୃତିର ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ। ଏହି ଜନ ଆନ୍ଦୋଳନରେ ନାରୀ-ପୁରୁଷ, ଯୁବକ-ବୃଦ୍ଧ ସମସ୍ତେ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରୁଛନ୍ତି। ୯୦ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ବରଂ ଏହା ପ୍ରତ୍ୟେକ ଦିନ ଅଧିକ ଗଭୀର ଓ ଶକ୍ତିଶାଳୀ ହୋଇଉଠୁଛି। ଆଜିର ପଦଯାତ୍ରାରେ ଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମନୋରଞ୍ଜନ ରଣସିଂହ, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଙ୍ଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ନୃସିଂହ ନାଥ ନାୟକ, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ, ବରଂ ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    1
    ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ୯୦ ଦିନରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ପୁରୀବାସୀ ଗୃହବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ କିମ୍ବା ଶ୍ରୀମନ୍ଦିର ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ କରାଯାଇଛି। ସରକାର ଓ ପ୍ରଶାସନ କେବଳ ଭିଆଇପି ସେବାରୁ ରୋଜଗାରରେ ବ୍ୟସ୍ତ ଥିବାବେଳେ ଏହି ପଦଯାତ୍ରା "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ" ବାର୍ତ୍ତାକୁ ଦୋହରାଇଛି।

ଏପ୍ରିଲ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଭକ୍ତଙ୍କ ମଧ୍ୟରେ କାହିଁକି ଭେଦଭାବ ପ୍ରଶ୍ନ କରୁଛି। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତଙ୍କ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଏହା ଜଗନ୍ନାଥ ସଂସ୍କୃତିର ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ।

