Shuru
Apke Nagar Ki App…
#ବନ୍ୟାପାଣିରେ_ଭାସି_ଯାଉଥିଲେ_ଯୁବକ ବାଲେଶ୍ବରରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର। ବନ୍ୟାପାଣିରେ ଭାସି ଯାଉଥିଲେ ଜଣେ ଯୁବକ। ତାଙ୍କୁ ଉଦ୍ଧାର କରିଛନ୍ତି NDRF ଟିମ୍।
Rajib Behera
#ବନ୍ୟାପାଣିରେ_ଭାସି_ଯାଉଥିଲେ_ଯୁବକ ବାଲେଶ୍ବରରୁ ସାମ୍ନାକୁ ଆସିଛି ଭୟଙ୍କର ଚିତ୍ର। ବନ୍ୟାପାଣିରେ ଭାସି ଯାଉଥିଲେ ଜଣେ ଯୁବକ। ତାଙ୍କୁ ଉଦ୍ଧାର କରିଛନ୍ତି NDRF ଟିମ୍।
More news from ଓଡ଼ିଶା and nearby areas
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- 5kg choulo douchonti ahu kamo kichi koru nahanti ranigoda1
- ବୋଡେନ ବ୍ଲକ ରେ ଜିଲ୍ଲପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ।1
- #ବାବାରେ_କି_ମାଛ #ଫକ୍_ଫକ୍_ଡେଇଁଲେ ଆଖୁଆପଦାଠାରେ ଫୁଲୁଛି ବୈତରଣୀ ନଦୀ। ବନ୍ୟା ପାଣିରେ ଛଟପଟ ଖାଲି ଜୀଅନ୍ତା ମାଛ। ବନ୍ୟା ପାଣିରେ ବିପଦଜ୍ଜନକ ଭାବେ ମାଛ ଧରୁଛନ୍ତି ଲୋକ। ଦେଖନ୍ତୁ ଚିତ୍ର..1