ଏହି ଜନ ଆନ୍ଦୋଳନରେ ନାରୀ-ପୁରୁଷ, ଯୁବକ-ବୃଦ୍ଧ ସମସ୍ତେ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରୁଛନ୍ତି। ୯୦ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ବରଂ ଏହା ପ୍ରତ୍ୟେକ ଦିନ ଅଧିକ ଗଭୀର ଓ ଶକ୍ତିଶାଳୀ ହୋଇଉଠୁଛି। ଆଜିର ପଦଯାତ୍ରାରେ ଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମନୋରଞ୍ଜନ ରଣସିଂହ, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଙ୍ଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ନୃସିଂହ ନାଥ ନାୟକ, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ, ବରଂ ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    14 hrs ago
  • ଗତକାଲି ବରଗଡ଼ର ସ୍ଥାନୀୟ ମୀରା ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ପଛୁଆ ବର୍ଗ ଫୋରମ (OBC FORUM, BARGARH)ର ଏକ ସାଧାରଣ ସଭା ଶ୍ରୀ ଅଶୋକ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫୋରମର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରେ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ବିଶ୍ୱଜିତ ସ୍ୱାଇଁ, ଶ୍ରୀ ଶୁଶିଲ ଷାଣ୍ଢ, ଶ୍ରୀ ସାନନ୍ଦ ଦୀପ, ଶ୍ରୀ ରୋହିତ ବାରିକ ଏବଂ ନିଷ୍ଠା ପରିବାରର ଶ୍ରୀ ରକ୍ଷାପାଳ ସାହୁ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସଭାରେ ନିଷ୍ପତ୍ତି ନିଆଯାଇଛି ଯେ ଫୋରମର ଆଗାମୀ କାର୍ଯ୍ୟପନ୍ଥା ୨୦୨୬ ମସିହା ଜୁଲାଇ ମାସ ୧୨ ତାରିଖରେ ସ୍ଥିର କରାଯିବ। ଶେଷରେ ଶ୍ରୀଯୁକ୍ତ ନବକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଗତକାଲି ବରଗଡ଼ର ସ୍ଥାନୀୟ ମୀରା ହୋଟେଲ ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ପଛୁଆ ବର୍ଗ ଫୋରମ (OBC FORUM, BARGARH)ର ଏକ ସାଧାରଣ ସଭା ଶ୍ରୀ ଅଶୋକ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଫୋରମର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆଲୋଚନାରେ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ବିଶ୍ୱଜିତ ସ୍ୱାଇଁ, ଶ୍ରୀ ଶୁଶିଲ ଷାଣ୍ଢ, ଶ୍ରୀ ସାନନ୍ଦ ଦୀପ, ଶ୍ରୀ ରୋହିତ ବାରିକ ଏବଂ ନିଷ୍ଠା ପରିବାରର ଶ୍ରୀ ରକ୍ଷାପାଳ ସାହୁ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ସଭାରେ ନିଷ୍ପତ୍ତି ନିଆଯାଇଛି ଯେ ଫୋରମର ଆଗାମୀ କାର୍ଯ୍ୟପନ୍ଥା ୨୦୨୬ ମସିହା ଜୁଲାଇ ମାସ ୧୨ ତାରିଖରେ ସ୍ଥିର କରାଯିବ। ଶେଷରେ ଶ୍ରୀଯୁକ୍ତ ନବକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • &@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@ Jay Jay Sri Jagannath
    1
    &@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@@
Jay Jay Sri Jagannath
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    15 hrs ago
  • ବରଗଡ଼ର ସୁପ୍ରିୟା ମାର୍ଗରେ ଆଜି ସନ୍ଧ୍ୟା ୬:୩୦ ସମୟରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଘୋଷଣା କରାଯାଇଛି ଯେ, କୁନି କୁନି ଭକ୍ତଙ୍କ ଛୋଟିଆ ପ୍ରୟାସ ଫଳରେ ଚଳିତ ବର୍ଷ ବରଗଡ଼ରେ ୧୬ ଚକ ବିଶିଷ୍ଟ 'ନନ୍ଦିଘୋଷ' ରଥ ଗଡିବ। ସ୍ଥାନୀୟ ୱାର୍ଡ ନମ୍ବର ୧ ସୁପ୍ରିୟା ମାର୍ଗ ଠାରେ ପାଳିତ ହୋଇଥିବା ଏହି ପୂର୍ଣ୍ଣିମା ଉତ୍ସବରେ, ଦୀର୍ଘ ୨୫ ବର୍ଷ ଧରି ରଥଯାତ୍ରା କରାଯାଉଥିଲେ ସୁଦ୍ଧା, ଏଥର ପୁରୀରୁ ଆସିବାକୁ ଥିବା ଏହି ବିଶେଷ ୧୬ ଚକିଆ ନନ୍ଦିଘୋଷ ରଥ ବରଗଡ଼ ବଡ଼ଦାଣ୍ଡରେ ଗଡିବ। ଏହି ଘୋଷଣା ସମସ୍ତ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି ଏବଂ ସେମାନେ ପ୍ରଭୁ ଜଗନ୍ନାଥଙ୍କ ମହାସ୍ନାନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିଛନ୍ତି।
    1
    ବରଗଡ଼ର ସୁପ୍ରିୟା ମାର୍ଗରେ ଆଜି ସନ୍ଧ୍ୟା ୬:୩୦ ସମୟରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଘୋଷଣା କରାଯାଇଛି ଯେ, କୁନି କୁନି ଭକ୍ତଙ୍କ ଛୋଟିଆ ପ୍ରୟାସ ଫଳରେ ଚଳିତ ବର୍ଷ ବରଗଡ଼ରେ ୧୬ ଚକ ବିଶିଷ୍ଟ 'ନନ୍ଦିଘୋଷ' ରଥ ଗଡିବ।

ସ୍ଥାନୀୟ ୱାର୍ଡ ନମ୍ବର ୧ ସୁପ୍ରିୟା ମାର୍ଗ ଠାରେ ପାଳିତ ହୋଇଥିବା ଏହି ପୂର୍ଣ୍ଣିମା ଉତ୍ସବରେ, ଦୀର୍ଘ ୨୫ ବର୍ଷ ଧରି ରଥଯାତ୍ରା କରାଯାଉଥିଲେ ସୁଦ୍ଧା, ଏଥର ପୁରୀରୁ ଆସିବାକୁ ଥିବା ଏହି ବିଶେଷ ୧୬ ଚକିଆ ନନ୍ଦିଘୋଷ ରଥ ବରଗଡ଼ ବଡ଼ଦାଣ୍ଡରେ ଗଡିବ। ଏହି ଘୋଷଣା ସମସ୍ତ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଆନନ୍ଦିତ କରିଛି ଏବଂ ସେମାନେ ପ୍ରଭୁ ଜଗନ୍ନାଥଙ୍କ ମହାସ୍ନାନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress
    1
    #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress
#CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.